Browsing Category
Top Stories
ବିପଦ ସଙ୍କେତ ଉପରେ ଜଳକା ନଦୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ଟପିଛି ଜଳକା ନଦୀ । ବସ୍ତାର ମଥାନି ନିକଟରେ ବିପଦ ସଙ୍କେତ ଟପିଛି ଜଳକା । ମଥାନିଠାରେ ବିପଦ ସଙ୍କେତ ୫.୫ ମିଟର ହୋଇଥିବା ବେଳେ ସେଠାରେ ୫.୮୧ ମିଟର ଜଳ…
ପିପିଲି ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ
ପିପିଲି(ଓଡ଼ିଶା ଭାସ୍କର): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଚାଲିବ ଭୋଟ୍ । ମତଦାନ ପାଇଁ ପିପିଲିରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଜେଡିରୁ…
ରାଶିଫଳ(ଗୁରୁବାର,୩୦ ସେପ୍ଟେମ୍ବର,୨୦୨୧)
ମେଷ - ଆଜି କର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ…
ଆଜି ପିିପିଲି ଉପନିର୍ବାଚନ, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୯ ହଜାର ୮୮୯ ଭୋଟର୍
ପିିପିଲି (ଭାସ୍କର ନ୍ୟୁଜ୍): ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଜି ସକାଳ ୭ଟାରୁ ପିିପିଲି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହେବ । ନୂଆ ବିଧାୟକ ବାଛିବେ ପିିପିଲିବାସୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ…
ନ୍ୟୁଜରୁମରେ କ୍ରିଏଟିଭିଟିର ଅଭାବ ଓ ଷ୍ଟୋରୀର ଦେବାଳିଆପଣ ପାଇଁ ଯାଇଛି ଅରିନ୍ଦମଙ୍କ ଜୀବନ; କ୍ଷୋଭ ପ୍ରକାଶ କଲେ ସତ୍ୟ ପ୍ରକାଶ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗକୁ ନେଇ ଶୋକର ଛାୟା ଖେଳିଯାଇଛି । ଜଣେ ନୀର୍ଭିକ ସାମ୍ବାଦିକଙ୍କ ବିୟୋଗରେ ସବୁଆଡେ ଶୋକର ଛାୟା ଖେଳି ଯାଇଥିବା ବେଳେ ଏହାକୁ ନେଇ…
ନିଶାରେ ଏତେ ଚୁର କି ନିଜକୁ ଖୋଜିବାକୁ ଗଠିତ ଅନୁସନ୍ଧାନକାରୀ ଦଳ ସହ ବାହାରିଲା ମଦୁଆ
ନୂଆଦିଲ୍ଳୀ: ଜଣେ ୫୦ ବର୍ଷୀୟ ମଦୁଆ ଏମିତି କିଛି କାମ କରିଛି ଯାହା ଶୁଣିଲେ ଆପଣ ହସି ହସି ବେଦମ ହୋଇଯିବେ । ନିଖୋଜ ହୋଇଥିବା ଜଣେ ମଦୁଆକୁ ଖୋଜିବା ପାଇଁ ଗୋଟିଏ ଟିମ ଗଠନ ହୋଇଥିବା ବେଳେ ଏହି ଟିମ ସହିତ ମିଶି ନିଜକୁ…
ଖରସ୍ରୋତା ପ୍ରକଳ୍ପରେ IIT ହାଇଦ୍ରାବାଦର ମିଥ୍ୟା ରିପୋର୍ଟ; ତଦନ୍ତ ଦାବି କଲା କଂଗ୍ରେସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର):କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀରେ ନିର୍ମାଣଧୀନ ମେଗା ପାଇପ ଜଳ ପ୍ରକଳ୍ପରେ ଆଇ.ଆଇ.ଟି ହାଇଦ୍ରାବାଦର ଜାଲି ରିପୋର୍ଟ ଦେଖାଇ ସରକାର ପ୍ରକଳ୍ପ ମଂଜୁର କରିଛନ୍ତି । ଜାଲ ରିପୋର୍ଟ…
ପ୍ରକାଶ ପାଇଲା OJEE ରେଜଲ୍ଟ; ବିଟେକରେ ପୀୟୁଷ ଚନ୍ଦୁକା ଟପ୍ପର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୁଧବାର ପ୍ରକାଶ ପାଇଛି ଓଜେଇଇ ପରୀକ୍ଷାଫଳ । ବୁଧବାର ପ୍ରକାଶିତ ପରୀକ୍ଷାଫଳରେ ୪୯ ହଜାର ୨୭୯ ଜଣ ରାଙ୍କରେ ଥିବା ଜଣାପଡିଛି । ସମୁଦାୟ ୪୯୩୬୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ…
ରୟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ: ଟସ ଜିତି କୋହଲିଙ୍କ ଫିଲ୍ଡିଂ ନିଷ୍ପତ୍ତି
ନୂଆଦିଲ୍ଳୀ: ଆଇପିଏଲର ୪୩ ତମ ମୁକାବିଲାରେ ପରସ୍ପର ସମ୍ମୁଖୀନ ହେବାକୁ ଯାଉଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆରସିବି ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି…
ଶାହଙ୍କ ବାସଭବନରେ ଅମରିନ୍ଦର; ବିଜେପିରେ ଯୋଗ ଦେବା ସମ୍ଭାବନା ବଢିଲା
ନୂଆଦିଲ୍ଳୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ଯୋଗ ଦେବାର ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ଗସ୍ତରେ ରହିଥିବା ଅମରିନ୍ଦର…