Browsing Category
IPL
ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ ଚେନ୍ନାଇ ଖେଳିଲା ମାଷ୍ଟର ପ୍ଲାନ: ଦଳରେ ଯୋଡି ହେଲେ ଜୁନିୟର ମାଲିଙ୍ଗା
ମୁମ୍ବାଇ: ୬ଟି ମ୍ୟାଚରେ ୫ଟିରେ ପରାଜୟ ମିଳିବା ପରେ ବି ଚେନ୍ନାଇ ପାଇଁ ଆସିଛି ଏକ ଖୁସି ଖବର । ପ୍ରଥମ ମ୍ୟାଚରେ ଆହତ ଆଡାମ ମିଲନେଙ୍କ ସ୍ଥାନରେ ଜଣେ ନୂଆ ଦ୍ରୁତ ବୋଲର ଦଳରେ ସାମିଲ କରିଛି ଚେନ୍ନାଇ ସୁପର କିଙ୍ଗସ ।…
ପଞ୍ଜାବକୁ ୯ ୱିକେଟରେ ହରାଇଲା ଦିଲ୍ଲୀ: ୱାର୍ଣ୍ଣର-ପୃଥ୍ୱୀ ଶ’ଙ୍କ ଧୂଆଁଧାର ପାଳିରେ ପଞ୍ଜାବ ଫେଲ
ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି କରୋନା ସଂକ୍ରମଣ । କିନ୍ତୁ ମ୍ୟାଚରେ ବିଜୟ ପାଇଁ ଦିଲ୍ଲୀ ଆଗରେ କୌଣସି ଚିନ୍ତା ନାହିଁ । ଖୁବ ସହଜରେ ବିଜୟ ହାସଲ କରି ପଞ୍ଜାବକୁ ମାତ ଦେଇଛି ପନ୍ତ…
ଦିଲ୍ଲୀ କ୍ୟାପିଟାଲ୍ସକୁ ପୁଣି ଝଟକା: ଦଳରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ପୁଣି ଲାଗିଛି କରୋନାର କଳା ନଜର । ବିଶେଷ କରି ଦିଲ୍ଲୀ କ୍ୟାପିଟାଲ୍ସ ଉପରେ କରୋନା ଦାଉ ସାଧିଛି । ଜଣକ ପରେ ଜଣେ ଏହି ମହାମାରୀର କବଳରେ ଫସି ଚାଲିଛନ୍ତି । ଏବେ ଦଳର ଆଉ ଜଣେ…
IPLରେ ବି ‘ପୁଷ୍ପା ସେଲିବ୍ରେସନ’: ୱିକେଟ ପରେ ଏମିତି ଷ୍ଟାଇଲ ଦେଖାଇଲେ ରାଜସ୍ଥାନର ଏହି ଖେଳାଳି
ମୁମ୍ବାଇ: ରାଜସ୍ଥାନ ରୋୟଲ୍ସ କୋଲକାତା ବିପକ୍ଷ ମ୍ୟାଚରେ ଚଳିତ ସିଜନର ଷଷ୍ଠ ବିଜୟ ହାସଲ କରିଛି । ବ୍ରାମେବାର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ ଶେଷ ଓଭର ପର୍ଯ୍ୟନ୍ତ ମୋଡ ବଦଳାଇ ଚାଲିଥିବା ବେଳେ ଶେଷ ଓଭରରେ…
ଦ୍ୱିତୀୟ ଇନିଂସରେ ଟ୍ୱିଷ୍ଟ ଶୋ’: ଚହଲଙ୍କ ଫିରକି ଆଗରେ ଚିତପଟାଙ୍ଗ ହେଲା କୋଲକାତା
ମୁମ୍ବାଇ: ଟସ ହାରିବା ପରେ କେକେଆର ବିପକ୍ଷ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ରାଜସ୍ଥାନ । ଦଳର ଷ୍ୟାର ବୋଲର ୟୁଜବେନ୍ଦ୍ର ଚହଲଙ୍କ ଫିରକି ଆଗରେ କୋଲକାତାର ସମସ୍ତ ବ୍ୟାଟ୍ସମ୍ୟାନ ଚିତପଟାଙ୍ଗ ମାରିଛନ୍ତି । ୧୮ତମ…
ଚେନ୍ନାଇ ପାଇଁ ଚିନ୍ତା ବଢାଉଛି ଆହତ ସମସ୍ୟା: ଦୀପକ ଚହରଙ୍କ ପରେ ଦଳରୁ ବାଦ ପଡିପାରନ୍ତି ଏହି ବୋଲର
ମୁମ୍ବାଇ: ଚଳିତ ସିଜନରେ ସଂଘର୍ଷ କରିବାରେ ଲାଗିଛି ଲିଗର ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସ । ୬ଟି ମ୍ୟାଚରୁ ୫ଟି ମ୍ୟାଚରେ ପରାଜୟର ସାମନା କରିଛି ଦଳ । ଫଳରେ ମାତ୍ର ୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ନବମ ସ୍ଥାନକୁ ଖସି…
ରାଜସ୍ଥାନ ବିପକ୍ଷରେ ମ୍ୟାଚ ଜିତିଲା : ବୋଲିଂ ପାଇଁ ନିଷ୍ପତ୍ତି ନେଲେ ଶ୍ରେୟସ ଆୟର
ମୁମ୍ବାଇ: ରାଜସ୍ଥାନ ରୋୟଲ୍ସ- କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଆଜି ଖେଳାଯାଉଛି ମ୍ୟାଚ । ଏତିରେ ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି କୋଲକାତାର ଅଧିନାୟକ ଶ୍ରେୟସ ଆୟର । ଏହି ମ୍ୟାଚ ପାଇଁ ଗୋଟିଏ…
ବିସିସିଆଇର ବଡ଼ ଘୋଷଣା: ଆସନ୍ତା ବର୍ଷରୁ ଆଇପିଏଲ୍ ଖେଳିବେ ମହିଳା ଖେଳାଳି , ଖୁବଶୀଘ୍ର ସ୍ପଷ୍ଟ ହେବ ରୂପରେଖ
ନୂଆଦିଲ୍ଲୀ: ଆସନ୍ତା ବର୍ଷରୁ ଅନୁଷ୍ଠିତ ହେବ ମହିଳା ଇଣ୍ଡିଆନ ପ୍ରିମିୟର ଲିଗ କ୍ରିକେଟ । ବିସିସିଆଇ ପକ୍ଷରୁ ରବିବାର ଏହା ଘୋଷଣା କରା ଯାଇଛି । ଗତ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ପ୍ରସଙ୍ଗ ନେଇ ଅଲୋଚନା…
ଆଜି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ‘କର ବା ମର’, ଲକ୍ଷ୍ନୌ ସହ ମୁକାବିଲା, ଦୁଇ ଦଳର ସମ୍ଭାବିତ ପ୍ଲେଇଙ୍ଗ XI
ମୁମ୍ବାଇ : ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ରେ ଏ ପର୍ଯ୍ୟନ୍ତ ନୈରାଶ ଜନକ ପ୍ରଦର୍ଶନ କରିଛି। ଦଳ ପାଞ୍ଚଟି ଖେଳି ସବୁ ମ୍ୟାଚରେ ପରାଜିତ ହୋଇଛି। ଫଳରେ ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବା ଦଳ…
ନୀତିଶ ରାଣା ମାରିଲେ ଏମିତି ଛକା: SRH ଡଗଆଉଟରେ ଭାଙ୍ଗିଲେ ଫ୍ରିଜ କାଚ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଳୀ: ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଉଥିଲା ଆଇପିଏଲର ୨୫ ତମ ମୁକାବିଲା । ଏହି ମ୍ୟାଚକୁ ଜିତି ନେବା ସହିତ ହ୍ୟାଟ୍ରିକ ବିଜୟ ହାସଲ କରି ପଏଣ୍ଟ ଟେବଲର ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି ହାଇଦ୍ରାବାଦ । ତେବେ…