Browsing Category
Cricket
Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com
(Video) ବିଶ୍ୱକପ୍ ଦଳରେ Bhubaneswarଙ୍କୁ ମିଳିଲାନି ସୁଯୋଗ: ମ୍ୟାଚ ଫିନିଶ କରି BCCIକୁ ଦେଲେ ଜବାବ
ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ଭାରତର ୧୫ ଜଣିଆ ଟିମ ଘୋଷଣା ହୋଇ ସାରିଛି । ତେବେ ଏଥିରେ ଭାରତର ଷ୍ଟାର ପେସ ବୋଲର ଭୁବନେଶ୍ୱର କୁମାରଙ୍କୁ ଦଳରୁ ବାଦ୍ ଦେଇଛି ବିସିସିଆଇ । ସ୍ୱିଙ୍ଗ ଏବଂ ପେସ ଯାଦୁରେ…
ମ୍ୟାଚ ଫିକ୍ସିଙ୍ଗ ମାମଲାରେ ଗିରଫ ହେଲେ କ୍ରିକେଟର: ଆତ୍ମସମର୍ପଣ କଲେ ଷ୍ଟାର ପ୍ଲେୟର
ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସଚିତ୍ରା ସେନାନାୟକେଙ୍କୁ ଗିରଫ କରିଛି ଭ୍ରଷ୍ଟାଚାର କମିଟି । ମ୍ୟାଚ ଫିକ୍ସିଙ୍ଗ ଭଳି ଏକ ସଙ୍ଗୀନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜାଣିବାକୁ ମିଳିଛି । ଆଜି ସକାଳେ…
ଇଶାନ ନା ରାହୁଲ… ODI WC ଦଳରେ କିଏ ପାଇବେ ସୁଯୋଗ? ଦ୍ୱନ୍ଦ୍ୱରେ କ୍ରିକେଟପ୍ରେମୀ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ଆଜି ଘୋଷଣା ହୋଇଯାଇଛି ୧୫ ଜଣିଆ ଭାରତୀୟ ଦଳ । ଏହି ଦଳରେ ତିଲକ ବର୍ମା ଏବଂ ୟୁଜବେନ୍ଦ୍ର ଚହଲ ଦଳରୁ ବାଦ୍ ପଡ଼ିଥିବା ବେଳେ ସଞ୍ଜୁ ସାମସନ ମଧ୍ୟ ଦଳରେ ସ୍ଥାନ ହରାଇଛନ୍ତି । ତେବେ…
ଚାଲିଥିଲା ବିଶ୍ୱକପ ଦଳ ଚୟନ, ହଠାତ୍ ଏହି ପ୍ରଶ୍ନରେ ରାଗିଗଲେ ରୋହିତ: କହିଲେ ଏମିତି ପ୍ରଶ୍ନ ମୋତେ ପଚାରନି…
ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ନିଜର ବିଶ୍ୱକପ ଦଳ ଚୟନ କରିସାରିଛି । ଆସନ୍ତା ବିଶ୍ୱକପରେ ଭାରତ ତରଫରୁ ମୋଟ ୬ଟି ନୂଆ ଚେହେରା ବିଶ୍ବକପ ଦଳରେ ସାମିଲ ହୋଇଛନ୍ତି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଚୟନ…
Team India ଜର୍ସିରେ ଲେଖାଯିବନି ‘INDIA’ : ‘ଭାରତ’ ଲେଖା ଜର୍ସି ପିନ୍ଧି ବିଶ୍ୱକପ ଖେଳିବ ଭାରତୀୟ ଦଳ
ନୂଆଦିଲ୍ଲୀ: ଏବେ ଦେଶର ନାମ ପରିବର୍ତ୍ତନ କରିବା ନେଇ ଖୁବ ଆଲୋଚନା ହେବାରେ ଲାଗିଛି । ‘ଇଣ୍ଡିଆ’ ପରିବର୍ତ୍ତେ ଏହାକୁ ‘ଭାରତ’ କରିବା ପାଇଁ ବିଚାର କରାଯାଉଛି । ଏହାମଧ୍ୟରେ ଭାରତୀୟ କ୍ରିକେଟ ଟିମର ଜର୍ସିରେ ମଧ୍ୟ…
ଏସିଆ କପ୍ ପାଇଁ ବଦଳିଗଲା ଭେନ୍ୟୁ: ଏହି ଷ୍ଟାଡିୟମରେ ଖେଳାଯିବ ସୁପର-୪ ମୁକାବିଲା
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ର ସୁପର-୪ ମୁକାବିଲା ଏବଂ ପାଇନାଲ ମ୍ୟାଚରେ ହୋଇପାରେ ବଡ଼ ପରିବର୍ତ୍ତନ । ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ଖେଳାଯିବନି ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ଅଧିକାଂଶ ମ୍ୟାଚରେ…
ODI WC-2023ପୂର୍ବରୁ ମିଳିଲେ ନୂଆ ବୋଲିଂ କୋଚ୍: ଧୋନୀଙ୍କ ସାଥୀ ନେବେ ନୂଆ ଦାୟିତ୍ୱ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ଗୋଟିଏ ମାସ ବାକି ରହିଛି । ତେବେ ବର୍ତ୍ତମାନ ଏସିଆ କପ୍ ଜାରି ରହିଥିବା ବେଳେ ବୋଲିଂ କୋଚ୍ ପରିବର୍ତ୍ତନ କରିଛି କ୍ରିକେଟ ବୋର୍ଡ । ବିଶ୍ୱକପ ପୂର୍ବରୁ ପ୍ରତ୍ୟେକ ଦଳ ନିଜ…
ଏସିଆ କପର ମହା ମୁକାବିଲାକୁ ନେଇ ଆଜି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ
ଓଡିଶା ଭାସ୍କର; ଆଜି ଏସିଆ କପର ମହାମୁକାବିଲାକୁ ନେଇ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଭାରତ-ପାକିସ୍ତାନ ମ୍ୟାଚ ସର୍ବଦା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥାଏ । ଏଣୁ ଏହି…
କ୍ରିକେଟ ଛାଡ଼ି ‘FreeFire’ ଖେଳିବେ ଧୋନୀ: ବ୍ରାଣ୍ଡ ଆମ୍ବାସଡର ଭାବରେ ଦାୟିତ୍ୱ ଦେଲା Garena
ନୂଆଦିଲ୍ଲୀ: ପୁଣିଥରେ ଭାରତକୁ କମବ୍ୟାକ କରିବାକୁ ଯାଉଛି ଲୋକପ୍ରିୟ ଅନଲାଇନ ଭିଡିଓ ଗେମ୍ 'FreeFire' । ଆସନ୍ତା ୫ ତାରିଖରୁ ପୁଣିଥରେ ସାରା ଦେଶରେ 'FreeFire' ଫିଭର ଚଢିବ । ତେବେ କମବ୍ୟାକରେ ଏକ ନୂଆ ରୂପରେ…
Asia Cup-2023; ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚରେ ଲଢ଼ିଗଲେ କ୍ରିକେଟର: ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ: ଗୁରୁବାର ଏସିଆ କପ୍-୨୦୨୩ର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ବାଂଲାଦେଶ । ଗତ କିଛି ଦିନରେ ଉଭୟ ଦଳ ମଧ୍ୟରେ ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ହେଉଥିବା ଦେଖାଯାଇଛି । ପରସ୍ପରକୁ ମାତ୍…