Browsing Category

ଖେଳ

ଅନ୍ତିମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷିତ; ଦଳକୁ ଫେରିଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଳୀ: ଭାରତ ବିପକ୍ଷ ଅନ୍ତିମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି । ଇସିବି ପକ୍ଷରୁ ୧୬ ଜଣିଆ ଦଳ ଘୋଷଣା କରାଯାଇଥିବା ବେଳେ ଦଳକୁ ଫେରିଛନ୍ତି ଜୋସ ବଟଲର ଏବଂ ଜ୍ୟାକ ଲିଚ୍ । ଚତୁର୍ଥ ମ୍ୟାଚରେ ପରାଜିତ…

ICC ମହିଳା ଟି-୨୦ Ranking; ଶେଫାଳି ବର୍ମା ଏକ ନମ୍ବର

ନୂଆଦିଲ୍ଳୀ: ମଙ୍ଗଳବାର ଦିନ ଆଇସିସି ପକ୍ଷରୁ ମହିଳା ଟି-୨୦ ରାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି । ଯୁବ ଭାରତୀୟ ଖେଳାଳି ଶେଫାଳି ବର୍ମା ପୂର୍ବବତ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ନ୍ୟୁଜିଲାଣ୍ଡରୀ ସୋଫି ଡିଭାଇନ…

୩୯ ବର୍ଷ କୋମାରେ ରହି ଶେଷ ନିଃଶ୍ୱାସ ତ୍ୟାଗ କଲେ ଫୁଟବଲର

ନୂଆଦିଲ୍ଲୀ: ଫ୍ରାନ୍ସର ପୂର୍ବତନ ଫୁଟବଲର ଜିନ ପିଏର ଆଡାମ୍ସଙ୍କ ପରଲୋକ ଘଟିଛି । ଆଡାମ୍ସଙ୍କ ପୂର୍ବତନ କ୍ଲବ ନାଇମ୍ସ ପକ୍ଷରୁ ଏହି ଦୁଃଖଦ ଖବର ଘୋଷଣା କରାଯାଇଛି । ଦୀର୍ଘ ୩୯ ବର୍ଷ ଧରି କୋମାରେ ରହିଥିବା ଆଡାମ୍ସ…

କପିଳ ଦେବଙ୍କ ରେକର୍ଡ ଭାଙ୍ଗିଲେ ବୁମରା, ଟେଷ୍ଟ କ୍ରିକେଟରେ ଅତିକ୍ରମ କଲେ ଏହି ମାଇଲ ଖୁଣ୍ଟ

ଲଣ୍ଡନ:ଭାରତୀୟ ପେସ୍‌ ବୋଲର ଯଶପ୍ରୀତ ବୁମରା ଟେଷ୍ଟ କ୍ରିକେଟରେ ୧୦୦ ୱିକେଟ ପୂରଣ କରି ପୂର୍ବତନ ବିଶ୍ୱକପ ବିଜୟୀ ପେସ୍‌ ବୋଲର କପିଳ ଦେବଙ୍କ ରେକର୍ଡ ଅତିକ୍ରମ କରିଛନ୍ତି । କପିଳ ଦେବ ୨୫ ଟେଷ୍ଟ ଖେଳି ୧୦୦ତମ ୱିକେଟ…

ବୋଲିଂ କୋଚ ଭରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର କରୋନା ସଂକ୍ରମିତ, ଆଇସୋଲେସନରେ ଚାଲିଛି ଚିକିତ୍ସା

ଲଣ୍ଡନ: ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଶନିବାର ଦିନ କରୋନାରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଦଳର ଅନ୍ୟ ଦୁଇ କୋଚ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣା…

MONEY HEISTରେ ବିରାଟ କୋହଲି ଓ ବବି ଦେଓଲଙ୍କ ଡୁପ୍ଲିକେଟ; ଦେଖିଲେ ହସି ହସି ଗଡିବେ

ନୂଆଦିଲ୍ଲୀ: ସ୍ପାନିଶ ଥ୍ରୀଲର ୱେବ୍ ସିରିଜ ମନି ହେଇଷ୍ଟ ରିଲିଜ ହେବା ସହିତ ଏହା ଦର୍ଶକଙ୍କ ମନ ମୋହିଛି । ଏହି ସିରିଜର ଅନ୍ତିମ ଭାଗର ପ୍ରଥମ ପାର୍ଟ ନେଟଫ୍ଲିକ୍ସରେ ରିଲିଜ ହୋଇ ଯାଇଛି । ସିରିଜଟିକୁ ଦର୍ଶକ ବେଶ ପସନ୍ଦ…

ଆଉଥରେ ଲଣ୍ଡନ ଜିତିଲା ଭାରତ; ୧୫୭ ରନର ବିଜୟ ସହ ୨-୧ରେ ଆଗୁଆ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟକୁ ୧୫୭ ରନରେ ଜିତି ନେଇଛି ଭାରତ । ୩୬୮ ରନର ପିଛା କରୁଥିବା ଇଂଲଣ୍ଡ ମାତ୍ର ୨୧୦ ରନରେ ସମସ୍ତ ୱିକେଟ ହରାଇବା ସହିତ ୧୫୭ ରନରେ ହାରିଛି । ଏହି ବିଜୟ…

ROOTଙ୍କ ଶିକାର କଲେ ଶାର୍ଦ୍ଦୁଲ; ବିଜୟରୁ ୨ ୱିକେଟ ଦୂରରେ ଭାରତ

ନୂଆଦିଲ୍ଲୀ: ଓଭାଲରେ ଅନୁଷ୍ଠିତ ଚତୁର୍ଥ ଟେଷ୍ଟରେ ବିଜୟ ଆଡକୁ ଅଗ୍ରସର ହେଉଛି । ଭାରତ ଓ ବିଜୟ ମଝିରେ ପାଚେରୀ ଭଳି ଛିଡା ହୋଇଥିବା ରୁଟଙ୍କୁ ଆଉଟ କରି ଭାରତର ବିଜୟ ଲକ୍ଷ୍ୟ ସୁନିଶ୍ଚିତ କରିଛନ୍ତି ଶାର୍ଦ୍ଦୁଲ ଠାକୁର ।…

୧୦୦ ୱିକେଟ କ୍ଲବରେ ବୁମରା ଦ୍ରୁତତମ ଫାଷ୍ଟ ବୋଲର

ନୂଆଦିଲ୍ଳୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି ଭାରତୀୟ ସ୍ପିଡଷ୍ଟର ଜସପ୍ରୀତ ବୁମରା । ବୁମରା ନିଜର ୨୪ ତମ ଟେଷ୍ଟରେ ୧୦୦ ତମ ୱିକେଟ ଅକ୍ତିଆର କରିବା ସହିତ କିମ୍ବଦନ୍ତୀ କ୍ରିକେଟର…

IPLରେ ସାମିଲ ହେବେ ଦୁଇ ନୂତନ ଟିମ୍: BCCI ଟାର୍ଗେଟରେ କଟକ

ନୂଆଦିଲ୍ଳୀ: ବିସିସିକଆଇ ପକ୍ଷରୁ ଦୁଇଟି ନୂତନ ଆଇପିଲଏଲ ଫ୍ରାଞ୍ଚାଇଜି ସମ୍ପର୍କରେ ଘୋଷଣା କରାଯାଇଛି । ଏହି ତାଲିକାରେ ଓଡ଼ିଶାର କଟକ ସହର ବିସିସିଆଇର ସର୍ଟଲିଷ୍ଟ ତାଲିକାରେ ସ୍ଥାନ ପାଇଛି । ଜୋନାଲ ସନ୍ତୁଳନ ରକ୍ଷା…