Browsing Category

ଖେଳ

ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ: ଦିନିକିଆ ସିରିଜ ପାଇଁ ନୂଆ କୋଚଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ନୂଆ କୋଚଙ୍କ ନାମ ଘୋଷଣା କରାଯାଇଛି । ରାହୁଲ ଦ୍ରାବିଡ଼ ଏହି ସିରିଜ ପାଇଁ କୋଚିଂ କରିବେ ନାହିଁ ।…

କ୍ରିକେଟରେ ହାରିଲେ ଭାରତ-ପାକିସ୍ତାନ: ପ୍ରଶଂସକଙ୍କ ହୃଦୟ ଭାଙ୍ଗିଲା, ବାଜି ମାରିଲେ ଛୋଟ ଟିମ୍

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଦେଖିବାକୁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ସର୍ବଦା ଉତ୍ସୁକତାର ସହିତ ଅପେକ୍ଷା କରି ରହିଥାନ୍ତି । ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମ୍ୟାଚ ସବୁବେଳେ…

କେଉଁ ଲୋକମାନଙ୍କୁ ହରଡ ଡାଲି ଖାଇବାକୁ କରାଯାଇଛି ବାରଣ ? ନଚେତ ଭୋଗିପାରନ୍ତି କିଡନୀ ଭଳି ସମସ୍ୟା

ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ଅନେକ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ଯୋଗ ବ୍ୟାୟାମ୍ ଠାରୁ ଆରମ୍ଭ କରି ବିଭିନ୍ନଫଳ ଏବଂ ସୁଷମ ଖାଦ୍ୟ ସେବନ କରିଥାନ୍ତି । ଯେଉଁଥିରେ ହରଡ ଡାଲି ମଧ୍ୟ ସାମିଲ ରହିଛି ।…

ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍, ରୋହିତ ଶର୍ମାଙ୍କର ଛୁଟି: ଆଇପିଏଲ ୨୦୨୪ ପୂର୍ବରୁ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ଅକ୍ସନ କିଛି ଦିନ ମଧ୍ୟରେ ହେବାକୁ ଯାଉଛି ଏବଂ ଏହା ପୂର୍ବରୁ ଏକ ବଡ ଖବର ସାମ୍ନା ଆସିଛି । ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ କ୍ୟାପଟେନ ପଦରୁ ହଟାଇ ହାର୍ଦ୍ଦିକ…

ଧୋନୀଙ୍କ ପାଇଁ ଜେଲ୍ ଦଣ୍ଡ ଭୋଗିବେ IPS ଅଫିସର: କୋର୍ଟ ଶୁଣାଇଲେ ରାୟ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଆଜି ଜଣେ ଆଇପିଏସ ଅଫିସରଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଏହି ଅଫିସରଙ୍କ ବିରୋଧରେ ମାହି ମାମଲା ରୁଜୁ କରିଥିବା ବେଳେ ହାଇକୋର୍ଟ ଏହାକୁ…

ଆଉଟ ହେବା ପରେ ବି ଗ୍ରାଉଣ୍ଡରୁ ଗଲେ ନାହିଁ ଡାଭିଡ ମିଲର: ଧରା ପଡ଼ିଲା ବିରାଟ ସତ!

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତୃତୀୟ ଟି-୨୦ ମ୍ୟାଚକୁ ୧୦୬ ରନରେ ଏକପାଖିଆ ଭାବରେ ଜିତି ନେଇଛି ସୂର୍ଯ୍ୟବାହିନୀ । ମାତ୍ର ୯୫ ରନ୍ କରି ଦକ୍ଷିଣ…

୮୮ ବର୍ଷର ଟେଷ୍ଟ ଇତିହାସରେ ଦ୍ୱିତୀୟ ଘଟଣା: ଭାରତୀୟ ମହିଳା ଟିମ୍ ପ୍ରଥମ ଦିନରେ ସ୍କୋର କଲା ୪୦୦ରୁ ଅଧିକ ରନ୍

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ୍ ଏକ ଅବିଶ୍ୱସନୀୟ ରେକର୍ଡ ସ୍ଥାପନ କରିଛି । ୮୮ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ଦ୍ୱିତୀୟ ଦଳ ଭାବେ ପ୍ରଥମ ଦିନରେ ୪୦୦ରୁ ଅଧିକ ସ୍କୋର କରିଛି ଭାରତୀୟ ଦଳ । ଇଂଲଣ୍ଡ…

M.S Dhoniଙ୍କୁ ବଡ଼ ସମ୍ମାନ: ମାହିଙ୍କ ଜର୍ସି ନମ୍ବରକୁ ରିଟାୟାର କଲା BCCI

ନୂଆଦିଲ୍ଲୀ: ଏଣିକି କୌଣସି ଭାରତୀୟ କ୍ରିକେଟରଙ୍କୁ ମିଳିବ ନାହିଁ ୭ ନମ୍ବରର ଜର୍ସି । ଭାରତର ସର୍ବଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଏକ ସମ୍ମାନରେ ସମ୍ମାନିତ କରିଛି ଭାରତୀୟ କ୍ରିକେଟ ବୋର୍ଡ । ମାହିଙ୍କ…

‘ସୂର୍ଯ୍ୟ’ ଝଡ଼ ପରେ କୁଳଦୀପଙ୍କ ‘ପଞ୍ଝା’: ପ୍ରଥମ ଥର ଆଫ୍ରିକାରେ ଟି-୨୦ ସିରିଜ ବରାବର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ବରାବର କରିଛି ଟିମ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟି-୨୦ କ୍ରିକେଟରେ ଏକ ବଡ଼ ଇତିହାସ ଲେଖିଛି ଭାରତୀୟ ଦଳ । ତୃତୀୟ ଟି-୨୦ ମ୍ୟାଚ ଜିତି ଭାରତ…

୧୨ଟି ପେନାଲ୍ଟି କର୍ଣ୍ଣର ମିଳିଲା, ଗୋଟିଏ ବି ଗୋଲ ନାହିଁ: ଜୁନିୟର ହକି ବିଶ୍ୱକପ ସେମିରେ ଭାରତର ପରାଜୟ

ନୂଆଦିଲ୍ଲୀ: ଜୁନିୟର ବିଶ୍ୱକପ ହକିରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଅନ୍ୟପକ୍ଷରେ ପ୍ରତିପକ୍ଷ ଜର୍ମାନୀ ୪-୧ ଗୋଲରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଛି । ଏହି ମ୍ୟାଚରେ ଭାରତକୁ ୧୨ଟି ପେନାଲ୍ଟି କର୍ଣ୍ଣର…