Browsing Category

Top Stories

ପୁଣି ଆସିବ ଲଘୁଚାପ, ଗୋଟିଏ ନ ଯାଉଣୁ ଆଉ ଗୋଟିଏ ଦାନା ବାନ୍ଧୁଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ସତେ ଯେପରି ଘର କରି ରହିଛି । ଗୋଟିଏ ନ ଯାଉଣୁ ପୁଣି ଗୋଟିଏ ଆସିବାକୁ ଦାନା ବାନ୍ଧୁଛି । ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ଚୀନ ସାଗର ପଟୁ ପୂର୍ବ କେନ୍ଦ୍ରୀୟ…

ଆସନ୍ତା ସପ୍ତାହରୁ ଶସ୍ତା ହୋଇଯିବ ଖାଇବା ତେଲ, କାର୍ଯ୍ୟକାରୀ ହେବାକୁ ଯାଉଛି ସରକାରଙ୍କ ଏହି ନୂଆ ଯୋଜନା

ନୂଆଦିଲ୍ଲୀ: ଆଗକୁ ପର୍ବପର୍ବାଣି ଋତୁ ଆସୁଥିବାରୁ ଖାଇବା ତେଲର ପ୍ରସ୍ତୁତି ଉପରେ କେନ୍ଦ୍ର ସରକାର ଜୋର ଦେଇଛନ୍ତି । ଗୋଟିଏ ପଟେ ଆମଦାନୀ ବୃଦ୍ଧି ପାଇଁ ଆମଦାନୀ ଡ୍ୟୁଟି ହ୍ରାସ କରିଛନ୍ତି । ସେହିପରି ଅନ୍ୟପଟେ ଖାଇବା…

ଅଚାନକ୍ କୁକୁରଙ୍କ ରଙ୍ଗ ହେଲା ନୀଳ, ୪ ବର୍ଷ ପୂର୍ବରୁ ଭାରତରେ ଘଟିଥିଲା ଏପରି ଘଟଣା

ଆପଣ କେବେ ନୀଳ ବା ସବୁଜ ରଙ୍ଗର କୁକୁର ଦେଖିଛନ୍ତି କି? କେବଳ ହୋଲି ଦିନକୁ ବାଦ୍ ଦେଇ ଆପଣ ଏହି ରଙ୍ଗର କୁକୁରକୁ କେବେବି ଦେଖିନଥିବେ । କୁକୁର ଏପରି ଏକ ଜୀବ, ଯାହାକୁ ସବୁଠାରୁ ଅଧିକ ପ୍ରେମ, ଗାଳି ଓ ଅପମାନ ମିଳିଥାଏ…

ତୁମର ଅନ୍ତରଙ୍ଗ ଭିଡିଓ ଭାଇରାଲ୍ କରିଦେବି, ଯୁବତୀଙ୍କ ପାଖକୁ ଆସିଲା ଧମକପୂର୍ଣ୍ଣ କଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ତୁମର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋ ପାଖରେ ଅଛି । ତୁମର କାହା ସହ ରିଲେସନ ଥିଲା, କାହା ସହ ବୁଲୁଥିଲ ସେସବୁର ପ୍ରମାଣ ମଧ୍ୟ ମୁଁ ରଖିଛି । ଶୀଘ୍ର ଟଙ୍କା ପଠାଅ, ନଚେତ୍ ମୁଁ ଭାଇରାଲ…

କରଞ୍ଜିଆ ଟ୍ରେଜେରୀ ଅଫିସରେ ଅଗ୍ନିକାଣ୍ଡ

କରଞ୍ଜିଆ(ଓଡ଼ିଶା ଭାସ୍କର): କରଞ୍ଜିଆ ଟ୍ରେଜେରୀ ଅଫିସରେ ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ଅଫିସର କାଗଜପତ୍ର ଓ କମ୍ପ୍ୟୁଟର ପୋଡ଼ି ନଷ୍ଟ ହୋଇଛି । ବିଦ୍ୟୁତ୍ ସର୍ଟସର୍କିଟରୁ ଅଗ୍ନିକାଣ୍ଡ…

ଫୁଟିଲା ଜବତ ବାଣ ଓ ବୋମା, ମାଟିରେ ମିଶିଲା ବଳଙ୍ଗା ଥାନା

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ହୋଇଛି ଭୟଙ୍କର ବିସ୍ଫୋରଣ । ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏହି ବିସ୍ଫୋରଣରେ ଥାନାର ଛାତ ଉଡ଼ିଯିବା ସହିତ କାନ୍ଥ ଭୁଶୁଡ଼ି ପଡିଛି । ତୀବ୍ର ବିସ୍ଫୋରଣ…

ରାଶିଫଳ(ମଙ୍ଗଳବାର,୨୮ ସେପ୍ଟେମ୍ବର,୨୦୨୧)

ମେଷ - ପରିବାର ମଧ୍ୟରେ ହସଖୁସିରେ ଦିନ କଟିବ କିନ୍ତୁ ଦୈନଦିନ ଗୁଜୁରାଣ ନିମନ୍ତେ ଚିନ୍ତା ରହିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ଟଙ୍କାପଇସାର ଅଭାବ ଆଜି କୋଣସି ପ୍ରକାରେ ସ୍ବଭାବ…

ସରିଲା ପିିପିଲି ଉପନିର୍ବାଚନ ପ୍ରଚାର, ୩୦ରେ ଭେଟ୍‌ : ଏକ୍‌ଜିଟ୍‌ ପୋଲ୍‌ ଉପରେ ଜାରି ହେଲା ନିଷେଧାଦେଶ

ପିପିଲି/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ପିପିଲି ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ସରିଛି ପ୍ରଚାର ଅଭିଯାନ । ପ୍ରତିଶ୍ରୁତି ଓ ପ୍ରଚାରର ପର୍ବ ସରିବା ପରେ ଏବେ ଚଳିତ ମାସ ୩୦ ତାରିଖରେ ହେବାକୁ ଥିବା ମତଦାନ ଉପରେ…

REETରେ ଚିଟ କରିବା ପାଇଁ ସ୍ୱତନ୍ତ୍ର ଚପଲ: ୪୦ ଜଣଙ୍କୁ ଗିରଫ କଲାଣି ପୋଲିସ

ନୂଆଦିଲ୍ଲୀ: ରାଜସ୍ଥାନ ସରକାରୀ ସ୍କୁଲ୍ଗୁଡ଼ିକ ପାଇଁ ଶିକ୍ଷକ ଚୟନ ନିମନ୍ତେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ କପି କରିବାକୁ ଉଦ୍ୟମ କରି ୫ଜଣ ପରୀକ୍ଷାର୍ଥୀଙ୍‌କ ସମେତ ୪୦ ଜଣ ଗିରଫ ହୋଇଛନ୍ତି। ସେମାନେ…

ଖୁବ୍‌ ଶୀଘ୍ର ଆସିବ ନ୍ୟାସନାଲ ଲ୍ୟାଣ୍ଡ ମନିଟାଇଜେସନ କୋ ଅପରେସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ ଶୀଘ୍ର ଆସିବାକୁ ଯାଉଛି ନ୍ୟାସନାଲ ଲ୍ୟାଣ୍ଡ ମନିଟାଇଜେସନ କର୍ପୋରେସନ । ବିଭିନ୍ନ କୋର ସେକ୍ଟର ଏବଂ ନନ କୋର ସେକ୍ଟରର ଜମିକୁ କେନ୍ଦ୍ରୀୟ ଉଦ୍ୟୋଗ ପାଇଁ ନିବେଶ କରିବାକୁ…