Browsing Category

Top Stories

ରାଜ୍ୟରେ ପୁଣି ୬୮ ଆକ୍ରାନ୍ତଙ୍କ ଗଲା ଜୀବନ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ଡିସକସ୍ ଥ୍ରୋରେ ଚମକିଲେ କମଲପ୍ରୀତ, ଶାନଦାର୍ ପ୍ରଦର୍ଶନ ସହ ଫାଇନାଲରେ ପହଞ୍ଚିଲେ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ନବମ ଦିନ । ଡିସକସ୍ ଥ୍ରୋରେ ଭାରତର କମଲପ୍ରୀତ କୌର ଶାନଦାର ପ୍ରଦର୍ଶନ କରିଛନ୍ତି । ବିଜୟ ସହିତ ସେ ଫାଇନାଲରେ ପ୍ରବେଶ କରିଛନ୍ତି । ତୃତୀୟ ପ୍ରୟାସରେ ୬୪ ମିଟର ପର୍ଯ୍ୟନ୍ତ…

୧୩୨ ଦେଶରେ ପହଞ୍ଚିଲା କରୋନାର ଡେଲ୍ଟା ଭାରିଆଣ୍ଟ, ଚେତାଇଲା WHO

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓ ଧୀର ଟିକାକରଣକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO । ଶୁକ୍ରବାର ଦିନ WHO କରୋନାର ଡେଲ୍ଟା ଭାରିଆଣ୍ଟକୁ ନେଇ ଚେତାବନୀ ଦେଇଛି । WHOର ଜୁରୁରୀକାଳୀନ…

ଆଜି ୧୫୭୮ ପଜିଟିଭ୍, ଜାଣନ୍ତୁ ରାଜ୍ୟର କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

୪୦ ଟପିବା ପରେ ଶରୀରକୁ ମାଡ଼ିଆସେ ରୋଗସବୁ, ଜାଣନ୍ତୁ କିପରି ନେବେ ଯତ୍ନ

ଶରୀର ଅଛି ତ ରୋଗ ନିଶ୍ଚୟ ଅଛି । ମଣିଷ ଶରୀର ସହିତ ରୋଗ ଓତଃପ୍ରୋତ ଭାବେ ଜଡ଼ିତ । ଶରୀର ଯତ୍ନରେ ସାମାନ୍ୟ ଅବହେଳା, ଖାଦ୍ୟପେୟରେ ଅନିୟମିତତା ଆଦି କାରଣ ପାଇଁ ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରିଥାଏ ।…

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ବିରୋଧରେ ମାମଲା ରୁଜୁ କଲା ମିଜୋରାମ ପୋଲିସ

ଆଇଜୋଲ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ମିଜୋରାମ ପୋଲିସ । କୋଲାସିବ ଜିଲ୍ଲାର ଭାୟେଙ୍ଗତେ ସହରର ବାହାର ପରିସରରେ ହୋଇଥିବା ହିଂସା ମାମଲରେ ଆସାମ ମୁଖ୍ୟମନ୍ତ୍ରୀଙ୍କ…

ଅଲିମ୍ପିକ୍ ରେ ଦୂତୀ ନଂ ୪୫; ମୋଟ ୫୪ ଦୌଡ଼ିଥିଲେ ୧୦୦ ରେସ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଦୂତୀ ନଂ ୪୫; ଏବେ ସାରା ବିଶ୍ୱରେ ଚର୍ଚ୍ଚା। ଦୌଡ଼ିଲେ ମୋଟ ୫୪ ଜଣ। ହେଲେ ଓଡ଼ିଆଙ୍କୁ ଆଉ ଦେଶକୁ ନିରାଶ କଲେ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ। ଟୋକିଓ ଅଲିମ୍ପିକ୍ ଟ୍ରାକରେ ୧୦୦ ମିଟର ରାଉଣ୍ଡରେ…

ବ୍ରହ୍ମପୁର ଶିଶୁ ଆରବ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ; ଜାଣନ୍ତୁ କେମିତି…

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ନୀଳାଚଳନଗର ନିବାସୀ ସିଦ୍ଧାର୍ଥ ଶଙ୍କର ଦାସ ଓ ବନ୍ୟା ପଟ୍ଟନାୟକଙ୍କ ୪ ବର୍ଷର ପୁଅ ଆରବ ପାଲଟିଛନ୍ତି ଓଡ଼ିଶାର ଗୌରବ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସେ ସ୍ଥାନ ପାଇଛନ୍ତି ।…

ଭାଙ୍ଗିଲା ଇନ୍ଦ୍ରାବତୀ ମେଗା ଲିପ୍ଟ କେନାଲ ବନ୍ଧ

ଧର୍ମଗଡ଼(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ହେଉଥିବା ବେଳେ ଭାଙ୍ଗିଯାଇଛି ଇନ୍ଦ୍ରାବତୀ ମେଗା ଲିପ୍ଟ କେନାଲ ବନ୍ଧ । ଧର୍ମଗଡ଼ର କୋକସରା ବ୍ଲକ ମାଝିଗୁଡ଼ା ନିକଟରେ ୧୦ ଫୁଟର ଘାଇ ହୋଇଛି । ମେଗା ଲିପ୍ଟ…

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ। ଶନିବାର ଦିନ ସନ୍ଧ୍ୟାରେ ୱେବସାଇଟ୍‌ରେ ଉପଲବ୍ଧ ହେବ।  ଛାତ୍ରଛାତ୍ରୀ ମାନେ orissaresults.nic.in ରୁ ନିଜର ପରୀକ୍ଷା ଫଳ…