Browsing Category
Top Stories
ପଇସା ପାଇଁ ଭଉଣୀକୁ ବାହା ହେଇଗଲା ଯୁବକ: ସତ ସାମ୍ନାକୁ ଆସିବା ପରେ ଅଧିକାରୀଙ୍କ ହୋସ୍ ଉଡିଲା, ଥାନାରେ ମାମଲା
ନୂଆଦିଲ୍ଲୀ: ଭାଇ-ଭଉଣୀ ସମ୍ପର୍କ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ । ତେବେ ସାମାନ୍ୟ କିଛି ଟଙ୍କା ପାଇଁ ଏହି ସମ୍ପର୍କକୁ କଳଙ୍କିତ କରି ଦେଇଛନ୍ତି ଦୁଇ ଜଣ ଭାଇ ଭଉଣୀ । ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସାମୂହିକ…
ଓମିକ୍ରନ ଭାରିଆଣ୍ଟରୁ କିପରି ବର୍ତ୍ତିବେ ଡାଇବେଟିସ୍ ରୋଗୀ ? ଜାଣନ୍ତୁ କ’ଣ କହିଲେ ଡାକ୍ତର
ନୂଆଦିଲ୍ଲୀ: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଛି । ଓମିକ୍ରନ ମାମଲାର ଦ୍ରୁତ ବୃଦ୍ଧି ଯୋଗୁଁ ଖୁବଶୀଘ୍ର ଟିକା ନେବା ସହିତ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଡାଇଟ୍…
ସରକାରୀ ରାସନର କଳାବଜାରୀ: ଘରୋଇ ମିଲରେ ପଡିଛି ଶହଶହ କ୍ୱିଣ୍ଟାଲ ସରକାରୀ ଚାଉଳ ଓ ଗହମ, ଦେଖନ୍ତୁ Video
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସାଧାରଣ ବଣ୍ଟନ ପାଇଁ ଥିବା ସରକାରୀ ରାସନର କଳାବଜାରୀ ଘଟଣା ସାମ୍ନାକୁ ଆସିଛି । ଘରୋଇ ମିଲରେ ଶହଶହ କ୍ୱିଣ୍ଟାଲ ଚାଉଳ ଓ ଗହମ ପଡି ରହିଥିବା ବେଳେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଟିମ୍…
୨ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । କୁଲଗ୍ରାମର ରେଡୱାନି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ୍ ସମୟରେ ଏହି ଏନକାଉଣ୍ଟର ହୋଇଛି । ସର୍ଚ୍ଚ ଅପରେସନ୍…
୨୧ ପୂର୍ବରୁ ଝିଅଙ୍କ ବିବାହ ମନା, କେନ୍ଦ୍ର କ୍ୟାବିନେଟରୁ ମିଳିଲା ମଞ୍ଜୁରି
ନୂଆଦିଲ୍ଲୀ: ବିବାହ ବୟସରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ଏଣିକି ୧୮ ବର୍ଷ ପରିବର୍ତ୍ତେ ୨୧ ବର୍ଷ ବୟସରେ ବିବାହ କରିବେ ଝିଅ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଝିଅଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ…
୨୦୦୦ ପାକିସ୍ତାନୀ ସୈନିକଙ୍କୁ ଧୂଳି ଚଟାଇଲେ ୧୨୦ ଭାରତୀୟ ଯବାନ: ବିଜୟ ଦିବସ ସ୍ମୃତିରେ Battle Of Longewala
ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ ସର୍ବଦା ଦେଶକୁ ଅନୁପ୍ରାଣିତ କରିଥାଏ । ଏପରି ଏକ ଘଟଣା ଘଟିଥିଲା ୧୯୭୧ ମସିହାରେ । ଡିସେମ୍ବର ୪, ୧୯୭୧ ମସିହାରେ ମାତ୍ର ୧୨୦ ଜଣ ଭାରତୀୟ ଯବାନ ଅଦମ୍ୟ ସାହସର…
ଏହିଦିନ ହେବ ଭିକି-କ୍ୟାଟଙ୍କ ରିସେପ୍ସନ୍ ପାର୍ଟି, ସଲମାନ ଖାନଙ୍କ ସମେତ ଏହି ଷ୍ଟାର୍ ମାନେ ହେବେ ସାମିଲ; ଜାଣନ୍ତୁ ତାରିଖ
ମୁମ୍ବାଇ: କାଟ୍ରିିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ପରେ ଦୁର୍ହେ ଲଗାତର ଭାବରେ ଖୁବ୍ ସୁନ୍ଦର ସୁନ୍ଦର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରୁଛନ୍ତି । ଦୁହେଁ ଡିସେମ୍ବର ୯ ତାରିଖରେ ରାଜସ୍ଥାନର ସିକ୍ସ ସେନ୍ସ ଫୋର୍ଟରେ…
ଓମିକ୍ରନ୍ ଭାରିଆଣ୍ଟ୍ ଆଗରେ କମ୍ ପ୍ରଭାବୀ ହେଉଛି କୋଭିଡ୍ ଟିକା, ଡବ୍ଲୁଏଚଓ ଦେଲା ଚେତାବନୀ
ୱାଶିଂଟନ୍: ଓମିକ୍ରନ୍ ଭାରିଆଣ୍ଟ୍ କୁ ନେଇ ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇ କହିଛି ଯେ, ବର୍ତ୍ତମାନର କୋଭିଡ୍ ଭାକସିନ୍ ଓମିକ୍ରନ୍ ବିରୋଧରେ କମ୍ ପ୍ରଭାବୀ । ଡବ୍ଲୁଏଚଓ ପକ୍ଷରୁ ପ୍ରାଥମିକ ଯାଞ୍ଚରୁ…
ସବୁ ଦୁର୍ଘଟଣାକୁ ଓଭର ସ୍ପିଡିଂ ସହିତ ଯୋଡି ପାରିବେ ନାହିଁ ବୀମା କମ୍ପାନୀ: ହାଇକୋର୍ଟ
ନୂଆଦିଲ୍ଲୀ: ଦେଶରେ ଦୁର୍ଘଟଣା ଏକ ସାଧାରଣ ଘଟଣାରେ ପରିଣତ ହୋଇଥିବା ବେଳେ ଓଭର ସ୍ପିଡିଂ ଏହାର ଏକ ପ୍ରମୁଖ କାରଣ । ତେବେ ସମସ୍ତ ଦୁର୍ଘଟଣାକୁ ଓଭର ସ୍ପିଡିଂ ସହିତ ଯୋଡିହେବ ନାହିଁ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ…
ଡୋମିନିକନ୍ ରିପବ୍ଲିକରେ ପ୍ଲେନ୍ କ୍ରାସ୍, ୯ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ଡୋମିନିକନ୍ ରିପବ୍ଲିକ୍ ରୁ ଦୁଃଖଦ ଖବର ସାମନାକୁ ଆସିଛି । ଏଠାରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଯାଇଛି । ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ସେଥିରେ ଯାତ୍ରା କରୁଥିବା ୯ ଜଣଙ୍କର ମୃତ୍ୟୁ…