
Browsing Category
Top Stories
କିଷାନଙ୍କ ପାଇଁ କ୍ୟାବିନେଟର ବଡ଼ ଫଇସଲା, ଫର୍ଟିଲାଇଜର ସବସିଡି ପାଇଁ ୨୮୬୫୫ କୋଟି ଘୋଷଣା
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଫାସ୍ଫୋଟିକ ଓ ପୋଟାଶିକ ଫର୍ଟିଲାଇଜର ପାଇଁ ଅତିରିକ୍ତ ୨୮୬୫୫ କୋଟିର ସବସିଡି ଘୋଷଣା…
ଆସୁଛି ଗୋଟିଏ ନୂଆ ବ୍ୟାଙ୍କ, RBI ଦେଲା ଲାଇସେନ୍ସ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସେଣ୍ଟ୍ରାଲ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ ଓ ଭାରତ ପେ’ର କନସୋର୍ଟିୟମକୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ (ଏସଏଫବି) ଭାବେ ଲାଇସେନ୍ସ ପ୍ରଦାନ କରିଛି । ବିଗତ ପ୍ରାୟ ୬…
ଆଜି ‘Gati Shakti Yojana’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଦେଶରେ ରୋଜଗାର ସୃଷ୍ଟି ପାଇଁ ୧୦୦ ଲକ୍ଷ କୋଟିର ପ୍ୟାକେଜ୍
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତି ଶକ୍ତି ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ଦେଶ ପାଇଁ ଏକ ମାଷ୍ଟର ପ୍ଲାନ ହୋଇଥିବା ବେଳେ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା…
ରାଶିଫଳ(ବୁଧବାର,୧୩ ଅକ୍ଟୋବର,୨୦୨୧)
ମେଷ- ଆଜି ଆପଣଙ୍କୁ ଆପଣଙ୍କ ଯୋଗ୍ୟତାର ବିକାଶ କରିବାର ସୁଯୋଗ ମିଳିପାରେ । ଏହି ସୁଯୋଗର ଆପଣ ପୂରା ଲାଭ ଉଠାନ୍ତୁ ଏବଂ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ।
ବୃଷ- ଏହି କ୍ଷେତ୍ରରେ ଆପଣ ବଢ଼ାଇଥିବା ପାଦ…
ଟି-୨୦ ୱାର୍ଲ୍ଡ କପ୍: ମେଣ୍ଟର ପାଇଁ ଧୋନୀ ନେବେନି ଅର୍ଥ
ନୂଆଦିଲ୍ଲୀ: ଅକ୍ଟୋବର ୧୭ ରୁ ଆରମ୍ଭ ହେବାକୁ ଯାଉଛି ଟି -୨୦ ବିଶ୍ୱକପ୍ । ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଦଳର ମେଣ୍ଟର କରାଯାଇଛି । ଅକ୍ଟୋବର ୨୪ ରେ ପ୍ରଥମ ମ୍ୟାଚରେ ଦଳ ପାକିସ୍ତାନକୁ ଭେଟିବ । ଏହାରି ମଧ୍ୟରେ…
ଏୟାରପୋର୍ଟରେ ପଶିଲା ପାଣି, ଟ୍ରାକ୍ଟରରେ ଟର୍ମିନାଲ ପର୍ଯ୍ୟନ୍ତ ଗଲେ ଯାତ୍ରୀ
ମଙ୍ଗଳବାର ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହେତୁ ବିମାନବନ୍ଦର ସମେତ ସହରର ଅନେକ ରାସ୍ତା ପାଣିରେ ବୁଡ଼ି ଯାଇଥିଲା । ବେଙ୍ଗାଲୁରୁର କାମ୍ପାଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିଲା ।…
ଫେରିପାରେ ‘ବ୍ଲାକ ଡେଥ୍’ ମହାମାରୀ ! ଋଷ ଡାକ୍ତର ଦେଲେ ସତର୍କ ସୂଚନା
ନୂଆଦିଲ୍ଲୀ: ଫେରିପାରେ ‘ବ୍ଲାକ ଡେଥ୍’ ମହାମାରୀ । ‘ବ୍ଲାକ ଡେଥ୍’ ମହାମାରୀକୁ ନେଇ ସତର୍କ ଚେତାବନୀ ଦେଇଛନ୍ତି ଋଷିଆର ଶ୍ରେଷ୍ଠ ଡାକ୍ତର ଆନ୍ନା ପୋପୋଭା । ସେ କହିଛନ୍ତି ପାଣିପାଗରେ ପରିବର୍ତ୍ତନ ତଥା ଗ୍ଲୋବାଲ…
ଆଫଗାନିସ୍ତାନକୁ ୟୁରୋପୀୟ ୟୁନିଅନର ୧ ବିଲିୟନ ୟୁରୋ ପ୍ୟାକେଜ ଘୋଷଣା
ନୂଆଦିଲ୍ଲୀ: ଆଫଗାନିସ୍ତାରେ ତାଲିବାନ କବ୍ଚା ପରଠାରୁ ସେଠାରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି । ନିକଟରେ ଆଫଗାନିସ୍ତାନରେ ବେରୋଜଗାରୀ, ଦାରିଦ୍ର୍ୟ ଏବଂ ଖାଦ୍ୟ ସଙ୍କଟ ଦେଖାଦେଇଥିବା ନେଇ ରିପୋର୍ଟ ପ୍ରକାଶିତ…
ପୃଥିବୀ ବାହାରେ ରହିଛି ଜୀବନ! ବୈଜ୍ଞାନିକଙ୍କୁ ମିଳିଲା ପ୍ରମାଣ
ନୂଆଦିଲ୍ଲୀ: ପୃଥିବୀ ବାହାରେ ଅନ୍ୟ କୌଣସି ଗ୍ରହରେ ଜୀବସତ୍ତା ରହିଛି କି ନାହିଁ ? ତାହା ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇଆସିଛି । କିନ୍ତୁ ଏହାରି ମଧ୍ୟରେ ବୈଜ୍ଞାନିକ ଏବେ ଏକ ରେଡିଓ ସିଗ୍ନାଲ ପାଇଛନ୍ତି, ଯାହା ଆଧାରରେ…
୨୦୨୨ରେ ୮.୫% ରହିବ ଭାରତର ଆର୍ଥିକ ଅଭିବୃଦ୍ଧି: ଆଇଏମଏଫ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ୨୦୨୧ ମସିହାରେ ଭାରତର ଜିଡିପି ଅଭିବୃଦ୍ଧି ୯.୫% ଏବଂ ୨୦୨୨ରେ ୮.୫% ହେବା ନେଇ ଆକଳନ କରିଛି । ଏହାପୂର୍ବରୁ ଚଳିତ ବର୍ଷ ଜୁଲାଇରେ ଆଇଏମ୍ଏଫ୍ ଭାରତର ଅଭିବୃଦ୍ଧି…