
Browsing Category
Top Stories
ପ୍ରେମିକ ନାଁରେ ସିନ୍ଦୁର ପିନ୍ଧୁଥିଲା ଝିଅ, ଜାଣିବାପରେ ତଣ୍ଟିଚିପି ମାରିଦେଲା ମା’
ୟୁପି: ଉତ୍ତରପ୍ରଦେଶର ଇଟାୱାରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଝିଅ ନିଜ ମଥାରେ ବୟଫ୍ରେଣ୍ଡ ନାମରେ ସିନ୍ଦୁର ଲଗାଉଥିଲା । ଏଥିରେ ଖୁବ୍ ଜୋରରେ ରାଗି ଯାଇ ମାଆ ତଣ୍ଟି ଚିପି ନିଜ ଝିଅକୁ ହତ୍ୟା କରିଛି । ପୋଲିସ୍…
ଆତଙ୍କବାଦୀଙ୍କ ବନ୍ଧୁକ ମୁନରେ ୭୩ ଛାତ୍ରଛାତ୍ରୀଙ୍କ ଜୀବନ
ନୂଆଦିଲ୍ଲୀ: ଆତଙ୍କ ପ୍ରପୀଡ଼ିତ ନାଇଜେରିଅରାରେ ପୁନର୍ବାର ଏକ ଆତଙ୍କୀ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଦେଶର ଉତ୍ତର ପଶ୍ଚିମ ପ୍ରାନ୍ତର ଏକ ସ୍କୁଲ ଉପରେ ଆତଙ୍କୀ ମାନେ ଆକ୍ରମଣ କରିବା ସହିତ ୭୩ ଜଣ ଛାତ୍ରଛାତ୍ରୀଙ୍କୁ…
ଅନ୍ଧ ପ୍ରେମ: ଶାଳୀ ସହିତ ମିଶି ବିଷ ଖାଇ ପ୍ରାଣ ହରାଇଲା ଜ୍ୱାଇଁ
ବରେଲୀ: ଜଣେ ବ୍ୟକ୍ତି ନିଜ ଶାଳୀ ସହିତ ମିଶି ବିଷ ଖାଇ ପ୍ରାଣ ହରାଇଛନ୍ତି । ଏହି ଘଟଣା ଘଟିଛି ବରେଲୀ ଜିଲ୍ଲାର ଭୋଜିପୁରା ଅଞ୍ଚଳରେ । ଏହି ଘଟଣା ବୁଧବାର ଦିନ ଘଟିଛି । ସୂଚନା ଯେ, ଜଣେ ୨୬ ବର୍ଷିୟ ବ୍ୟକ୍ତି ଓ ଜରେ…
CR7ଙ୍କ ଆଉ ଏକ ମାଇଲଖୁଣ୍ଟ; ସର୍ବାଧିକ ଆନ୍ତର୍ଜାତୀୟ ଗୋଲର ରେକର୍ଡ
ନୂଆଦିଲ୍ଲୀ: ପର୍ତ୍ତୁଗାଲ ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି । ନିଜ କ୍ୟାରିୟରର ୧୧୧ ତମ ଗୋଲ ସ୍କୋର କରିବା ସହିତ ଆନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ…
ଉଡ଼ୁଥିବା ଡ୍ରୋନକୁ ଖାଇଗଲା କୁମ୍ଭୀର, ମୁହଁରୁ ବାହାରିଲା ଭୀଷଣ ଧୁଆଁ; ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ କରିବା ପରି ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଗୋଟିଏ କୁମ୍ଭୀର ଉଡ଼ୁଥିବା ଡ୍ରୋନ୍ କୁ ଖାଇଗଲା । ସେ ଡ୍ରୋନ୍ କୁ କୌଣସି ,ଏକ ଉଡ଼ୁଥିବା ଜୀବ ବୋଲି ଭାବି ଗିଳିଦେଇଛି ।…
ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଉଠୁଛି ପ୍ରଶ୍ନ, କମ୍ ବୟସରେ କାହିଁକି ଆସେ ହାର୍ଟ ଆଟାକ୍ ?
ନୂଆଦିଲ୍ଲୀ : ହାର୍ଟ ଆଟାକ୍ ଯୋଗୁଁ ଅଭିନେତା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ପରଲୋକ ଘଟିଛି । ବିଗ୍ ବସ୍ -୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ୪୦ ବର୍ଷ ବୟସ ହୋଇଥିଲା ଓ ଏହି ବୟସରେ ହାର୍ଟ ଆଟାକ୍ ହେତୁ…
ଖାଇବା କଣ୍ଟ୍ରୋଲ କରି ପାଡ଼ିଲେ, ଜାରରେ ଭର୍ତ୍ତି କରି ବିକିଲେ; ଆଉ ଏମିତି ଲକ୍ଷପତି ବନିଗଲେ ମହିଳା
ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନରେ ପାଡିବାକୁ ଅନେକ ଲୋକ ଅସଭ୍ୟତା ବିବେଚନା କରିଥାନ୍ତି । ଏପରିକି ଏପରି କରୁଥିଲେ ସାଧାରଣ ଲୋକ ଅପମାନିତ ବୋଧ କରିଥାନ୍ତି । ଏପରି ସମୟରେ ଜଣେ ମହିଳା ନିଜ ପାଡ ବିକି ଲକ୍ଷପତି ହୋଇ…
ଖାଇବା ପାଇଁ ବିକଳ ହେଉଛନ୍ତି ୫୦% ଶିଶୁ, ଆଫଗାନିସ୍ତାନରେ ମିଳୁନି ଖାଦ୍ୟ: ଜାତିସଂଘର ଚେତାବନୀ
କାବୁଲ: ଆଫଗାନିସ୍ତାନରେ ତାଲିବାନ ମାନେ ନିଜର ଶାସନ ଆରମ୍ଭ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଅନ୍ୟପଟେ ଦେଶରେ ବର୍ତ୍ତମାନ ଖାଦ୍ୟ ସଙ୍କଟ ଦେଖାଦେଇଛି । ଏହା ମଧ୍ୟରେ ଜାତିସଂଘ ଚେତାବନୀ ଦେଇଛନ୍ତି ଯେ,…
IAS ସ୍ତରରେ ଅଦଳବଦଳ, କେନ୍ଦ୍ରୀୟ ଡେପୁଟେସନରେ ଗଲେ ପ୍ରମୋଦ କୁମାର ମେହେର୍ଦ୍ଦା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରିଲିଭ…
ସ୍ପେସରେ କିପରି ଧୁଅନ୍ତି ଚୁଟି, ଅନ୍ତରିକ୍ଷ ଯାତ୍ରୀ ଜାରି କଲେ ଭିଡିଓ
ନୂଆଦିଲ୍ଲୀ: ଅନ୍ତରିକ୍ଷକୁ ନେଇ ଲୋକମାନଙ୍କ ମନରେ ଅନେକ କୋଳାହଳ ଜାରି ରହିଥାଏ । ସେଠାକାର ଜୀବନ ଶୈଳୀ ଓ ସେଠାକାର ବିଭିନ୍ନ ଘଟଣା ସମ୍ପର୍କରେ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ସ୍ପେସ୍ କୁ ଯାଉଥିବା ଯାତ୍ରୀ…