Browsing Category

ଖେଳ

ରୁଟଙ୍କ ଶତକ ଓ ବୁମରାଙ୍କ ୫ ୱିକେଟ, ଭାରତ ସମ୍ମୁଖରେ ୨୦୯ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ନଟିଂହାମର ଟ୍ରେଣ୍ଟ ବିଜରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଦୃଢ଼ ସ୍ଥିତିରେ ରହିଛି ଭାରତ । ଜୋ ରୁଟଙ୍କ ଶତକ ବଳରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ ପରେ ୩୦୩ ରନ କରି…

ନୀରଜ ଚୋପ୍ରାଙ୍କୁ XUV 700 ଉପହାର ଦେବେ ଆନନ୍ଦ ମହିନ୍ଦ୍ରା, ଭିନ୍ନ ଢଙ୍ଗରେ କଲେ ଘୋଷଣା

ନୂଆଦିଲ୍ଲୀ: ନୀରଜ ଚୋପ୍ରାଙ୍କୁ XUV 700 ଦେବାକୁ ପ୍ରତିଶୃତି ଦେଲେ ଆନନ୍ଦ ମହିନ୍ଦ୍ରା । ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଟୋକିଓ ଅଲିମ୍ପିକରେ ଜାଭଲିଙ୍ଗ ଥ୍ରୋରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ…

ପଦକ ବିଜେତାଙ୍କ ପାଇଁ BCCIର ପୁରସ୍କାର; ନୀରଜଙ୍କୁ ମିଳିବ ୧ କୋଟି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡୁ (ବିସିସିଆଇ) । ଚଳିତ ଅଲିମ୍ପିକ୍ସରେ ଭାରତ ରେକର୍ଡ ସଂଖ୍ୟକ ୭ଟି ପଦକ ହାସଲ କରିଛି ।…

ଭାରତର ଅଲିମ୍ପିକ୍ସ ସ୍ୱର୍ଣ୍ଣ ସହିତ ଓଡ଼ିଶାର ସମ୍ପର୍କ; ଜାଣନ୍ତୁ ପୂରା ଖବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଲିମ୍ପିକ୍ସରେ ଭାରତୀୟ ତ୍ରୀରଙ୍ଗା ଲହରାଇଥିବା ତଥା ୧୨୧ ବର୍ଷର ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ଆଥଲେଟିକ୍ସ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରାଙ୍କ ଓଡ଼ିଶା ଲିଙ୍କ ସାମ୍ନାକୁ ଆସିଛି ।…

ଟୋକିଓରେ ଇତିହାସ ପରେ ନୀରଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଟୋକିଓରେ ଇତିହାସ ରଚିବା ସହିତ ଭାରତର ୧୨୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଥିବା ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଜିତିଥିବା ନୀରଜ…

ଇତିହାସ ରଚିଲେ ନୀରଜ: ଭାରତକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଟୋକିଓରେ ଇତିହାସ ରଚିଛନ୍ତି ଭାରତୀୟ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା । ନିଜର ଦ୍ୱିତୀୟ ପ୍ରୟାସରେ ନୀରଜ ୮୭.୫୮ ମିଟର ଦୂରକୁ ଜାଭେଲିନ୍ ଫୋପାଡିବା ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଚଳିତ…

ବଜରଙ୍ଗଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ; ଲେଖିଲେ ଏମିତି

ନୂଆଦିଲ୍ଲୀ: ପଦାର୍ପଣରେ ଅଲିମ୍ପିକ୍ସ ପଦକ ହାସଲ କରିବାର ସଫଳତା ହାସଲ କରିଥିବା ବଜରଙ୍ଗ ପୁନିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୫ କିଗ୍ରା ବର୍ଗରେ ବ୍ରୋଞ୍ଜ ପଦକ ମୁକାବିଲାରେ…

ଅଲିମ୍ପିକ୍ସରେ ରଚିଥିଲେ ଇତିହାସ: ପରାଜୟ ପରେ ଜାତିଆଣ ଆକ୍ଷେପ;ନିନ୍ଦା କଲେ ଅଧିନାୟିକା

ନୂଆଦିଲ୍ଳୀ: ପ୍ରଥମ ମହିଳା ଖେଳାଳି ଭାବରେ ଅଲିମ୍ପିକ୍ସରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ଭାରତୀୟ ମହିଳା ଷ୍ଟ୍ରାଇକର ବନ୍ଦନା କଟାରିଆଙ୍କ ପରିବାରକୁ ଜାତିଆଣ ଆକ୍ଷେପକୁ ସମାଲୋଚନା କରିଛନ୍ତି ଅଧିନାୟିକା ରାଣୀ ରାମପାଲ ।…

ବଜରଙ୍ଗଙ୍କୁ ବ୍ରୋଞ୍ଜ: ଦେଶ ପାଇଁ ଜିତିଲେ ଷଷ୍ଠ ପଦକ

ନୂଆଦିଲ୍ଲୀ: ଭାରତ ପାଇଁ ଷଷ୍ଠ ପଦକ ବିଜୟରେ ସକ୍ଷମ ହୋଇଛନ୍ତି ବଜରଙ୍ଗ ପୁନିଆ । ଶନିବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମୁକାବିଲାରେ କାଜାଖସ୍ତାନର ଦୌଲେତ ନିୟାଜବେକୋଭଙ୍କୁ ୮-୦ରେ ପରାସ୍ତ କରିବା ସହିତ ବଜରଙ୍ଗ ଦେଶପାଇଁ…

ଦେଢ଼ଶ’ ଡ୍ରାଇଭରଙ୍କୁ ସମ୍ମାନିତ କଲେ ଚାନୁ, ଜାଣନ୍ତୁ କାହିଁକି…

ଓଡ଼ିଶା ଭାସ୍କର ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ଭାରତର ରୁପା ଝିଅ ତଥା ମଣିପୁର ମଣି ମୀରାବାଈ ଚାନୁ ଚମକିବା ପରେ ଚାରିଆଡୁ ମିଳୁଛି ଶୁଭେଚ୍ଛା-ସମ୍ମାନ । ତେବେ ମୀରାବାଈ ମଧ୍ୟ ଭୁଲି ନାହାନ୍ତି ତାଙ୍କ କଷ୍ଟ-ସାଧନାବେଳରେ…