Browsing Category
IPL
୨୨ ବର୍ଷୀୟ ବଦୋନୀଙ୍କ ବିଶାଳ ଛକ୍କା: ମହିଳାଙ୍କ ମୁଣ୍ଡରେ ବାଜିଲା ବଲ୍, ଦେଖନ୍ତୁ Video
ନୂଆଦିଲ୍ଳୀ: ମାତ୍ର ୨୨ ବର୍ଷ ବୟସରେ ନିଜର ଚମକ୍ରାର କ୍ରିକେଟ ଜରିଆରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଛନ୍ତି ଆୟୁଷ ବଦୋନୀ । ଏହି ୨୨ ବର୍ଷୀୟ ଖେଳାଳି ଜଣଙ୍କ ପ୍ରଥମ ମୁକାବିଲାରେ ୫୪ ରନ କରିଥିବା ବେଳେ ଦ୍ୱିତୀୟ…
ରେକର୍ଡ ଭାଙ୍ଗିଲେ ଭିଣ୍ଟେଜ ମାହି: ଟି-୨୦ରେ ଆଉ ଏକ ମାଇଲଖୁଣ୍ଟ ପାର କଲେ ଧୋନୀ
ନୂଆଦିଲ୍ଲୀ: ୨୦୨୨ ସିଜନରେ ଦମଦାର ଫର୍ମରେ ନଜର ଆସିଛନ୍ତି ଭିଣ୍ଟେଜ ମାହି । ସିଏସକେର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ପୁରୁଣା ଅବତାରରେ ଦେଖାଯାଉଛନ୍ତି । କୋଲକାତା ବିପକ୍ଷ ପ୍ରଥମ ମ୍ୟାଚରେ ଜବରଦସ୍ତ…
ଦ୍ୱିତୀୟ ମ୍ୟାଚ ପାଇଁ ଧୋନୀ ରଚିଲେ ନୂଆ ପ୍ଲାନ: ଅଚାନକ ଏହି ଷ୍ଟାର ଖେଳାଳିଙ୍କୁ ଦଳରେ କଲେ ଏଣ୍ଟ୍ରି
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ଦିନକୁ ଦିନ ରୋମାଞ୍ଚକର ହେବାରେ ଲାଗିଛି । ପ୍ରଥମ ମ୍ୟାଚରେ କୋଲକାତା ନିକଟରୁ ପରାସ୍ତ ହେବା ପରେ ନୂଆ ଏକ ପ୍ଲାନ ରଚିଛନ୍ତି ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ…
ସନରାଇଜର୍ସ ହାଇଦ୍ରାବାଦକୁ ଝଟକା, ମନ୍ଥର ବୋଲିଂ ପାଇଁ ୱିଲିୟମସନଙ୍କୁ ୧୨ ଲକ୍ଷ ଟଙ୍କା ଫାଇନ୍
ପୁଣେ : ରାଜସ୍ଥାନ ରୟାଲ୍ସ ବିକ୍ଷ ଆଇପିଏଲ ମ୍ୟାଚରେ ମନ୍ଥର ବୋଲିଂ କରିବା ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ ପାଇଁ ମହଙ୍ଗା ପଡିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଧାର୍ଯ୍ୟ ୨୦ ଓଭର ବୋଲିଂ କରିବାରେ ବିଫଳ ହେବାରୁ…
ସାଉଦି ଓ ଉମେଶଙ୍କ ଦୁର୍ଦୁଷ ବୋଲିଂ ନିଷ୍ଫଳ: ଦଳଗତ ଚେଷ୍ଟାରେ ଜିତିଲା ଆରସିବି
ନୂଆଦିଲ୍ଳୀ: ଟିମ ସାଉଦି ଓ ଉମେଶ ଯାଦବଙ୍କ ଘାତକ ବୋଲିଂ ସତ୍ତେ୍ୱ ସିଜିନର ପ୍ରଥମ ବିଜୟ ହାସଲ କରିଛି ଆରସିବି । ସମସ୍ତ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଅବଦାନ ଫଳରେ ୪ଟି ବଲ ପୂର୍ବରୁ ୩ୱିକେଟ ବିଜୟ ହାସଲ କରିଛି ଆରସିବି ।…
ଏହି ଖେଳାଳିଙ୍କ ଆଶା ଭାଙ୍ଗି ଦେଲା ଧୋନୀଙ୍କର ଗୋଟିଏ ନିଷ୍ପତ୍ତି: ମନରେ ରହିଗଲା ଦୀର୍ଘ ଦିନର ଇଚ୍ଛା
ନୂଆଦିଲ୍ଲୀ: IPL ର ୨୦୨୨ ସିଜନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚଳିତ ସିଜନରେ ଦଶଟି ଦଳ ଖେଳୁଥିବା ବେଳେ ଧୋନୀ ଏବଂ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । କୋହଲି ଗତ ବର୍ଷରୁ ଅଧିନାୟକ ପଦ ଛାଡିବା ନେଇ…
ୱିକେଟ ପୋଛି ନେଲେ ହସରଙ୍ଗା ଓ ହର୍ଷଲ: RCB ଆଗରେ ୧୨୯ ରନର ଲକ୍ଷ୍ୟ
ନୂଆଦିଲ୍ଲୀ: ମୁମ୍ବାଇର ଡି ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଉଥିବା ଚଳିତ ସଂସ୍କରଣର ଷଷ୍ଠ ମୁକାବିଲାରେ ଚମକ୍ରାର ବୋଲିଂ ପ୍ରଦର୍ଶନ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି…
୧୦ଟଙ୍କାରେ PEPSI… ଚହଲ ଭାଇ SEXY: ରାଜସ୍ଥାନ ଫିଲ୍ଡିଂ କୋଚଙ୍କ ବୟାନ ହେଉଛି ଭାଇରାଲ, ଦେଖନ୍ତୁ Video
ନୂଆଦିଲ୍ଳୀ: ମଙ୍ଗଳବାର ଆଇପିଏଲ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୬୧ ରନରେ ପରାସ୍ତ କରିଥିଲା ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୧୦ ରନ କରିଥିବା ବେଳେ ୧୪୯ ରନରେ ସୀମିତ ରହିଥିଲା…
ଆଜି କୋଲକାତା ନାଇଟ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କଡ଼ା ଫାଇଟ୍, ସଂନ୍ଧ୍ୟାରେ ରୋମାଞ୍ଚକର ମ୍ୟାଚ୍ ଦେଖିବେ ଦର୍ଶକ
ମୁମ୍ବାଇ : ଆଇପିଏଲ୍ -୧୫ର ଷଷ୍ଠ ଲିଗ୍ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବାକୁ ଯାଉଛନ୍ତି । ନଭି ମୁମ୍ବାଇ ସ୍ଥିତ ଡି ୱାଇ ପାଟିଲ ଷ୍ଟାଡିୟମ୍ରେ ୭:୩୦ରେ…
ସାମସନ୍ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମଦାର ପ୍ରଦର୍ଶନ: ରାଜସ୍ଥାନ ରୟାଲ୍ସର ସହଜ ବିଜୟ
ନୂଆଦିଲ୍ଳୀ: ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ୨୦୦ ରନ ସ୍କୋର କରିଥିବା ରାଜସ୍ଥାନ ରୟାଲ୍ସ ଚମକ୍ରାର ବିଜୟ ସହିତ ନିଜର ଆଇପିଏଲ ଯାତ୍ରା ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ୨୧୦ ରନ କରିଥିବା ରାଜସ୍ଥାନ…