Browsing Category
ଖେଳ
ପ୍ରଥମ ଦିନରେ ଟିମ୍ ଇଣ୍ଡିଆର ଶନିଦଶା: WTA ଫାଇନାଲ କେମିତି ଖେଳିବ, ତୃତୀୟ ଟେଷ୍ଟ ଜିତିବା ନିହାତି ଜରୁରୀ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଘରୋଇ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି । ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହାସଲ କରି ଟିମ୍ ଇଣ୍ଡିଆ ୨-୦ରେ ଆଗୁଆ ରହିଛି । ଆଜିର…
ଭାଙ୍ଗିଲା ରୋହିତ-ବୁମରାହଙ୍କ ଯୋଡି: ଦିନିକିଆ ବିଶ୍ୱକପ ପାଇଁ ବଡ ନିଷ୍ପତ୍ତି ନେଲେ ୟର୍କର କିଙ୍ଗ
ନୂଆଦିଲ୍ଲୀ: ଆଇପିଏଲ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଷ୍ଟାର ବୋଲର ଜଶପ୍ରୀତ ବୁମରାହ ଏବେ ରୋହିତଙ୍କୁ ଏକା କରି ଦେଇଛନ୍ତି । ଅଧା ବାଟରେ ରୋହିତଙ୍କ ହାତ ଛାଡି…
ରାହୁଲଙ୍କ ପରିବର୍ତ୍ତନ ପ୍ରକୃତ ସମାଧାନ ନୁହେଁ: ଗିଲଙ୍କ ମେଣ୍ଟର ୟୋଗରାଜ ସିଂହଙ୍କ ବଡ ବୟାନ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଟିମ ଇଣ୍ଡିଆ । ୪ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ୨-୦ରେ ଅଗ୍ରଣୀ ରହି ବର୍ଡର ଗାଭାସ୍କର-ଟ୍ରଫି ବିଜୟର ପ୍ରମୁଖ ଦାବିଦାର ମଧ୍ୟ…
ବିଶ୍ୱକପ ପାଇଁ ୮ଟି ଦଳକୁ ମିଳିଲା ଆଇସିସିର ଗ୍ରୀନ ସିଗନାଲ: ଟୁର୍ଣ୍ଣାମେଣ୍ଟରେ ଡାଇରେକ୍ଟ ଏଣ୍ଟ୍ରି
ନୂଆଦିଲ୍ଲୀ: ଆଗକୁ ଆସୁଛି କ୍ରିକେଟ ଜଗତର ମହାସମର । ପୁଣିଥରେ ଟାଇଟଲ ହାସଲ କରିବା ପାଇଁ ଲାଗିବ ବିଶ୍ୱଯୁଦ୍ଧ । ବିଶ୍ୱକପର ଚମ୍ପିଆନ ମୁକୁଟ ପିନ୍ଧିବାକୁ ଲଢିବେ ବିଶ୍ୱର ଶକ୍ତିଶାଳୀ ଟିମ । ତେବେ ଏହା ପୂର୍ବରୁ ଆଇସିସି…
ଦମଦାର ପ୍ରଦର୍ଶନରୁ ଦଳରେ ମିଳିଲା ଅଚାନକ ଏଣ୍ଟ୍ରି: ରଣଜୀ ମ୍ୟାଚରେ ଅମ୍ପାୟାରଙ୍କୁ କରିଥିଲେ ଆହତ
ନୂଆଦିଲ୍ଲୀ: ରଣଜୀ ମ୍ୟାଚରେ ଧୂୃାଁଧାର ପ୍ରଦର୍ଶନ ଯୋଗୁଁ ଖେଳାଳିଙ୍କୁ ମିଳିଛି ଏହାର ଉପହାର । ଏକ ବଡ କପ ହାତେଇବା ଲକ୍ଷ୍ୟରେ ଏବେ ଦଳରେ ହୋଇଛି ଏକ ବଡ ପରିପର୍ତ୍ତନ । ଆହତ ଖେଳାଳିଙ୍କ ସ୍ଥାନରେ ରଣଜୀ ମ୍ୟାଚର…
ପୁଣି ଟେଷ୍ଟ୍ ମ୍ୟାଚ୍ରେ ଦେଖିବାକୁ ମିଳିଲା ରୋମାଞ୍ଚ, ଫଲୋଅନ ପରେ ମଧ୍ୟ ୧ ରନ୍ରେ ଇଂଲଣ୍ଡକୁ ହରାଇଲା ନ୍ୟୁଜିଲ୍ୟାଣ୍ଡ
ନୂଆଦିଲ୍ଲୀ: କ୍ରିକେଟ୍ରେ ରୋମାଞ୍ଚକର କ'ଣ ହୋଇଥାଏ, ତାହା କେବଳ ଟେଷ୍ଟ୍ ମ୍ୟାଚ୍ରେ ଦେଖିବାକୁ ମିଳେ । ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଶେଷ ହୋଇଥିବା ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ରେ ରୋମାଞ୍ଚକର ଜୋରଦାର ଲଢେଇ…
ଲିଓନେଲ ମେସି ଜିତିଲେ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର, ଆଲେକ୍ସିଆ ପୁଟେଲାସ୍ ଶ୍ରେଷ୍ଠ ମହିଳା ଖେଳାଳି
ନୂଆଦିଲ୍ଲୀ: ଆର୍ଜେଣ୍ଟିନା ବିଶ୍ୱକପ ବିଜେତା ଫୁଟବଲର୍ ଲିଓନେଲ ମେସି ସୋମବାର ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ପାଇଛନ୍ତି। ଏଥର ମଧ୍ୟ ସେ ଫ୍ରାନ୍ସର କିଲିଆନ୍ ମବାପେଙ୍କୁ ପଛରେ ପକାଇ ପାଇଛନ୍ତି। ସେହିଭଳି…
କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ଜାତୀୟ ପୁରସ୍କାର, ସ୍ପୋର୍ଟ୍ସଷ୍ଟାର ଆସେସ୍ ଆୱାର୍ଡ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ/ଭୁବନେଶ୍ୱର,୨୭ା୨ (ବ୍ୟୁରୋ): କ୍ରୀଡ଼ାବିତମାନେ ହେଉଛନ୍ତି ପ୍ରକୃତ ରାଷ୍ଟ୍ରଦୂତ। ସେମାନଙ୍କୁ ସହଯୋଗ ଯୋଗାଇବା ଓ ସବୁ କ୍ଷେତ୍ରରେ ଉତ୍ସାହିତ କରିବା ଆମର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଅଷ୍ଟ୍ରେଲିଆରେ ଫାଇନାଲ ମ୍ୟାଚରେ ସ୍ପେଶାଲ ଓଭର: ଗୋଟିଏ ଓଭରରେ ଅଧା ଟିମକୁ ପଠାଇଲେ ପାଭିଲିୟନ
ନୂଆଦିଲ୍ଲୀ: ଟି-୨୦ କ୍ରିକେଟ ଆସିବା ପରେ ବର୍ତ୍ତମାନ ଖେଳର ରୋମାଞ୍ଚ ଆହୁରି ବୃଦ୍ଧି ପାଇଛି । ବିଶେଷ କରି ଏହି ଫର୍ମାଟରେ ଚୌକା ଛକାର ବର୍ଷା ହେଉଥିବା ଦେଖିବାକୁ ମିଳିଥାଏ । ତେବେ ଟି-୨୦ରେ ଗୋଟିଏ ଓଭର ସମ୍ପୂର୍ଣ୍ଣ…
କ’ଣ ହେବ ଫାଇନାଲ ମ୍ୟାଚର ଟିମ କମ୍ବିନେସନ? ଏହି ଦଳ ସହ ଓହ୍ଲାଇପାରନ୍ତି ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା
ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ ୨୦୨୩ର ଫାଇନାଲ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫିକ୍ରା । ଫାଇନାଲ ମ୍ୟାଚ ପାଇଁ ଉଭୟ ଦଳ ନିଜର ଦମଦାର ପ୍ରସ୍ତୁତି ଶେଷ କରିବା ପରେ ଏବେ ଟ୍ରଫି…