Browsing Category

ଖେଳ

ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ସନ୍ନ୍ୟାସର ଧମକ ଦେଲେ ଶ୍ରୀଲଙ୍କା ଖେଳାଳି !

ନୂଆଦିଲ୍ଲୀ ୧୭ ।୦୫: ଭାରତୀୟ କ୍ରିକେଟ୍ ଦଳର ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଏହା ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍ ଖେଳାଳି ନିଜ ବୋର୍ଡ ପ୍ରତି ଖପ୍ପା । ଅସନ୍ତୋଷ ଏତେ ଅଧିକ…

ଶେଷରେ ଅଷ୍ଟ୍ରେଲିଆ ପହଂଚିଲେ ଆଇପିଏଲ୍ ଖେଳିଥିବା କଙ୍ଗାରୁ ଖେଳାଳି, ଏହି କାରଣରୁ ଫେରି ପାରିନଥିଲେ ସ୍ୱଦେଶ

ସିଡନୀ ୧୭ ।୦୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ସ୍ଥଗିତ ହେବା ପରେ ବିଦେଶୀ ଖେଳାଳି ନିଜ ଘର ଅଭିମୁଖେ ବାହୁଡିଥିଲେ। ତେବେ ଅଷ୍ଟ୍ରେଲିଆ ସରକାରଙ୍କ କଠୋର କଟକଣା ନୀତି କାରଣରୁ ଅଷ୍ଟ୍ରେଲିଆ କ୍ରିକେଟ୍ ଖେଳାଳି…

ପୂର୍ବତନ ଭାରତୀୟ ଅଲରାଉଣ୍ଡର ଜାଡେଜାଙ୍କ କରୋନାରେ ନିଧନ, କ୍ରିକେଟ୍ ଜଗତ ସ୍ତବ୍ଧ

ରାଜକୋଟ୍ ୧୬ ।୦୫: ପୂରା ଦେଶ କରୋନାର ଦ୍ୱିତୀୟ ଲହରର ମୁକାବିଲା ପାଇଁ ସଂଘର୍ଷ କରୁଛି । ମହାମାରୀରେ ସାଧାରଣ ଜନତାଙ୍କଠୁ ନେଇ ମନୋରଞ୍ଜନଜଗତର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ନିଧନ ଘଟିଲାଣି । ଏବେ କ୍ରୀଡା ଜଗତରୁ ଆସିଛି…

ଟିମ୍ ଇଣ୍ଡିଆରୁ ବାହାରେ ଥିବା ବିଜୟ ଶଙ୍କର ବଖାଣିଲେ ନିଜ ଯନ୍ତ୍ରଣା, ନିଜକୁ ଏହି ଅଲରାଉଣ୍ଡରଙ୍କ ସହ କଲେ ତୂଳନା

ନୂଆଦିଲ୍ଲୀ ୧୬ ।୦୫: ଦୁଇ ବର୍ଷ ପୂର୍ବେ ବିଜୟ ଶଙ୍କରଙ୍କୁ ୨୦୧୯ ବିଶ୍ୱ କପ୍ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଥିଲା । ମନୋନୟନକାରୀ କମିଟି ତାଙ୍କୁ ଅମ୍ବତି ରାୟୁଡୁଙ୍କ ସ୍ଥାନରେ ସୁଯୋଗ ଦେଇଥିଲେ । ମାତ୍ର ବିଶ୍ୱ କପ…

ପୂର୍ବତନ କ୍ରିକେଟର ରମେଶ ପାୱାର ଭାରତୀୟ ମହିଳା କ୍ରିକେଟ୍ ଦଳର କୋଚ ନିଯୁକ୍ତ

ନୂଆ ଦିଲ୍ଲୀ,୧୩/୦୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରମେଶ ପାୱାରଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରମୁଖ କୋଚ ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି । ଏହି ପଦବୀ ପାଇଁ ବିସିସିଆଇ ୩୫ ରୁ…

ଆଇସିସି ଟି-୨୦ ବିଶ୍ୱକପରେ ଫେରିପାରନ୍ତି ଲାସିଥ ମାଲିଙ୍ଗା

ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ଜଣେ ଶ୍ରେଷ୍ଠ ଦ୍ରୁତ ବୋଲର ଭାବରେ ପରିଗଣିତ । ନିଜର ଚମତ୍କାର କ୍ୟାରିୟରରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦଳ ପାଇଁ ୱିକେଟ୍ ହାସଲ କରିଛନ୍ତି । ମାଲିଙ୍ଗା ଟେଷ୍ଟ ଏବଂ…

ଦେଶରେ ଖେଳାଯିବ ନାହିଁ ବାକି ଥିବା ଆଇପିଏଲ ମ୍ୟାଚ, ସ୍ପଷ୍ଟ କଲେ ସୌରଭ ଗାଙ୍ଗୁଲି

ନୂଆ ଦିଲ୍ଲୀ, ୧୦/୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ ତମ ସଂସ୍କରଣର ଅବଶିଷ୍ଟ ୩୧ ଟି ମ୍ୟାଚ୍ କେବେ ଏବଂ କେଉଁଠାରେ ହେବ ସେନେଇ ଦ୍ୱନ୍ଦ ଲାଗିରହିଛି । ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍ ପରିଚାଳନା…

ଅଲମ୍ପିକ୍ ଯୋଗ୍ୟତା ହାସଲ କଲେ ପ୍ରଥମ କିନ୍ନର, ପୁରୁଷରୁ ହୋଇଥିଲେ ମହିଳା

ହାମିଲଟନ, ୧୦ା୫: ପ୍ରଥମ ଥର ପାଇଁ ଜଣେ କିନ୍ନର ଅଲମ୍ପିକରେ ଅଂଶଗ୍ରହଣ କରିବେ । ୪୩ ବର୍ଷୀୟା ଲୌରେଲ ହବାର୍ଡ ବୟୋଜ୍ୟେଷ୍ଠ ଭାରୋତ୍ତୋଳିକା ଭାବେ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେ ଜଣେ ପୁରୁଷ ହୋଇ ଜନ୍ମ…

କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ପୀୟୁଷ ଚାୱାଲଙ୍କ ବାପା

ନୂଆଦିଲ୍ଲୀ, ୧୦/୦୫(ଓଡିଶା ଭାସ୍କର) : କରୋନା ମହାମାରୀ ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି । ଆଜି କରୋନାରେ ଆଖି ବୁଜିଛନ୍ତି କ୍ରିକେଟର୍ ପୀୟୁଷ ଚାୱାଲଙ୍କ ବାପା । ଆଜି ସକାଳୁ ପୀୟୁଷଙ୍କ ବାପା ପ୍ରମୋଦ…

କରୋନାରେ ଭାରତୀୟ ହକିର ପୂର୍ବତନ କୋଚ୍ ଏମ.କେ କୌଶିକଙ୍କ ପରଲୋକ

ନୂଆଦିଲ୍ଲୀ.୮ ।୪: କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି । ଏହାରି ମଧ୍ୟରେ ପୂର୍ବତନ ଭାରତୀୟ ହକି ଖେଳାଳି ତଥା ପ୍ରଶିକ୍ଷକ ଏମ.କେ କୌଶିକଙ୍କ ପରଲୋକ ହୋଇଛି । ସେ କରୋନାରେ ସଂକ୍ରମିତ ହୋଇଥିଲେ ।…