Browsing Category

Top Stories

କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ନିର୍ମାଣ ହେବ ୮୯ ଇନଡୋର ଷ୍ଟାଡିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୋମବାର ରାଜ୍ୟ କ୍ୟାବିନେଟ ପକ୍ଷରୁ ବଡ ଘୋଷଣା କରାଯାଇଛି । ରାଜ୍ୟରେ ୮୯ଟି ଇନଡୋର ଷ୍ଟାଡିୟମ ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି । ରାଜ୍ୟରେ ୬୯୩.୩୫ କୋଟି ଟଙ୍କା…

ନୀରଜଙ୍କ ଅଲିମ୍ପିକ୍ସ ପ୍ରସ୍ତୁତରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା.. ‘TOPS’ରେ ଥିଲେ ସାମିଲ

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତର ଆଥଲେଟିକ୍ସ ପଦକ ମରୁଡି ଶେଷ କରିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ଅଲିମ୍ପିକ୍ସ ପ୍ରସ୍ତୁତିର ଖର୍ଚ୍ଚ ଚର୍ଚ୍ଚାରେ ରହିଛି । ଟୋକିଓରେ ସ୍ୱର୍ଣ୍ଣ ହାସଲ କରିଥିବା ନୀରଜ ଭାରତ…

ଜାତିସଂଘକୁ ମୋଦୀଙ୍କ ସମ୍ବୋଧନ: ସମୁଦ୍ର ପଥରେ ଆତଙ୍କୀ କାର୍ଯ୍ୟକଳାପ କରାଯାଉଥିବାରୁ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଆମ ସମୁଦ୍ରପଥ ହେଉଛି ଅନ୍ତରାଷ୍ଟ୍ରୀୟ ବାଣିଜ୍ୟର ଲାଇଫ୍ ଲାଇନ୍ । ଭାରତ ଅନେକ…

‘Special 26’ ଷ୍ଟାଇଲ୍ ରେ ଚୋରି, ଇରାନୀ ଗ୍ୟାଙ୍ଗର ୫ଜଣ ବନ୍ଧାହେଲେ

ନୂଆଦିଲ୍ଲୀ: ସିବିଆଇ ବେଶରେ ଆସି ଅପରାଧିକ କାର୍ଯ୍ୟ କରୁଥିବା ଇରାନୀ ଗ୍ୟାଙ୍ଗ ସହ ଜଡ଼ିତ ୫ ଜଣକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଏମାନଙ୍କ ଉପରେ  ଦିଲ୍ଲୀ ସହ ଉତ୍ତର ପ୍ରଦେଶ ଏବଂ ପଶ୍ଚିମରେ ମଧ୍ୟ ଅପରାଧିକ ମାମଲା ରୁଜୁ…

ଏସବିଆଇ ଗ୍ରାହକଙ୍କ ପାଇଁ ସତର୍କ ଘଣ୍ଟି: ଶୀଘ୍ର କରନ୍ତୁ ଏହି କାମ ନଚେତ ବନ୍ଦ ହୋଇଯିବ ଆକାଉଣ୍ଟ

ନୁଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଆଲର୍ଟ ଜାରି କରିଛି। ଏକ ନୋଟିସ ମାଧ୍ୟମରେ ୨୦୨୧ ସେପ୍ଟେମ୍ବର ୩୦ ପୂର୍ବରୁ ନିଜର ପର୍ମାନେଣ୍ଟ ଆକାଉଣ୍ଟ ନମ୍ବରକୁ ଆଧାର ସହ ଲିଙ୍କ କରିବାକୁ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ଭଦ୍ରକ ଜିଲ୍ଲାପାଳ ହେଲେ ତ୍ରିଲୋଚନ ମାଝୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ସ୍ତରରେ ଅଦଳ ବଦଳ କରାଯାଇଛି । ଏହି କ୍ରମରେ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ଜିଲ୍ଲାପାଳ ଘୋଷଣା କରାଯାଇଥିବା ବେଳେ ସରୋଜ କୁମାର ସେଠୀଙ୍କୁ…

ଗୋରା ହେବା ପାଇଁ ଲଗାନ୍ତୁ ଭୃସଙ୍ଗ ପତ୍ର ଫେସ୍ ପ୍ୟାକ୍, ଆଉ ପାଆନ୍ତୁ ବିନା ଦାଗର ଚେହେରା

ଓଡ଼ିଶା ଭାସ୍କର ବ୍ୟୁରୋ: ସାଧାରଣତଃ ଭୃସଙ୍ଗ ପତ୍ରକୁ ଖାଦ୍ୟ ତିଆରି କରିବାରେ ବ୍ୟବହାର କରିଥାଉ । ଖାଦ୍ୟରେ ସୁଗନ୍ଧ ଏବଂ ସ୍ୱାଦ ବଢ଼ାଇବା ପାଇଁ ଏହାକୁ ବ୍ୟବହାର କରାଯାଏ । ହେଲେ କଣ ଆପଣ ମାନେ ଜାଣିଛନ୍ତି କି ଖାଦ୍ୟ…

ଭାରତ ଫେରିଲା ଅଲିମ୍ପିକ୍ସ ଦଳ;ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ।

ନୂଆଦିଲ୍ଲୀ: ଭାରତ ଫେରିଛନ୍ତି ଅଲିମ୍ପିକ୍ସ ଦଳ । ଟୋକିଓରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ଭାରତ ଫେରିଛନ୍ତି ସମସ୍ତ ଆଥଲେଟ । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଖେଳାଳି…

ଜମ୍ମୁ କଶ୍ମୀର: ଗୁଳିମାଡ଼ରେ ବିଜେପି ନେତା ଓ ପତ୍ନୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଏକ ବଡ଼ ଆତଙ୍କବାଦୀ ଘଟଣା ଘଟିଛି। ଆତଙ୍କବାଦୀମାନେ ସହରର ଲାଲ ଛକଠାରେ ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଉଭୟଙ୍କୁ ଚିକିତ୍ସା…

ହକିର ଗ୍ରେଟ ୱାଲ ଶ୍ରୀଜେଶଙ୍କୁ ୧ କୋଟିର ଉପହାର;ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଳୀ: ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବ୍ରୋଞ୍ଜ ପଦକ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୋଲକିପର ପି ଆର ଶ୍ରୀଜେସଙ୍କୁ ମିଳିଛି ୧ କୋଟି ଟଙ୍କାର ଉପହାର । ଦୁବାଇର ବ୍ୟବସାୟୀ ଶମଶେର ଭାୟାଲିଲଙ୍କ…