Browsing Category
Top Stories
ଲୁହାପଥର ପରିବହନରେ ବାହାର ରାଜ୍ୟର ଟ୍ରଲର ଚାଲିବାକୁ ବିରୋଧ କରିଛନ୍ତି ଟ୍ରକ ମାଲିକ ସଂଘ
କେନ୍ଦୁଝର ଜିଲ୍ଲା ରେ ବାହାର ରାଜ୍ୟ ର ଟ୍ରଲର ଯୋଗେ ଲୁହା ପଥର ପରିବହନ ହେଉଛି । ଯାହାକୁ ନେଇ ଜିଲ୍ଲା ର ବିଭିନ୍ନ ଟ୍ରକ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ବହୁ ବାର ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲେ । ତେବେ ଏନେଇ…
ଜୱାଦ ପାଇଁ ବିଏମସିର ତତ୍ପରତା: ଦାୟିତ୍ୱ ବାଣ୍ଟିଲେ କମିଶନର
ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ପୁରୀରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଦୃଷ୍ଟିରୁ ବିଏମସିର ତତ୍ପରତା । ବାତ୍ୟା ମୁକାବିଲା ନେଇ ବିଏମସି କମିଶନର ବୈଠକ କରି ଦାୟିତ୍ୱ ବାଣ୍ଟିଲେ । ୬୭ ୱାର୍ଡର ଫିଲ୍ଡ ଷ୍ଟାଫଙ୍କୁ ନେଇ…
ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମଙ୍କୁ ନିଶୁଳ୍କ କୃତ୍ରିମ ଅଙ୍ଗଦାନ
ଭୁବନେଶ୍ୱର: ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମଙ୍କୁ ନିଶୁଳ୍କ କୃତ୍ରିମ ଅଙ୍ଗଦାନ ନିମନ୍ତେରେଡ୍ ସ୍ୱସ୍ତିକ ସୋସାଇଟି ପକ୍ଷରୁ ୫ ଦିନିଆ ପରିମାପ ଶିବିର ଅନୁଷ୍ଠିତ ହୋଇଛି । ଭିନ୍ନକ୍ଷମମାନଙ୍କର ବହୁବିଧ…
ଜୁନିୟର ହକି ବିଶ୍ୱକପ୍: ଫାଇନାଲରେ ଆର୍ଜେଣ୍ଟିନା
ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା । ସେମିରେ ଫ୍ରାନ୍ସକୁ ହରାଇ ଫାଇନାଲକୁ ଗଲା ଆର୍ଜେଣ୍ଟିନା । ଫ୍ରାନ୍ସକୁ ୩-୧ ପେନାଲ୍ଟି ସୁଟଆଉଟରେ ହରାଇଲା ଆର୍ଜେଣ୍ଟିନା । ନିର୍ଦ୍ଧାରିତ…
ଭାରତରେ ୪୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ବୁଷ୍ଟର ଡୋଜ୍ ଆବଶ୍ୟକ; ବୈଜ୍ଞାନିକ ଦେଲେ ପରାମର୍ଶ
ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରର ଆଶଙ୍କା ଓ ନୂଆ କରୋନା ଭାରିଆଣ୍ଟ ଓମିକ୍ରନର ପ୍ରବେଶକୁ ନେଇ ବୁଷ୍ଟର ଡୋଜ ଲଗାଇବା ଉପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତୀୟ SARS-CoV-2 ଜେନେଟିକ୍ସ କନ୍ସୋର୍ଟିୟମ ବା…
ଗୋପାଳପୁରଠାରୁ ୪୭୦ କିମି ଦୂରରେ ବାତ୍ୟା; SRCଙ୍କ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଡ଼ି ଆସୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ । ବାତ୍ୟାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ…
ପଞ୍ଜାବରେ କଙ୍ଗନାଙ୍କୁ ବିରୋଧ କରି ନାରବାଜି, କାର ଉପରକୁ ଆକ୍ରମଣ କଲେ କୃଷକ; ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ନିକଟରେ କଙ୍ଗନା ରଣାୱତ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ କରୁଥିବା କୃଷକଙ୍କୁ ଖଲିସ୍ତାନୀ ବୋଲି କହିଥିଲେ । ତେବେ ବୋଧହୁଏ ଏହା ତାଙ୍କ ଉପରେ ଭାରି ପଡ଼ିଛି । ଶୁକ୍ରବାର କଙ୍ଗନା ପଞ୍ଜାବ ଗସ୍ତରେ…
ବାତ୍ୟା ଜୱାଦ Update: ଶନିବାର ଗଞ୍ଜାମ ଓ ପୁରୀ ଜିଲ୍ଲାରେ ସ୍କୁଲ ଛୁଟି
ବାତ୍ୟା ଜୱାଦ ପାଇଁ ଆସନ୍ତାକାଲି ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ସବୁ ସ୍କୁଲ ଛୁଟି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ଡିଇଓ । ପିଲାଙ୍କ ପାଇଁ ସ୍କୁଲ ଛୁଟି ହେଲେବି ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ…
ଆରମ୍ଭ ହେଲା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର, ଲାଭନ୍ୟୁତ ହେବେ ଦିବ୍ୟାଙ୍ଗ
ଆଜି ସାରା ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରୁଛି । ଏହି ଦିବସ ଉପଲକ୍ଷେ କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ରାଙ୍କି ଠାରେ ଆରମ୍ଭ ହୋଇଛି…
ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ପିଅନ!
ବାଲେଶ୍ୱର(ଓଡ଼ିଶା ଭାସ୍କର): ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ । ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାଲେଶ୍ୱର ପୂର୍ତ୍ତ ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ୍ମନାଭ ସ୍ୱାଇଁ । ୧ ଲକ୍ଷ…