Browsing Category

Top Stories

କରୋନା ପରେ ଚିନ୍ତା ବଢାଇଲା Noro ଭାଇରସ୍, ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ

ନୂଆଦିଲ୍ଲୀ : କରୋନା ଭାଇରସ୍ର ମହାମାରୀର ପ୍ରକୋପ ସଂପୂର୍ଣ୍ଣ ନଥମୁଣୁ କେରଳରେ ନୋରୋଭାଇରସ୍ ସଭିଙ୍କ ଚିନ୍ତା ବଢାଇଛି। କେରଳର ସ୍ଵାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଶୁକ୍ରବାର ଲୋକଙ୍କୁ ପେଟ ସଂପର୍କିତ ଏହି ରୋଗ…

ବିଚିତ୍ର ବ୍ରହ୍ମାଣ୍ଡ! ଆପେ ଆପେ ଘୁଞ୍ଚି ଚାଲିଛି ଏହି ରହସ୍ୟମୟୀ ପଥର, ବୈଜ୍ଞାନିକ ମାନେ ବି ଜାଣିପାରୁନାହାନ୍ତି କାରଣ

ନୂଆଦିଲ୍ଲୀ: କଣ ଆପଣ କେବେ ପଥରକୁ ଚାଲୁଥିବାର ଦେଖିଛନ୍ତି କି? ଆମର ଜାଣିବାରେ ପଥର ହେଉଛି ଏକ ନିର୍ଜୀବ ବସ୍ତୁ ଯାହାର କି ଜୀବନ ନାହିଁ । ହେଲେ ଆମେରିକାର ଗୋଟିଏ ଏପରି ସ୍ଥାନ ରହିଛି ଯେଉଁଠାରେ ଥିବା ଏକ ପଥର ଆପେ ଆପେ…

ଗ୍ୟାଙ୍ଗ ରେପ୍ ମାମଲା: ଗାୟତ୍ରୀ ପ୍ରଜାପତିଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଚିତ୍ରକୂଟ ଗ୍ୟାଙ୍ଗରେପ୍ ମାମଲାର ରାୟ ପ୍ରକାଶ ପାଇଛି । ପୂର୍ବତନ ଉତ୍ତର ପ୍ରଦେଶ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସଦସ୍ୟ ଗାୟତ୍ରୀ ପ୍ରଜାପତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।…

ଭାରତୀୟ ରେଳରେ ୧୬୬୪ ଖାଲିପଦ: ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଳୀ: ନିଯୁକ୍ତିର ଏକ ବଢିଆ ଅବସର ପ୍ରଦାନ କରିଛି ଭାରତୀୟ ରେଳବାଇ । ଭାରତୀୟ ରେଳବାଇ ପକ୍ଷରୁ ଉତ୍ତର ମଧ୍ୟ ରେଳବାଇରେ ୧୬୬୪ ପଦବୀ ପାଇଁ ଭର୍ତ୍ତି କରାଯିବ ବୋଲି ଜଣାପଡିଛି । ଏହା ସହିତ ସର୍ବାଧିକ ଶିକ୍ଷାଗତ…

କୁଖ୍ୟାତ ମାଓନେତା କିଶନ୍ ଦା’, ପତ୍ନୀ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷୀୟାନ୍ ମାଓ ନେତା ପ୍ରଶାନ୍ତ ବୋଷ ଓରଫ ଗିରଫ କିଶନ୍ ଦା' ଗିରଫ ହୋଇଛି । ୭୫ ବର୍ଷୀୟ କିଶନ୍ ଦା' ଏବଂ ପତ୍ନୀଙ୍କୁ ଗିରଫ କଲା ଝାଡଖଣ୍ଡ ପୋଲିସ୍ । ସିପିଆଇ ମାଓବାଦୀ ପଲିଟିବ୍ୟୁରୋ…

ନିଶା ପାଲଟିଲାଣି ମୋବାଇଲ୍: ଦୈନିକ ୪.୮ ଘଣ୍ଟା ଇଣ୍ଟରନେଟ୍ ରେ ବିତାଇଥାନ୍ତି ଭାରତୀୟ, ଆପ୍ ଡାଉନଲୋଡିଂରେ ମଧ୍ୟ ୨୮% ବୃଦ୍ଧି

ନୂଆଦିଲ୍ଲୀ: ପ୍ରତିଟି ଜିନିଷର ଉପଯୋଗ ହେଉଚଇ ଓ ଦୁରୂପଯୋଗ ମଧ୍ୟ ହେଉଛି । ଇଣ୍ଟରନେଟ୍ ସହିତ ମଧ୍ୟ ଏହିପରି କିଛି ହୋଇଥାଏ । ଅଧିକାଂଶ ବିଶେଷଜ୍ଞ ମୋବାଇଲ୍ ଫୋନ୍ ର ନ୍ୟୁନତମ ବ୍ୟବହାର କରିବାକୁ ପରାମର୍ଶ ଦେଇଥାନ୍ତି ।…

୬୪ ଲକ୍ଷ ଟଙ୍କାରେ ବିକ୍ରି ହେଲା ପୁରୁଣା iPhone, କାରଣ ଜାଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: ସାଧାରଣତଃ ଆଇଫୋନ୍ ଅନ୍ୟ ଫୋନ୍ ଗୁଡ଼ିକ ଠାରୁ ମହଙ୍ଗା ହୋଇଥାଏ । ଏହା ତ ଆପଣ ମାନେ ଜାଣିଛନ୍ତି । ହେଲେ ଗୋଟିଏ ଆଇଫୋନ୍ କୁ ୬୪ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ତେବେ ଏହି ଫୋନ୍ ଟି କୌଣସି ଲାଟେଷ୍ଟ୍…

କଂଗ୍ରେସକୁ ବିଜେଡିର ଅଟ୍ଟହାସ୍ୟ, ହରତାଳକୁ ନେଇ ଏପରି କହିଲେ ସସ୍ମିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ଦଳର କର୍ମୀ ବିଜେଡିକୁ…

ଡାକ୍ତର ଲଗାଇଦେଲେ ଭୁଲ ରକ୍ତ: ଅକାଳରେ ପ୍ରାଣ ହରାଇଲେ ଯୁବତୀ 

ରାଉରକେଲା(ଓଡ଼ିଶା ଭାସ୍କର): ମେଡିକାଲର  ଅବହେଳା ଯୋଗୁ ଗଲା ନୀରିହ ରୋଗୀର ଜୀବନ। ଅବହେଳା ଏତିକି ଯେ ଗୋଟିଏ ବ୍ଲଡ଼ ଗ୍ରୁପର ବ୍ଲଡ଼ ଜାଗାରେ ଅନ୍ୟ ଗୋଟିଏ ବ୍ଲଡ଼ ଗ୍ରୁପର ବ୍ଲଡ଼ ଚଢାଇଲେ ରୋଗୀଙ୍କୁ। ଭୁଲ ବ୍ଲଡ଼…

ଅନ୍ଧବିଶ୍ୱାସ: ସାପକାମୁଡା ରୋଗୀକୁ ଡାକ୍ତରଖାନାରେ ଝଡାଫୁଙ୍କା

ବାଲେଶ୍ୱର(ଓଡ଼ିଶା ଭାସ୍କର):ଡ଼ାକ୍ତରଖାନାରେ ରୋଗୀସେବା ବଦଳରେ ଚାଲିଛି ଝଡ଼ା ଫୁଙ୍କା । ଆଉ ତାହା ବି ଭିଡ଼ିଓ କଲରେ । ସାପ କାମୁଡ଼ାରେ ଛଟପଟ ହେଉଥିବା ଏ ମହିଳାଙ୍କୁ ଦେଖନ୍ତୁ । ସାପ କାମୁଡ଼ିଛି ହେଲେ ତାଙ୍କୁ ଏବେ ଭିଡ଼ିଓ…