Browsing Category

ଖେଳ

Ind vs Aus ପୂଜାରାଙ୍କ ବୋଲିଙ୍ଗରେ କମେଣ୍ଟ କରି ଫସିଲେ ଅଶ୍ୱୀନ: ଖେଳାଳିଙ୍କ ଭିତରେ ଟ୍ୱିଟର ଯୁଦ୍ଧ

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚରେ ଏକ ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଛି । ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଏବଂ ଶୁଭମନ ଗିଲଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ…

Underwear ପିନ୍ଧି ବାହାରିଲେ ଇଂଲଣ୍ଡ ଅଧିନାୟକ: ଷ୍ଟୋକ୍ସଙ୍କ ଡ୍ରେସିଙ୍ଗ ରୁମ ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଇଂଲଣ୍ଡ ଟେଷ୍ଟ ଟିମର ଅଧିନାୟକ ବେନ ଷ୍ଟୋକ୍ସ ବର୍ତ୍ତମାନ ଖୁବ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏହି ଚର୍ଚ୍ଚା ତାଙ୍କ କିମ୍ବା ତାଙ୍କ ଦଳର ପ୍ରଦର୍ଶନକୁ ନେଇ ନୁହେଁ, ନିଜ ବେଶଭୂଷା ପାଇଁ ଟ୍ରୋଲ ହେବାରେ…

WTC ଫାଇନାଲରୁ ବାଦ୍ ପଡିଲେ ଜାଡେଜା, ଅକ୍ସର! କୋଚ୍ ବାଛିଲେ ନିଜର ପ୍ଲେଇଙ୍ଗ-୧୧…

ନୂଆଦିଲ୍ଲୀ: ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିଛି ଭାରତ । ଜୁନ୍ ୭ ତାରିଖରେ ଏହି ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ ଇଣ୍ଡିଆ । ସେପଟେ ଅହମ୍ମଦାବାଦ ଟେଷ୍ଟ ଡ୍ର…

T20 ସିରିଜରେ ଅଲଗା ଅଲଗା ବସିବେ ପାକିସ୍ତାନ ଏବଂ ଆଫଗାନିସ୍ଥାନର ସମର୍ଥକ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ସାଧାରଣତଃ ପାକିସ୍ତାନୀ ଏବଂ ଆଫଗାନିସ୍ଥାନ ଖେଳାଳିଙ୍କ ମଧ୍ୟରେ ମଧୁର ସଂପର୍କ ଦେଖିବାକୁ ମିଳୁଛି । କାରଣ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ପାକିସ୍ତାନ ସୁପର ଲିଗ୍ ଖେଳନ୍ତି । ହେଲେ ଯେତେବେଳେ ଦୁଇ ଦେଶ…

Video: ଅମ୍ପାୟାର ନିତିନ ମେନନଙ୍କୁ ଟ୍ରୋଲ୍‌ କଲେ ବିରାଟ କୋହଲି, ଭାଇରଲ ହେଲା ଭିଡିଓ

ନୂଆଦିଲ୍ଲୀ: ଆଜି ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର ଗାଭାସ୍କର ଟ୍ରଫି ଶେଷ ହୋଇଛି। ଏହି ମ୍ୟାଚରେ ବିରାଟ କୋହଲି ପ୍ରଥମେ ଶତକ କରି ଦର୍ଶକଙ୍କୁ ମନୋରଞ୍ଜନ କରିଥିବାବେଳେ ପରେ ଫିଲ୍ଡିଂ ସମୟରେ ମଧ୍ୟ…

IND vs AUS: ଅହମଦାବାଦ ଟେଷ୍ଟ ମ୍ୟାଚ୍ ଡ୍ର’ରେ ଶେଷ, ୨-୧ରେ ସିରିଜ ଜିତିଲା ଭାରତ

ଅହମଦାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟେଷ୍ଟ୍ ସିରିଜର ଶେଷ ମ୍ୟାଚ୍ ଡ୍ର'ରେ ଶେଷ ହୋଇଛି। ସିରିଜର ଶେଷ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିଲା। ୪ ଟେଷ୍ଟ୍…

Team Indiaର ନୂଆ ଇତିହାସ: ଲଗାତାର ଦ୍ୱିତୀୟ ଟେଷ୍ଟ ଚମ୍ପିଆନସିପରେ ଏଣ୍ଟ୍ରି ମାରିଲା ରୋହିତ ସେନା

ନୂଆଦିଲ୍ଲୀ: ଅହମ୍ମଦାବାଦ ଟେଷ୍ଟର ଶେଷ ଦିନରେ ଇତିହାସ ରଚିଛି ଟିମ ଇଣ୍ଡିଆ । ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଏଣ୍ଟ୍ରି କରିଛି ଭାରତ । ଅର୍ଥାତ୍ ଚଳିତବର୍ଷ ଟେଷ୍ଟ ଚମ୍ପିଆନସିପ…

Virat Kohliଙ୍କୁ କେମିତି ମିଳିଲା ନୂଆ ନାଁ ‘ଚିକୁ’ ? ଜାଣନ୍ତୁ ଏହି ନାମ ପଛର ମଜାଦାର କାହାଣୀ

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ଏବେ ସବୁଠୁ ବଡ ଖେଳାଳିମାନଙ୍କ ଭିତରେ ଗୋଟିଏ ନାଁ ହେଉଛି ବିରାଟ କୋହଲି । ଟିମ ଇଣ୍ଡିଆର ଏହି ଷ୍ଟାର ଖେଳାଳିଙ୍କୁ କେବଳ ଭାରତ ନୁହେଁ ଅନେକ ଦେଶର ପିଲାଠୁ ବଡ ସମସ୍ତେ ଜାଣନ୍ତି । ମାଷ୍ଟର…

ମିଳିଲା ଫର୍ମୁଲା ; ବିରୁଷ୍କାଙ୍କ ପୂଜାରେ ପ୍ରସନ୍ନ ହେଲେ ଏବଂ ଆର୍ଶିବାଦ ଦେଲେ….ଯାହା ଦେଖିବାକୁ ମିଳିଲା ପଡିଆରେ

ଭୁବନେଶ୍ୱର : ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅହମଦାବାଦ ଚେଷ୍ଟ ମ୍ୟାଚରେ ଶତକ ହାସଲ କରିଛନ୍ତି । ଦୀର୍ଘ ସାଢେ ୩ ବର୍ଷ ପରେ ବିରାଟ କୋହିଲ ଏହି ଶତକ ହାସଲ କରିଛନ୍ତି । ଏହା ହେଉଛି ତାଙ୍କର ୨୮ ତମ…

Ind vs Aus ବିରାଟ ଐତିହାସିକ ଟେଷ୍ଟ ଶତକ: ୩ ବର୍ଷର ଅପେକ୍ଷାର ଅନ୍ତ ଘଟାଇଲେ କିଙ୍ଗ କୋହଲି

ଅହମ୍ମଦାବାଦ: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ହାସଲ କରିଛନ୍ତି ନିଜର ୨୮ ତମ ଟେଷ୍ଟ ଶତକ । ଏହା ସହିତ ୩ ବର୍ଷର ଅପେକ୍ଷାରେ ଅନ୍ତ ଘଟାଇଛନ୍ତି ବିରାଟ କୋହଲି । ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପୁଣିଥରେ…