Browsing Category

Top Stories

ପରଲୋକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ, ୩୧ା୮: ପରଲୋକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ତାଙ୍କ ପରଲୋକ ସମ୍ପର୍କରେ ସୂଚନା ଦେଇଛନ୍ତି ପୁଅ ଅଭିଜିତ ମୁଖାର୍ଜୀ । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ବୟସ ହୋଇଥିଲା । ସେ ଦିଲ୍ଲୀ ସ୍ଥିତ…

ଆକାଶ ମାର୍ଗରୁ ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ଆଜି ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲିକପ୍ଟର ଯୋଗେ ବନ୍ୟା ଅଞ୍ଚଳ ସ୍ଥିତିି ଦେଖିଛନ୍ତି । ବନ୍ୟା ଅଞ୍ଚଳ ପରିଦର୍ଶନ ପରେ…

ଗୋଟିଏ ଦିନରେ ଭୁବନେଶ୍ୱରରୁ ୪୦୪ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୪୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି…

ରାଜଧାନୀରେ କଟକଣା ଭିତରେ ହେବ ଦୁର୍ଗାପୂଜା

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କଟକଣା ଭିତରେ ଦୁର୍ଗାପୂଜା ହେବ । ସେହିପରି କଟକରେ ମଧ୍ୟ କଟକଣା ଭିତରେ ପୂଜା ହେବ । କିନ୍ତୁ ତୋରଣ, ସାଜସଜ୍ଜା, ଭସାଣୀ, ସାଂସ୍କୃତିକ କାର୍ଯ୍ୟକ୍ରମ ହେବ…

ଆଖି ଡେଇଁବା ଶୁଭ ନା ଅଶୁଭ? କିନ୍ତୁ ..

ଆଖି ଡେଇଁବା ବା ଫଡ ଫଡ ହେବା ଅନେକ ଲୋକଙ୍କ ପାଇଁ ଶୁଭ, ଅଶୁଭର ସଂକେତ ହୋଇଥାଏ ବୋଲି ଧରାଯାଏ । ଅନେକ ଲୋକ ଏହାର ମହତ୍ତ୍ବ ଦେଇଥାନ୍ତି ଓ ଆଉକିଛି ଲୋକ ଏହାକୁ ଏଡାଇ ଥାନ୍ତି । ବାମ ଆଖି ଡେଇଁବାକୁ ଆମେ ଅଶୁଭ ମାନି ଥାଉ।…

ଆଜିଠାରୁ ୫ତାରିଖ ଯାଏଁ ପୁଣି ବର୍ଷା ସମ୍ଭାବନା, ଜାଣନ୍ତୁ କେଉଁ ଜିଲ୍ଲା କେଉଁ ତାରିଖରେ ରହିବେ ସତର୍କ

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ୩ରୁ ୪ଦିନ ପାଗ ଶୁଖିଲା ଥିବା ବେଳେ ପୁଣି ଆଜିଠାରୁ ଆସନ୍ତା ୫ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଗଷ୍ଟ ୩୧ ରେ ଉପକୂଳ ଓଡ଼ିଶା ସହ ୭ ଜିଲ୍ଳାରେ ବର୍ଷା…