Browsing Category
Top Stories
ରେଲୱେରେ ଦଶମ ପାସ୍ ପାଇଁ ୧୬୦୦ରୁ ଅଧିକ ନିଯୁକ୍ତି ସୁଯୋଗ, ବିନା ପରୀକ୍ଷାରେ ମିଳିବ ଚାକିରି
ଉତ୍ତର କେନ୍ଦ୍ରୀୟ ରେଳବାଇ ବା ଏନସିଆର ନିଜର ଅଫିସିଆଲ୍ ୱେବସାଇଟ୍ http://rrcpryj.orgରେ ଆପ୍ରେଣ୍ଟିସ୍ ପୋଷ୍ଟ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ୨୦୨୦-୨୧ ବର୍ଷ ପାଇଁ ବିଭିନ୍ନ ବିଭାଗ ଉତ୍ତର…
କୁନ୍ଦ୍ରାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଏହି ମଡେଲ୍, କହିଲେ- ‘ଜୋରଜବରଦସ୍ତି କିସ୍ କରିବାକୁ ଲାଗିଲେ ଓ କହିଲେ…
ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଏବେ ଅଡ଼ୁଆରେ ବାନ୍ଧି ହୋଇଯାଉଛନ୍ତି । ଗୋଟିଏ ପରେ ଗୋଟିଏ ଅଭିନେତ୍ରୀ ତାଙ୍କ ବିରୋଧରେ ବୟାନ ଦେବାରେ ଲାଗିଛନ୍ତି । ଏବେ ପୁଣି ଜଣେ ମଡେଲ୍…
ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବାହାରିଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨ରୁ ୧୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ଆବେଦନର ସମୟସୀମା ରହିଛି । ଏହା ସହ ଅଗଷ୍ଟ ୨୩ରୁ…
ଧନବାଦ ଜଜ୍ ହତ୍ୟା ମାମଲା: ଅଟୋ ଡ୍ରାଇଭର ସହ ଦୁଇ ସହଯୋଗୀ ଗିରଫ
ରାଞ୍ଚି: ଧନବାଦର ଜଣେ ଅତିରିକ୍ତ ଜିଲ୍ଲା ଜଜ୍ ଙ୍କୁ ମର୍ଣ୍ଣିଙ୍ଗ ୱାକରେ ଯିବା ସମୟରେ ଗାଡି ଧକ୍କା କରି ହତ୍ୟା କରାଯିବା ଘଟଣାରେ ଜଣେ ଅଟୋ ଡ୍ରାଇଭର ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଦୁଇଜଣଙ୍କୁ ଗିରଫ…
ଏମ୍ସରେ ଭର୍ତ୍ତି ହେଲା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍
ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ କୁ ଦିଲ୍ଳୀ ଏମ୍ସରେ ଭର୍ତ୍ତି କରାଯାଇଛି । ଛୋଟା ରାଜନ୍ ର ପେଟରେ ଯନ୍ତ୍ରଣା ହେଉଥିବା କାରଣରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିକଟରେ ସେ କରୋନା ମହାମାରୀରେ…
ବରିଷ୍ଠ IAS ସ୍ତରରେ ଅଦଳବଦଳ, ଅଶୋକ ମୀନା ହେଲେ ପଞ୍ଚାୟତିରାଜ ସଚିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରିଷ୍ଠ IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅର୍ଥ ସଚିବ ତଥା ଆଇଏଏସ ଅଶୋକ ମୀନା ହୋଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ । ସେହିପରି ପର୍ଯ୍ୟଟନ ସଚିବ…
ହାଇକୋର୍ଟ ଶୁଣାଣିର ହେବ ସିଧା ପ୍ରସାରଣ; ଲାଇଭ୍ ଦେଖିପାରିବେ ସାଧାରଣ ଲୋକ
କଟକ(ଓଡ଼ିଶା ଭାସ୍କର): ଏଣିକି ହାଇକୋର୍ଟରେ ଶୁଣାଣିର ହେବ ସିଧା ପ୍ରସାରଣ । ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋର୍ଟରେ ହେଉଥିବା ସମସ୍ତ ପ୍ରକାରର ଶୁଣାଣିକୁ ସାଧାରଣ ଲୋକମାନେ ଏବେ ଲାଇଭ୍…
ମାଷ୍ଟରକ୍ୟାଣ୍ଟିନରୁ ଠାବ ହେଲା ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ବସଷ୍ଟାଣ୍ଡରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଉକ୍ତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ୍ ମୃତଦେହକୁ ଉଦ୍ଧାର କରି…
କାଲିଠୁ ଅଫଲାଇନ୍ ମାଟ୍ରିକ ପରୀକ୍ଷା, ଜାଣନ୍ତୁ ଏନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ ଓ ବୋର୍ଡ ସଭାପତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ଯୋଗୁଁ ଚଳିତବର୍ଷ ପ୍ରଥମଥର ପାଇଁ ବିନା ପରୀକ୍ଷାରେ ମାଟ୍ରିକ ଫଳ ପ୍ରକାଶ ପାଇଛି । କିନ୍ତୁ ଏଥିରେ ଅସନ୍ତୁଷ ଥିବା ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ ।…
ସୁପ୍ରିମକୋର୍ଟରେ ପହଞ୍ଚିଲା ଧନବାଦରେ ଜଜଙ୍କ ମୃତ୍ୟୁ ମାମଲା, ଜାଣନ୍ତୁ କଣ କହିଲେ ସର୍ବୋଚ୍ଚ ନ୍ୟାୟାଳୟ
ଧନବାଦ: ଝାଡ଼ଖଣ୍ଡର ଧନବାଦ ଜିଲ୍ଲାରେ ମର୍ଣ୍ଣିଂୱାର୍କ ରେ ଯାଉଥିବା ସମୟରେ ଜଜ୍ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍, କୋର୍ଟକୁ କହିଛନ୍ତି ଯେ, ଏହି ମାମଲାର…