CHARIDHAM
Browsing Category

Top Stories

କୋଟିପତି କନଷ୍ଟେବଳ ପ୍ରସନ୍ନଙ୍କ ଘରୁ ବିପୁଳ ସମ୍ପତ୍ତି ଜବତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନୀଷ ହତ୍ୟା ମାମଲାରେ ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ଏବେ ଭିଜିଲାନ୍ସ ଜାଲରେ ଫସିଛନ୍ତି । ରେଡ୍ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଡୁମୁଡୁମାରେ ୨୫୦ ଏକର ଜମିରେ ତିଆରି…

ଶାହୀ ପରିବାର ଓ ୯ କୋଟି ଟଙ୍କା ଛାଡ଼ି 1-BHK ଫ୍ଲାଟରେ ରହିବେ ଜାପାନ୍ ରାଜକୁମାରୀ!

ନୂଆଦିଲ୍ଲୀ: ବୟଫ୍ରେଣ୍ଡ୍ କୁ ବିବାହ କରିବା ପାଇଁ ରୟାଲ୍ ଟାଇଟଲ୍ ବା ଶାହୀ ପରିବାରକୁ ଛାଡ଼ି ଜାପାନ୍ ର ରାଜକୁମାରୀ ଓ ତାଙ୍କ ସ୍ୱାମୀ କେଇ କୋମୁରୋ ଆମେରିକାରେ ରହିବେ । ଜାପାନୀ ମିଡିଆ ଏନଏଚକେ ର ରିପୋର୍ଟ ଅନୁସାରେ,…

ଚାଷୀଙ୍କ ପାଇଁ ବଡ଼ ଖବର! ୪ ଦିନ ଭିତରେ ଜମା କରନ୍ତୁ ଏହି ଡକ୍ୟୁମେଣ୍ଟ, ଆକାଉଣ୍ଟକୁ ଆସିବ ୪୦୦୦

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ବଡ଼ ପରିବର୍ତ୍ତନ ହୋଇଛି । ଏହି ଯୋଜନାରେ ଚାଲିଥିବା ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଉଠାଇଛନ୍ତି । ଏବେ ପିଏମ କିଷାନ ଯୋଜନାରେ ରେଜିଷ୍ଟ୍ରେସନ…

ଜମ୍ମୁ-କାଶ୍ମୀରର ଡୋଡାରେ ଭୟଙ୍କର ସଡ଼କ ଦୁର୍ଘଟଣା, ୮ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ସ୍ଥିତ ଡୋଡାରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ସକାଳ ଠଥରୀ-ଡୋଡା ମାର୍ଗରେ ହୋଇଥିବା ସଡ଼କ ର୍ଦୁଘଟଣାରେ ପ୍ରାୟ ୮ ଜଣଙ୍କ…

ମମିତାଙ୍କ ପରିବାରକୁ ଭେଟିଲେ କଂଗ୍ରେସ ଟିମ୍

ବଲାଙ୍ଗିର(ଓଡ଼ିଶା ଭାସ୍କର): ମହାଲିଙ୍ଗ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର୍ ହତ୍ୟା ମାମଲାକୁ ନେଇ ବର୍ତ୍ତମାନ ମାହୋଲ ସରଗରମ ରହିଛି । ଏହି ମାମଲା ଏବେ ରାଜନୈତିକ ମୋଡ ନେଇଛି । ତେବେ ଆଜି ମମିତାଙ୍କ ପରିବାରକୁ…

ଏବେ ଅନଲାଇନ୍ ବି ବ୍ୟବହାର କରିପାରିବେ Adobe Photoshop, ଇନଷ୍ଟଲ୍ କରିବାକୁ ପଡ଼ିବ ନାହିଁ ସଫ୍ଟୱେୟାର୍

ନୂଆଦିଲ୍ଲୀ: ଏବେ ଆପଣ ଅନଲାଇନ୍ ମଧ୍ୟ ବ୍ୟବହାର କରିପାରିବେ ଆଡୋବ୍ ଫଟୋସପ୍ (Adobe Photoshop) । ତେଣୁ ଯଦି ଆପଣଙ୍କ କମ୍ପ୍ୟୁଟର୍ ରେ ଷ୍ଟୋରେଜ୍ ଓ କଂଫିଗ୍ରେସନ୍ ନାହିଁ ତେବେ ଆଡୋବ୍ ଫଟୋସପ୍ ଚଳାଇବାରେ କୌଣସି…

ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୪୧୨ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀ…

ମହମ୍ମଦ ଶାମିଙ୍କ ବିରୋଧରେ ବିଚ୍ଛିନ୍ନତା ଅଭିଯାନ ରଚିଥିଲା ପାକିସ୍ତାନ: ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: ଭାରତର ଟି୨୦ ୱାର୍ଲ୍ଡ କପରେ ପାକିସ୍ତାନଠାରୁ ହାରିବା ପରେ ସୋସିଆଲ ମିଡିଆରେ ଫ୍ୟାନଙ୍କ ଆକ୍ରୋଶର ଶିକାର ହୋଇଥିଲେ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ଶାମି । ଇଣ୍ଟରନେଟରେ କିଛି ୟୁଜର୍ସ ତାଙ୍କ ପାଇଁ…

ତିଆରି ହେଲା ଦୁନିଆର ପ୍ରଥମ ୟୁନିସେକ୍ସ କଣ୍ଡୋମ୍, ପୁରୁଷ-ମହିଳା ଦୁହିଁଙ୍କ ପାଇଁ ଏହା ଉଦ୍ଦିଷ୍ଟ

ନୂଆଦିଲ୍ଲୀ: ଦୁନିଆର ପ୍ରଥମ ୟୁନିସେକ୍ସ କଣ୍ଡୋମ୍ ପ୍ରସ୍ତୁତ କରାଯାଇଛି । ଏହାର ଉପଯୋଗ ଉଭୟ ପୁରୁଷ ଓ ମହିଳା କରିପାରିବେ । ତେବେ ଏହି ୟୁନିସେକ୍ସ କଣ୍ଡୋମ୍ କୁ ମାଲେସିୟାର ଜଣେ ଗାଇନେକୋଲଜିଷ୍ଟ୍ ତିଆରି କରିଛନ୍ତି ।…

ବହିଷ୍କୃତ କନଷ୍ଟେବଳ ପ୍ରସନ୍ନଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନୀଷ ହତ୍ୟା ମାମଲାରେ ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି । ପ୍ରସନ୍ନଙ୍କ ୫ଟି ଘରେ ଏକାସାଙ୍ଗରେ ୫ଟି ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି । କଳ୍ପନା…