Browsing Category
ଖେଳ
ଏସିଆ କପ ହକି: ଜାପାନକୁ ହରାଇ ବ୍ରୋଞ୍ଜ ମେଡାଲ ଉପରେ କବଜା କଲା ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ୨୦୨୨ ଏସିଆ କପ ହକିରେ ଫାଇନାଲକୁ ପହଞ୍ଚିବାରେ ଫେଲ ମାରିଛି ଟିମ ଇଣ୍ଡିଆ । କିନ୍ତୁ ଜାପାନକୁ ହରାଇ ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ ମେଡାଲ ଉପରେ କବଜା କରିନେଇଛି । ଜକାର୍ତ୍ତାରେ ଖେଳାଯାଉଥିବା ଆଜିର…
ଟି-୨୦ ଫର୍ମାଟରେ ଏହି ବଡ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତାବ ଦେଲେ ରବି ଶାସ୍ତ୍ରୀ
ନୂଆଦିଲ୍ଲୀ: କ୍ରିକେଟର ସବୁଠୁ ଛୋଟ ଫର୍ମାଟ ଟି-୨୦ରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଚାହୁୁଁଛନ୍ତି ଟିମ ଇଣ୍ଡିଆର ପୂର୍ବତନ ହେଡ କୋଚ ରବି ଶାସ୍ତ୍ରୀ । ଏଥିରେ କେବଳ ବିଶ୍ୱକପ ହିଁ ଖେଳାଯିବା ଉଚିତ । ଅନ୍ତରାଷ୍ଟ୍ରୀୟ…
ବାରବାଟୀରେ ମ୍ୟାଚ୍ ବନ୍ଦ ପାଇଁ ହାଇକୋର୍ଟରେ ମାମଲା
କଟକ(ଓଡ଼ିଶା ଭାସ୍କର): ବାରବାଟୀରେ ଟି-ଟ୍ୱେଣ୍ଟି ମ୍ୟାଚ୍ ବନ୍ଦ ନେଇ ହାଇକୋର୍ଟରେ ମାମଲା । ମ୍ୟାଚ୍ ବନ୍ଦ ପାଇଁ ଦାୟକ ହୋଇଛି ଜନସ୍ୱାର୍ଥ ମାମଲା । ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲା ଦାୟର…
ନେତୃତ୍ୱକୁ ନେଇ ବିବାଦ, IPL ଅଧାରୁ ଛାଡିବା ପରେ ଜାଡେଜାଙ୍କ ପ୍ରଥମ ପୋଷ୍ଟ ଭାଇରାଲ
ନୂଆଦିଲ୍ଲୀ: ଆଇପିଏଲରେ ଖରାପ ନେତୃତ୍ୱ ଯୋଗୁଁ ବିବାଦ । ଆଉ ତାପରେ ଆଘାତ ପାଇ ଦଳରୁ ବାଦ ପଡିଥିଲେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଏହା ପରଠୁ ସେ ସୋସିଆଲ ମିଡିଆରୁ ଦୂରେଇ ରହିଥିଲେ ।…
ବିବାଦ ଘେରରେ କ୍ୟାପଟେନ କୁଲ: ଧୋନୀଙ୍କ ନାଁରେ ଏମିତି ମାମଲା ଦାୟର
ନୂଆଦିଲ୍ଲୀ: ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ତାଙ୍କ ସରଳତା ଏବଂ ସଚ୍ଚୋଟତା ପାଇଁ ସମସ୍ତେ ଜାଣନ୍ତି । ଅନେକ ଥର ଫିଲ୍ଡରେ ଅମ୍ପାୟାରଙ୍କ ସିଗନାଲ ପୂର୍ବରୁ ସେ ନିଜ ଆଉଟକୁ ଶ୍ୱୀକାର କରି ନେଇଥିବା…
ହକିରେ ଜବରଦସ୍ତ କମବ୍ୟାକ କଲା ଭାରତ: ତଥାପି ମ୍ୟାଚ ଡ୍ର
ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ବିପକ୍ଷରେ ସୁପର-୪ର ରବିନ ଲିଗ ମୁକାବିଲା ଖେଳ ଜାରି ରଖିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ଭାରତୀୟ ଟିମ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ ପାଲଟିଛି । ମ୍ୟାଚରେ ବିଜୟ ହାସଲ କଲେ ଦଳ ଫାଇନାଲକୁ…
IPL ୨୦୨୩ରେ କମବ୍ୟାକ କରିବେ କି ରାଇନା?: ଭାଇରାଲ ହେଉଛି ଟ୍ୱିଟ
ନୂଆଦିଲ୍ଲୀ: ୨୦୨୨ ଆଇପିଏଲରେ ଅନସୋଲ୍ଡ ରହିବା ପରେ କମେଣ୍ଟ୍ରି ଦୁନିଆରେ ପାଦ ରଖିଛନ୍ତି ସୁରେଶ ରାଇନା । କିନ୍ତୁ ଚେନ୍ନାଇକୁ ଏହି ନିଷ୍ପତ୍ତିର ଏକ ଭାରି ପରିଣାମ ଭୋଗିବାକୁ ପଡିଛି । ରାଇନାଙ୍କ ଅନୁପସ୍ଥିତି ଯୋଗୁଁ ଦଳ…
ହାର୍ଦ୍ଦିକ ପାଣ୍ଡ୍ୟା ହୋଇ ପାରନ୍ତି ଭାରତୀୟ ଦଳର ଅଧିନାୟକ, ସୁନୀଲ ଗାଭାସ୍କରଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଅଲରାଉଣ୍ଡର ପ୍ରଦର୍ଶନ ସହ ଅଧିନାୟକତ୍ଵରେ ସଭିଙ୍କୁ ପ୍ରଭାବିତ କରିଛନ୍ତି। ତାଙ୍କ ନେତୃତ୍ଵରେ ଗୁଜରାଟ୍ ଟାଇଟନ୍ସ ନିଜର ପଦାର୍ପଣ ସଂସ୍କରଣରେ…
IPL ପରେ ବି କମ ହେବନି କ୍ରିକେଟର କ୍ରେଜ୍, ଆସନ୍ତା ୬ ମାସ ଟିମ୍ ଇଣ୍ଡିଆ ଖେଳିବ ଖୁବ୍ କ୍ରିକେଟ୍, ଦେଖନ୍ତୁ Schedule
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ ଶେଷ ହୋଇ ସାରିଛି। ଦୁଇ ମାସରୁ ଅଧିକ ସମୟ ଧରି ଲଗାତାର କ୍ରିକେଟ୍ ମ୍ୟାଚ୍ ଉପଭୋଗ କରିବା ପରେ କ୍ରିକେଟ୍ ପ୍ରଶଂସକ ଏହାର ଅଭାବ କିଛିଟା ଅନୁଭବ କରୁଛନ୍ତି। ମାତ୍ର…
ଟ୍ରଫି ସହ ଖୋଲା ବସରେ ବୁଲିଲେ ଗୁଜୁରାଟର ଖେଳାଳି: ଦେଖନ୍ତୁ ଭିଡିଓ
ଅହମ୍ମଦାବାଦ: ଆଇପିଏଲର ୧୫ତମ ସିଜନରେ ଟାଇଟଲ ହାସଲ କରିଛି ଗୁଜୁରାଟ ଟାଇଟନ୍ସ । ଟ୍ରଫି ଜିତିବା ପରଠୁ ଜାରି ରହିଛି ବିଜୟର ସେଲିବ୍ରେସନ । ଏହି ସମୟରେ ଆଜି ଏକ ଖୋଲା ବସରେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ…