Browsing Category
Top Stories
ପୁଅ ଆଶାରେ ୮ ଥର କରାଇଲା ଗର୍ଭପାତ…… ଶେଷରେ ଏମିତି ପଦକ୍ଷେପ ନେଲା ସ୍ତ୍ରୀ
ମୁମ୍ବାଇ: ସ୍ୱାଧୀନତାର ୭୫ ବର୍ଷ ପରେ ରହିଛି ଅନ୍ଧବିଶ୍ୱାସ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ଯେଉଁଠାରେ ଜଣେ ପୁଅ ଆଶାରେ ସ୍ତ୍ରୀର ଆଠ ଥର ଗର୍ଭପାତ କରାଇଲା ସ୍ୱାମୀ । ଏନେଇ ମୁମ୍ବାଇ ଦାଦର…
ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ଦ୍ୱିତୀୟ; ପ୍ରଥମ ସ୍ଥାନରେ ଷ୍ଟାଲିନ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସୋମବାର ପ୍ରକାଶ ପାଇଛି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକା । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ…
‘ଟଙ୍କାଭର୍ତ୍ତି ୪ କାର ସହ ଦେଶ ଛାଡିଛନ୍ତି ଘନି’
ନୂଆଦିଲ୍ଲୀ: ତାଲିବାନ ଶାସନ କ୍ଷମତାକୁ ଫେରିବା ପରେ ଦେଶ ଛାଡି ପଳାୟନ କରିଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ ଘନି । ଗୋଟିଏ ପଟେ ତାଲିବାନ ଶାସନକୁ ନେଇ ସମଗ୍ର ବିଶ୍ୱରେ ଅସନ୍ତୋଷର ଛାୟା ଦେଖା ଦେଇଥିବା ବେଳେ…
ଘୋଷଣା ହେଲା ଜାତୀୟ ହସ୍ତଶିଳ୍ପ ପୁରସ୍କାର, ଓଡ଼ିଶାରୁ ପାଇବେ ୯ ଜଣ
ଭୁବନେଶ୍ୱର: ୨୦୧୮ ମସିହା ପାଇଁ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଘୋଷଣା । ଓଡ଼ିଶାରୁ ଏହି ପୁରସ୍କାର ପାଇବାକୁ ୯ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ୨ ଜଣଙ୍କୁ ଶିଳ୍ପଗୁରୁ, ୫ ଜଣଙ୍କୁ ଜାତୀୟ ହସ୍ତଶିଳ୍ପ, ୨ ଜଣ ଜାତୀୟ…
ଗଞ୍ଜାମରେ ୩୯ ସ୍କୁଲର ରୂପାନ୍ତରୀକରଣ ସମ୍ପୂର୍ଣ୍ଣ; ଛାତ୍ରଛାତ୍ରୀଙ୍କ ସହ ଭିଡ଼ିଓ କଲରେ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ଗସ୍ତ କରି…
LPG ନିୟମରେ ବଡ ପରିବର୍ତ୍ତନ; ଇଚ୍ଛା ମୁତାବକ ସମୟରେ ପାଇ ପାରିବେ ଡେଲିଭରୀ
ନୂଆଦିଲ୍ଲୀ: ଏଲପିଜି ଡେଲିଭରୀକୁ ନେଇ ସରକାରଙ୍କ ପକ୍ଷରୁ ବଡ ପରିବର୍ତ୍ତନ କରାଯାଇଛି । ଏଲପିଜି ଗ୍ୟାସ ବୁକିଂ କଲେ ସପ୍ତାହର ସମସ୍ତ ବାର ପାଇଁ ଏକ ନିର୍ଦ୍ଧାରିତ ସମୟ ରଖାଯାଇଛି । ତେବେ ଆପଣ ଯଦି ଚାହିଁବେ ଏହି ସମୟରେ…
ପୁଳା ପୁଳା ଟଙ୍କା ସହ ହେଲିକପ୍ଟରରେ ଓମାନ ପଳାଇଛନ୍ତି ଅଶରଫ ଘନୀ !
ନୂଆଦିଲ୍ଲୀ: ତାଲିବାନ ଭୟରେ ଆଫଗାନିସ୍ତାନ ଛାଡ଼ି ପଳାଇଥିବା ରାଷ୍ଟ୍ରପତି ଅଶରଫ ଘନୀ ଚାରଟି କାର ଏବଂ ଗୋଟିଏ ହେଲିକପ୍ଟର ସହ କାବୁଲରୁ ବାହାରିଥିଲେ । ଋଷ ନ୍ୟୁଜ ଏଜେନି୍ସ ଆରଆଇଏ ଏବଂ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ…
ଆଫଗାନିସ୍ତାନ ସ୍ଥିତିକୁ ନେଇ UNSCର ଜରୁରୀ ବୈଠକ
ନୂଆଦିଲ୍ଲୀ: ଆଫଗାନ ସଙ୍କଟ ଉପରେ UNSCର ଜରୁରୀ ବୈଠକ ଜାରି । ଭାରତ ଅଧ୍ୟକ୍ଷତାରେ ନ୍ୟୁୟର୍କରେ ଚାଲିଛି ଜରୁରୀ ବୈଠକ । ବୈଠକରେ ଜାତିସଂଘ ମହାସଚିବଙ୍କ ସୂଚନା, କହିଛନ୍ତି ‘ଏବେ ବିଶ୍ୱ ସମୁଦାୟ ଏକାଠି ହେବାର ସମୟ…
ଆଫଗାନୀ ଯୁଦ୍ଧବିମାନ ଧ୍ୱଂସ କଲା ଉଜବେକିସ୍ତାନ
ନୂଆଦିଲ୍ଳୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିଥିବା ବେଳେ ଏକ ଆଫଗାନୀ ଯୁଦ୍ଧବିମାନକୁ ଖସାଇ ଦେଇଛି ଉଜବେକିସ୍ତାନ । ରବିବାର ତାଲିବାନ କ୍ଷମତା ଦଖଲ କରିବା ପରେ ଏହି ଯୁଦ୍ଧବିମାନଟି ବେଆଇନ ଭାବରେ ଉଜବେକୀ ସୀମା…
ତାଲିବାନୀ ଆତଙ୍କ: ଭାରତୀୟଙ୍କୁ ଉଦ୍ଧାର ଲାଗି ହପଞ୍ଚିଲା ସ୍ୱତନ୍ତ୍ର ବିମାନ, ଜାଣନ୍ତୁ ପୂରା ଖବର
ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନରେ ଆରମ୍ଭ ହୋଇଯାଇଛି ତାଲିବାନୀ ରାଜ୍ । ତେବେ ସେଠାରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ କାବୁଲରେ ପହଞ୍ଚି ସାରିଛି । ସୂଚନା ଅନୁସାରେ…