Browsing Category
ଖେଳ
ଜାଡେଜାଙ୍କ ଦମଦାର ଶତକ: ମଜବୁତ ସ୍ଥିତିରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଆଜି ଦ୍ୱିତୀୟ ଦିବସରେ ଭାରତ ଦୃଢ଼ ସ୍ଥିତିରେ ପହଞ୍ଚିଛି । ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶତକ ହାସଲ କରିବା ସହ ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି ।…
ୱର୍ଣ୍ଣଙ୍କ ସ୍ୱପ୍ନରେ ଆସିଥିଲେ ସଚିନ, ଶାରଜାରେ ହୋଇଥିଲା ଚଉକା, ଛକା ବର୍ଷା
ନୂଆଦିଲ୍ଲୀ: ମାତ୍ର ୫୨ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ଅଷ୍ଟ୍ରେଲିଆର ମହାନ୍ ସ୍ପିନ୍ ଯାଦୁଗର ଶେନ ୱର୍ଣ୍ଣ । ତାଙ୍କର ସ୍ଥାନ ଆଜି ବି ଅପୂରଣୀୟ ହୋଇ ରହିଛି ଓ ଆଗକୁ ରହିବ ମଧ୍ୟ । ତେବେ…
ମହିଳା ଦିନିକିଆ ବିଶ୍ୱକପ୍:ନ୍ୟୁଜିଲାଣ୍ଡକୁ ହରାଇ ୱେଷ୍ଟଇଣ୍ଡିଜର ରୋମାଞ୍ଚକର ବିଜୟ ହାସଲ
ମାଉଣ୍ଟ ମାଉଙ୍ଗାନୟୁ (ନ୍ୟୁଜିଲାଣ୍ଡ): ଶୁକ୍ରବାର ଦିନ ଆରମ୍ଭ ହୋଇଥିବା ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପର ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ହେଲେ ମାଥ୍ୟୁଜଙ୍କ ଲଢ଼ୁଆ ଶତକ ବଳରେ…
ମହିଳା, ଡ୍ରଗ୍ସ ଓ ପର୍ଣ୍ଣଷ୍ଟାର: ୱାର୍ଣ୍ଣଙ୍କ ଜୀବନର କିଛି ବହୁ ଚର୍ଚ୍ଚିତ ବିବାଦ
ନୂଆଦିଲ୍ଳୀ: କିମ୍ବଦନ୍ତୀ କ୍ରିକେଟର ଶେନ ୱାର୍ଣ୍ଣ ନିଜ କ୍ରିକେଟ କ୍ୟାରିୟରରେ ବେଶ ସଫଳ ଥିଲେ । ତେବେ କ୍ରିକେଟ ପଡିଆରେ ୱାର୍ଣ୍ଣ ଯେତିକି ସଫଳ ଥିଲେ ପଡିଆ ବାହାରେ ଥିଲେ ସେତିକି ବିବାଦୀୟ । କ୍ରିକେଟ ପଡିଆରେ ନିଜର…
ସେନ ୱାର୍ଣ୍ଣଙ୍କ ଯାଦୁଗରୀ ବଲ: ବ୍ୟାଟ୍ସମ୍ୟାନଙ୍କ ସହ ଅମ୍ପାୟାରଙ୍କୁ ବି କରିଥିଲା ଆଶ୍ଚର୍ଯ୍ୟ, ମନେ ପକାଇଲେ ଫ୍ୟାନ୍ସ
ନୂଆଦିଲ୍ଲୀ: କ୍ରିକେଟ ଜଗତରେ ସ୍ପିନର ଯାଦୁକର ସେନ ୱାର୍ଣ୍ଣ ହୃଦଘାତ ଯୋଗୁଁ ଥାଇଲାଣ୍ଡରେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଫ୍ୟାନ୍ସମାନେ ଏବେ ୱାର୍ଣ୍ଣଙ୍କ ସ୍ମୃତି ସାଉଁଟିବାରେ ଲାଗି ପଡିଛନ୍ତି । ଅତୀତର ଫର୍ଦ୍ଦ…
ସେନ ୱାର୍ଣ୍ଣଙ୍କ ବିବାଦ: କ୍ୟାରିୟରରେ ଅନେକ ବିବାଦ ଘେରରେ ରହିଛନ୍ତି ଅଷ୍ଟ୍ରେଲିଆର ସ୍ପିନ ଯାଦୁକର
ଆଉ ନାହାନ୍ତି କ୍ରିକେଟ ଜଗତର ଦ୍ୱିତୀୟ ସର୍ବାଧିକ ୱିକେଟ ଟେକର ସେନ ୱାର୍ଣ୍ଣ । ଥାଇଲାଣ୍ଡରେ ହୃଦଘାତ ଯୋଗୁଁ ସେ ପ୍ରାଣ ହରାଇଥିବା ଜଣାଯାଇଛି । ମାତ୍ର ୫୨ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । କିନ୍ତୁ…
ପରଲୋକରେ କିମ୍ବଦନ୍ତୀ କ୍ରିକେଟର ଶେନ୍ ୱାର୍ଣ୍ଣ: ଇର୍ଫାନ ଓ ସେହ୍ୱାଗଙ୍କ ସମେତ ଏକାଧିକ କ୍ରିକେଟରଙ୍କ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ: କିମ୍ବଦନ୍ତୀ ଅଷ୍ଟ୍ରେଲୀୟ କ୍ରିକେଟର ଶେନ ୱାର୍ଣ୍ଣଙ୍କ ପରଲୋକ ଘଟିଛି । ମାତ୍ର ୫୨ ବର୍ଷ ବୟସରେ ଏହି କ୍ରିକେଟିଂ ଲେଜେଣ୍ଡଙ୍କ ପରଲୋକ ଘଟିଛି । ଅଷ୍ଟ୍ରେଲିଆ ପରି ପେସ ବୋଲିଂ ପାଇଁ ପ୍ରଖ୍ୟାତ ସ୍ଥାନରୁ ଆସି…
କ୍ରିକେଟ ଜଗତରେ ଶୋକର ଛାୟା: ହୃଦଘାତରେ ପ୍ରାଣ ହରାଇଲେ ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ସେନ ୱାର୍ଣ୍ଣ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଜଗତରେ ଖେଳିଯାଇଛି ଶୋକର ଛାୟା । କିମ୍ବଦନ୍ତୀ ଷ୍ଟାର କ୍ରିକେଟର ସେନ ୱାର୍ଣ୍ଣଙ୍କ ହୃଦଘାତରେ ପରଲୋକ ହୋଇଥିବା ନେଇ ସୂଚନା ମିଳିଛି । ସ୍ପିନ ବୋଲିଂର ଯାଦୁଗର କୁହାଯାଉଥିବା ସେନ…
ଦୁନିଆ ଜାଣିବ ଅଲିମ୍ପିଆନଙ୍କ କାହାଣୀ: ମାଗାଜିନ ଜରିଆରେ ହୃଦାନନ୍ଦଙ୍କ ନିଆରା ପ୍ରୟାସ, ଦେଖନ୍ତୁ Video
ଭୁବନେଶ୍ବର (ଓଡ଼ିଶା ଭାସ୍କର): ଟୋକିଓରେ ପାରା ଅଲମ୍ପିକ୍ସର ବର୍ତ୍ତମାନର ସଂସ୍କରଣ ଭାରତୀୟଙ୍କ ପାଇଁ ନିଶ୍ଚିତରୂପେ ଅବିସ୍ମରଣୀୟ। ପାରାଲିମ୍ପିକ୍ କ୍ରୀଡ଼ାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୫ ଟି ସ୍ୱର୍ଣ୍ଣ, ୮ ଟି…
କୋହଲିଙ୍କ ଶତକୀୟ ଟେଷ୍ଟରେ ପନ୍ତଙ୍କ ଧୂଆଁଧାର ଅର୍ଦ୍ଧଶତକ: ପ୍ରଥମ ଦିନରେ ଭାରତ ୩୫୭/୬
ନୂଆଦିଲ୍ଳୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ୍ । ଟି-୨୦ ସିରିଜ୍ ବିଜୟ ପରେ ଭାରତ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ପଡିଆକୁ ଓହ୍ଲାଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ…