Browsing Category

Top Stories

ପ୍ରଶାନ୍ତ ମହାସାଗରରେ ଭୟଙ୍କର ଲାଭା ଉଦଗୀରଣ: ସୁନାମୀ ପରେ ଜଳମଗ୍ନ ହେଲା ଟୋଙ୍ଗା ଦେଶ

ପ୍ରଶାନ୍ତ ମହାସାଗରରେ ଭୟଙ୍କର ଲାଭା ଉଦଗୀରଣ । ଲାଭା ଉଦଗୀରଣ ଯୋଗୁଁ ଟୋଙ୍ଗା ଦେଶରେ ଆସିଛି ଭୟଙ୍କର ସୁନାମୀ । ଫଳରେ ରାଜଧାନୀ ନୁକୁଆ’ଲୋଫା ସମେତ ସମଗ୍ର ଦେଶରେ ଦେଖିବାକୁ ମିଳିଛି ଜଳପ୍ରଳୟ । ଚାରିଆଡେ ହୋଇପଡ଼ିଛି…

ଭାରତୀୟ ଷ୍ଟାର୍ଟଅପକୁ ମୋଦୀଙ୍କ ପ୍ରଶଂସା: ‘ଷ୍ଟାର୍ଟଅପ୍ ଦିବସ’ ଭାବରେ ପାଳିତ ହେବ ଜାନୁୟାରୀ ୧୬

ନୂଆଦିଲ୍ଳୀ: ଦେଶରେ ଷ୍ଟାର୍ଟ ଅପ୍ ଧୀରେ ଧୀରେ ସଫଳତା ହାସଲ କରୁଥିବା ବେଳେ ଏହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହିତ ଆଗାମୀ ଜାନୁୟାରୀ ୧୬କୁ ଷ୍ଟାର୍ଟଅପ ଦିବସ ଭାବରେ ପାଳନ କରିବା…

ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ କ୍ୟାପେଟନ କୋହଲି: ଟି୨୦ ଓ ଦିନିକିଆ ପରେ ଟେଷ୍ଟରୁ ଦେଲେ ଇସ୍ତଫା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭାରତର ସବୁଠୁ ସଫଳତମ ଅଧିନାୟକ ମଧ୍ୟରୁ ଜଣେ ହେଉଛନ୍ତି  ବିରାଟ କୋହଲି। ତେବେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ କୋହଲି ଶନିବାର ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହା…

ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ: ଗୃହ ମନ୍ତ୍ରାଳୟ ପ୍ରଦାନ କରିବ ୨୦ ଲକ୍ଷ ଟଙ୍କା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀକୁ ମିଳିଛି ଆଉ ଏକ ସମ୍ମାନ । ଗେଜେଟେଡ୍ ଅଫିସରଙ୍କ ପ୍ରଶିକ୍ଷଣରେ ଦେଶର ଶ୍ରେଷ୍ଠ ପ୍ରଶିକ୍ଷଣ କେନ୍ଦ୍ରର ମାନ୍ୟତା ହାସଲ…

ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି, ୨୨ ଜାନୁଆରୀ ପର୍ଯ୍ୟନ୍ତ ରାଲି-ସମାରୋହ ଉପରେ ରହିବ କଟକଣା

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆୟୋଗ ପଦ ଯାତ୍ରା, ସାଇକେଲ ରାଲି ଏବଂ ସମାରୋହ ଉପରେ ୧୫ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ କଟକଣା…

ଘରେ ଶିଶୁ କରୋନା ସଂକ୍ରମିତ ହେଲେ କ’ଣ କରିବେ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମଧ୍ୟରେ ଲୋକଙ୍କ ମନରେ ଏକହୟ ପ୍ରଶ୍ନ ଆସୁଛି ଯେ ଯଦି ଘରେ କେହି ସଦସ୍ୟଙ୍କୁ କରୋନା ହେଉଛି କିମ୍ବା ଘରେ କେହି ପିଲାଙ୍କୁ କରୋନା ସଂକ୍ରମିତ ହେଉଛନ୍ତି ତେବେ ପିତାମାତା ତାଙ୍କର କିଭଳି ଯତ୍ନ…

Army Dayରେ ଦେଶର ବୀରପୁତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ: ଟ୍ୱିଟ୍ କରି ଲେଖିଲେ ଏମିତି

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୪ ତମ ସ୍ଥଳସେନା ଦିବସ ବା 'ଆର୍ମି ଡେ' । ପ୍ରତିବର୍ଷ ଜାନୁୟାରୀ ୧୫ ତାରିଖକୁ ଏହି ଦିବସ ପାଳନ କରାଯାଇଥାଏ । ସୀମାରେ ମୁତୟନ ବୀର ଯବାନଙ୍କ ବୀରତ୍ବ, ଶୌର୍ୟ୍ୟ, ପରାକ୍ରମ, ଉତ୍ସର୍ଗ ଓ…

ପଞ୍ଜାବ ବିଧାନସଭା ନିର୍ବାଚନ: ଅମ୍ରିତସରରୁ ଲଢିବେ ସିଦ୍ଧୁ, ମୋଗା ଆସନରେ ସୋନୁ ସୁଦଙ୍କ ଭଉଣୀ

ନୂଆଦିଲ୍ଳୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ଶନିବାର କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ପ୍ରଥମ…

କଙ୍ଗନାଙ୍କ ଗାଲ ଠାରୁ ବି ଚିକ୍କଣିଆ ରାସ୍ତା ତିଆରି କରିବି: ଦେଖନ୍ତୁ କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନର ଭାଇରାଲ VIDEO

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାରେ ବଲିଉଡର କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ । ତେବେ ନିଜର କୌଣସି ବୟାନକୁ ନେଇ ନୁହେଁ ବରଂ ଝାରଖଣ୍ଡର ଜନୈ÷କ କଂଗ୍ରେସ ବିଧାୟକଙ୍କ ପାଇଁ ଚର୍ଚ୍ଚାରେ କଙ୍ଗନା । ପେଶାରେ ଜଣେ…

ପୋଲିସ ଡିଜିଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ ଶେଷ: କୋଭିଡ ନିୟମ ତଦାରଖ କରିବେ ନୋଡାଲ ଅଫିସର, ସୂଚନା ଦେଲେ ପୋଲିସ୍ ଡିଜି

ରାଜ୍ୟରେ ଆସନ୍ତା ଫେବୃଆରୀରେ ହେବାକୁ ଥିବା ପଞ୍ଚାୟତ ପାଇଁ ପୋଲିସ ଡିଜିଙ୍କ ସହ ବୈଠକ ଅନୁଷ୍ଠିିତ ହୋଇଥିଲା । ପଞ୍ଚାୟତ ନିର୍ବାଚନ ପାଇଁ ଆଇନଶଙ୍ଖଳା ଓ କୋଭିଡ ପ୍ରୋଟୋକଲ ପାଳନ ନେଇ ଆଲୋଚନା ହୋଇଥିଲା ଏହି ବୈଠକରେ ।…