Browsing Category

Top Stories

ରାଶିଫଳ(ଶନିବାର,୧୮ ସେପ୍ଟେମ୍ବର,୨୦୨୧)

ମେଷ - ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ ।…

ଟଙ୍କା ବର୍ଷା କରୁଛନ୍ତି ଏହି ତିନି କମ୍ପାନୀ , କର୍ମଚାରୀଙ୍କୁ ମିଳିବ ୧୨୦% ଅଧିକ ଦରମା 

ନୂଆଦିଲ୍ଲୀ- ଆଇଟି କର୍ମଚାରୀ ଙ୍କ ପାଇଁ ଖୁସି ଖବର । ବଢିବାକୁ ଯାଉଛି ସେମାନଙ୍କ ଦରମା ବିଭିନ୍ନ କ୍ଷେତ୍ରରେ କର୍ମଚାରୀଙ୍କୁ ଛଟେଇ କରାଯାଉଥିବା ବେଳେ ଆଇଟି କର୍ମଚାରୀଙ୍କ ଦରମା କିନ୍ତୁ ବଢିବାରେ ଲାଗିଛି । ଇନଫୋସିସ…

କେବଳ ଇଂରାଜୀ ନୁହେଁ, ଏହିସବୁ ଭାଷାରେ ବି ତିଆରି ହୋଇପାରିବ ଆଧାର କାର୍ଡ; ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ: ଆଧାର କାର୍ଡ ହେଉଛି ବର୍ତ୍ତମାନ ସମୟରେ ଏକ ନିହାତି ଜରୁରୀ ଦସ୍ତାବିଜ୍ ଯାହା ଭାରତୀୟ ନାଗରିକଙ୍କ ପାଖରେ ରହିବା ଆବଶ୍ୟକ । ବ୍ୟାଙ୍କ ଖାତା ଖୋଲିବା ପାଇଁ, ଯାନବାହାନ ପଞ୍ଜୀକରଣ କରିବା ପାଇଁ ପ୍ରତ୍ୟେକଟି…

ମଉଳିଲା ଆଶା: ଜିଏସଟି ପରିସରଭୁକ୍ତ ହେବନି ପେଟ୍ରୋଲ-ଡିଜେଲ୍, ଜିଏସଟି ପରିଷଦର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ଵରେ ଜିଏସଟି ପରିଷଦର ୪୫ତମ ବୈଠକ ସଂପନ୍ନ ହୋଇଛି। ଆଶା କରାଯାଉଥିଲା ପେଟ୍ରୋଲ ଓ ଡିଜେଲ୍କୁ ଜିଏସଟି ପରିସରଭୁକ୍ତ କରାଯିବ। ହେଲେ ପେଟ୍ରୋଲ ଓ ଜିଏସଟିକୁ…

ଖୁସି ଖବର: ଭାରତୀୟ ବୈଜ୍ଞାନିକଙ୍କୁ ମିଳିଲା ଡେଙ୍ଗୁ ଔଷଧ, ଜାଣନ୍ତୁ ମିଳିବ କେବେ

ନୂଆଦିଲ୍ଲୀ: ଡେଙ୍ଗୁ ରୋଗର ଚିକିତ୍ସା ପାଇଁ ବୈଜ୍ଞାନିକମାନେ ସଫଳତା ପାଇଛନ୍ତି । ଲକ୍ଷ୍ନୌ କେନ୍ଦ୍ରୀୟ ଔଷଧି ଅନୁସନ୍ଧାନ ସଂସ୍ଥାନ (ସିଏସଆଇଆର-ସିଡିଆରଆଇ)ର ବୈଜ୍ଞାନିକମାନେ ଡେଙ୍ଗୁର ଡ୍ରଗ ଖୋଜି ପାଇଥିବା କୁହାଯାଉଛି…

କନ୍ୟା ରାଶିରେ ଆଜି ସୂର୍ଯ୍ୟଙ୍କ ପ୍ରବେଶ, ଜାଣନ୍ତୁ ଅନ୍ୟ ରାଶିରେ କିପରି ରହିବ ପ୍ରଭାବ

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ସୂର୍ଯ୍ୟ ଆଜି ରାଶି ପରିବର୍ତ୍ତନ କରି କନ୍ୟା ରାଶିରେ ପ୍ରବେଶ କରିବେ । କନ୍ୟା ସୂର୍ଯ୍ୟଙ୍କ ମିତ୍ର ରାଶି ହୋଇଥିବାରୁ ଏହାର ପ୍ରଭାବ ଅନ୍ୟ ରାଶି…

ଟ୍ରକ ଡ୍ରାଇଭରଙ୍କ ଦରମା ୭୨ ଲକ୍ଷ, କହିଲେ- ଏତିକି ତ ମୋ ବସ୍‌କୁ ବି ମିଳୁନି

ନୂଆଦିଲ୍ଲୀ: ବ୍ରିଟେନ୍ ସୁପରମାର୍କେଟ୍ ରେ ମାଲ୍ ପରିବହନ କରୁଥିବା ଟ୍ରକ ଡ୍ରାଇଭରଙ୍କୁ ଯେତେ ଟଙ୍କା ଦରମା ଆକାରରେ ମିଳୁଛି ସେତିକି ଟଙ୍କା ଆମ ଦେଶରେ ଅର୍ଥାତ୍ ଭାରତରେ ବଡ଼ ବଡ଼ ଇଞ୍ଜିନିୟର୍ ମାନଙ୍କୁ ବି ମିଳୁନି ।…

ମାସ୍କ ନଥିଲା, ସୁପରମାର୍କେଟରେ ମହିଳାଙ୍କୁ ଉଲଗ୍ନ କରି ପକାଇଲା ପୋଲିସ; ତାପରେ…

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ମାସ୍କ ପିନ୍ଧିବା ଖୁବ୍ ଜରୁରୀ ହୋଇପଡ଼ିଛି । ତେବେ ଅନେକ ସଂଖ୍ୟାରେ ଲୋକ ଏହି ନିୟମକୁ ପାଳନ କରୁଛନ୍ତି । କିନ୍ତୁ କିଛି ଏପରି ରହିଛନ୍ତି ଯେଉଁ ମାନେ ବିଭିନ୍ନ କାରଣ ଦେଖାଇ ମାସ୍କ…

ପୋଖରୀରେ ବୁଡ଼ି ବାପ-ପୁଅ ମୃତ

ଅନୁଗୁଳ(ଓଡ଼ିଶା ଭାସ୍କର): ପୋଖରୀରେ ବୁଡ଼ି ବାପା ଓ ପୁଅ ପ୍ରାଣ ହରାଇଛନ୍ତି । ପୁଅର ବୟସ ୪ ବର୍ଷ ହୋଇଥିବା ଜଣାପଡ଼ିଛି । ବଅଁରପାଳ କଇଁଛବାହାଳ ଗାଁ ରେ ଥିବା ଏକ ପୋଖରୀରେ ବୁଡ଼ିଯାଇଛନ୍ତି ଏହି ବାପା ଓ ପୁଅ । ଗାଧୋଇବାକୁ…

ମା-ବାପାଙ୍କୁ ହଇରାଣ କରିବା ପୁଅକୁ ପଡିଲା ମହଙ୍ଗା, କୋର୍ଟଙ୍କ ଆଦେଶ- ତୁରନ୍ତ ଫ୍ଲାଟ୍ ଖାଲି କର

ମୁମ୍ବାଇ: ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀକୁ ବୃଦ୍ଧ ବାପା-ମାଆଙ୍କ ଘରକୁ ଏକ ମାସ ଭିତରେ ଖାଲି କରିବାକୁ ଆଦେଶ ଦେଇଛନ୍ତି ହାଇକୋର୍ଟ । ଏହି ବ୍ୟକ୍ତି ନିଜ ବାପାଙ୍କ ଗୋଟିଏ ବୋଲି ପୁଅ ହୋଇଥିବା ବେଳେ ସେମାନଙ୍କୁ ଖୁବ୍…