Browsing Category

ଖେଳ

ଟି-୨୦ ବିଶ୍ୱକପ: ଫାଇନାଲରେ ପାକିସ୍ତାନର ଫ୍ଲପ୍ ବ୍ୟାଟିଂ, ଚାମ୍ପିୟନ ହେବ ପାଇଁ ଇଂଲଣ୍ଡ ଆଗରେ ବିଜୟ ଲକ୍ଷ୍ୟ ୧୩୮

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର୍ ଫାଇନାଲ ମ୍ୟାଚ୍ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଛି। ଟସ୍ ହାରି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପାକିସ୍ତାନ ପାଇଁ…

ଆରମ୍ଭ ହେଲା ଟି ୨୦ ବିଶ୍ୱକପ୍ ମହାମୁକାବିଲା; ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

ନୂଆଦିଲ୍ଲୀ: ଆଜି ଟି -୨୦ ବିଶ୍ୱ କପର ଅନ୍ତିମ ଦିନ ବା ଫାଇନାଲ ମ୍ୟାଚ୍ । ଏହି ଫାଇନଲରେ ପାକିସ୍ତାନ ଏବଂ ଇଂଲଣ୍ଡ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି । ଦିନ ୧.୫ ରେ ଖେଳ ଆରମ୍ଭ ହୋଇଥିବା ବେଳେ ଇଂଲଣ୍ଡ ଟସ୍  ଜିତିଛି…

T20 World Cup Final: ଆଜି ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ କଡା ଟକ୍କର , କିଏ ହାତେଇବ ବିଜୟ ଟ୍ରଫି ?

ନୂଆଦିଲ୍ଲୀ: ଆଜି ହେଉଛି ଟି-୨୦ ବିଶ୍ୱକପର ଅନ୍ତିମ ଦିନ ଅର୍ଥାତ ଫାଇନାଲ ମ୍ୟାଚ । ଏହି ଫାଇନଲରେ ପାକିସ୍ତାନ ଏବଂ ଇଂଲଣ୍ଡ ପରସ୍ପର ସହ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଦିନ ୧.୩୦ରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ ।…

ICCର ନୂଆ ଟିମ୍ ଘୋଷଣା: ଗାଙ୍ଗୁଲି- ଜୟଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତା’ର ନୂଆ ଟିମ ଘୋଷଣା କରିଛି । ଏହି ଟିମରେ କିଛି ଭାରତୀୟଙ୍କୁ ଗୁରୁଦାୟିତ୍ୱ ମିଳିଛି । ମୋଟାମୋଟି ଭାବେ ଆଇସିସିରେ ପୁଣି ଥରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ମହେନ୍ଦ୍ର ସିଂ ଧୋନିଙ୍କୁ ମନେପକାଉଛନ୍ତି ପ୍ରଶଂସକ, ଅଧିନାୟକ ଭାବେ କେହି ନାହାଁନ୍ତି ମାହିଙ୍କ ପରି!

ନୂଆଦିଲ୍ଲୀ: କ୍ରିକେଟର ସବୁଠାରୁ ସଫଳତମ ଅଧିନାୟକଙ୍କ ମଧ୍ୟରେ ପୂର୍ବତନ ଭାରତୀୟ ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କୁ ଗଣନା କରାଯାଏ। ବାସ୍ତବରେ, ସେ ତାଙ୍କ ଖେଳ ଜୀବନରେ ଯେତିକି ଉପଲବ୍ଧି ହାସଲ କରିଛନ୍ତି ତାହା ତାଙ୍କର…

BCCIର କଡ଼ା ପଦକ୍ଷେପ! ଟିମ୍ ଇଣ୍ଡିଆର ହେବ ଫର୍ମାଟିଂ, ବିଦାହେବେ ସବୁ ସିନିୟର ଖେଳାଳି

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ସେମିଫାଇନାଲରେ ଇଂଲଣ୍ଡଠାରୁ ଲଜ୍ଜାଜନକ ଭାବେ ପରାଜୟ ବରଣ କରିବା ପରେ ଚେଇଁ ଉଠିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ଏକ ବଡ଼ ଧରଣର…

Why Team India Lost: ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ ଶୋଚନୀୟ ଭାବେ ପରାସ୍ତ ହେବା ପଛର ୮ଟି କାରଣ

ନୂଆଦିଲ୍ଲୀ: ସମାପ୍ତ ହୋଇଯାଇଛି ଟିମ୍ ଇଣ୍ଡିଆର ବିଶ୍ୱକପ ଜିତିବାର ସ୍ୱପ୍ନ । ସେମିଫାଇନାଲରେ ପ୍ରତିପକ୍ଷ ଇଂଲଣ୍ଡ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇ ଘରକୁ ଫେରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ…

ଭାରତ ପରାଜୟକୁ ପରିହାସ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, କଡ଼ା ଜବାବ ଦେଲେ ଭାରତୀୟ ପ୍ରଶଂସକ

ନୂଆଦିଲ୍ଲୀ: ଭାରତୀୟ ଟିମ୍ ଟି-୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ବରଣ କରିଛି। ଏହାକୁ ନେଇ ଅଭିଜ୍ଞ ଖେଳାଳିମାନେ ଅନେକ ଆଲୋଚନା କରୁଛନ୍ତି । ଭାରତର ପରାଜୟ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ…

Video: ପରାଜୟ ପରେ ରୋହିତଙ୍କ ଆଖିରେ ଲୁହ, କୋହଲି ମଧ୍ୟ ନିରାଶ

ଏଡିଲଏଡ: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତର ଅଭିଯାନ ଶେଷ ହୋଇଛି । ସେମିଫାଇନାଲରେ ଇଂଲଣ୍ଡଠାରୁ ଶୋଚନୀୟ ପରାଜୟ ପରେ ଭାରତର ବିଶ୍ୱକପ ସ୍ୱପ୍ନ ଚୂରମାର ହୋଇଯାଇଛି। ଇଂଲଣ୍ଡଠାରୁ ୧୦ ଉଇକେଟ୍‌ରେ ହାରିବା ପରେ ଭାରତୀୟ…

ଭାଙ୍ଗିଗଲା ଟି-୨୦ ବିଶ୍ୱକପ ସ୍ୱପ୍ନ: ଇଂଲଣ୍ଡ ଆଗରେ ସରେଣ୍ଡର କରିଗଲା ଭାରତ

ଏଡିଲେଡ: ଟି-୨୦ ବିଶ୍ୱକପ ୨୦୨୨ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଆଗରେ ସରେଣ୍ଡର କରିଯାଇଛି ଭାରତୀୟ ଟିମ୍ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ଧିମା ଆରମ୍ଭ କରିଥିଲା। କେ.ଏଲ ରାହୁଲ ମାତ୍ର ୫ ରନ୍…