Browsing Category

Top Stories

ମାଗିଥିଲେ ମାତ୍ର ଶହେ ଟଙ୍କା, ସ୍ତ୍ରୀକୁ ମନା କରିଦେବାରୁ ଅତ୍ମହତ୍ୟା କଲେ ସ୍ୱାମୀ 

ବୁଗୁଡ଼ା,(ଭାସ୍କର ନ୍ୟୁଜ୍) : ମଦ ଉଜାଡ଼ି ଦେଲା ପରିବାର । ନବ ବିବାହିତାର ମଥାରୁ ଲିଭିଗଲା ସିନ୍ଦୂର । ମାତ୍ର ଶହେ ଟଙ୍କା ପାଇଁ  ଜୀବନ ହାରିଲେ ସ୍ୱାମୀ  । ଏଭଳି ଏକ ଅଭାବନୀୟ ଘଟଣା ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ…

ଓଡ଼ିଶାରେ ୬୦ ତଳକୁ ଖସୁନି କରୋନା ମୃତ୍ୟୁର ତାଣ୍ଡବ, ଜାଣନ୍ତୁ ଆଜି କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ଟୋକିଓ ଅଲିମ୍ପିକ୍: ଚିୟୁଙ୍ଗଙ୍କୁ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ସିନ୍ଧୁ

ନୂଆଦିଲ୍ଲୀ: ଆଜି ହେଉଛି ଟୋକିଓ ଅଲିମ୍ପିକ-୨୦୨୦ର ଷଷ୍ଠ ଦିବସ । ଆଜି ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ଦେଶ ପାଇଁ ଖୁସି ଖବର ଆଣିଛନ୍ତି । ସେ ହଂକଂର ଚିୟୁଙ୍ଗ ନଗନ ୟିଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତ…

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର

ପୁରୀ,(ଭାସ୍କର ନ୍ୟୁଜ୍): ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ବୁଧବାର ଅପରାହ୍‌ଣରେ ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା କରିବେ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୭୦୩ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ଝିଅମାନେ କମ୍ ବୟସରେ ମଦ ପିଇବାଦ୍ୱାରା ଭୋଗିପାରନ୍ତି ଏହି ସମସ୍ୟା

ଆଜିକାଲିର ପରିବେଶ ପୂର୍ବ ଅପେକ୍ଷା ସମ୍ପୂର୍ଣ୍ଣ ବଦଳି ଯାଇଛି । କୌଣସି ବି ଉତ୍ସବ ହେଉ, ଡ୍ରିଙ୍କସକୁ ସାମିଲ କରିବା ସାଧାରଣ କଥା । ବୟସ୍କଙ୍କୁ ଦେଖି ପିଲାମାନେ ବି କମ୍ ବୟସରେ ମଦ୍ୟପାନ କରିବାରେ ଲାଗିଛନ୍ତି । ଯଦି…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା: ଅଗଷ୍ଟରୁ ଶିଶୁଙ୍କୁ ଦିଆଯାଇପାରେ ଟିକା

ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍): ଦେଶରେ ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସ୍କଙ୍କୁ କରୋନା ଟିକା ଦିଆଯାଉଥିବା ବେଳେ ଏବେ ଛୋଟ ଶିଶୁଙ୍କ ପାଇଁ ବି ଟିକାକରଣ ଆରମ୍ଭ କରିବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରାଯାଉଛି । ମହାମାରୀ କରୋନାର…

ବାରବାଙ୍କୀରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୮ ମୃତ

ବାରବାଙ୍କୀ: ଉତ୍ତରପ୍ରଦେଶର ବାରବାଙ୍କୀରେ ହୋଇଛି ଭୟଙ୍କର ସଡ଼କ ଦୁର୍ଘଟଣା, ଯେଉଁଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ନୌ-ଅଯୋଧ୍ୟା ଜାତୀୟ ରାଜପଥରେ ଏକ ବସକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ଧକ୍କା ଏତେ ଶକ୍ତ ଥିଲା…

ଘନୀଭୂତ ହେଉଛି ଲଘୁଚାପ: ୧୫ ଜିଲ୍ଲା ସାବଧାନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗୋପସାଗର ଓ ତାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାରେ ଲାଗିଛି । ଏଥିସହ ଆଗାମୀ ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ ଦିନରେ ଗତି ପଶ୍ଚିମବଙ୍ଗ,…

‘କ୍ଷୀରଠୁ ବି ସ୍ୱାସ୍ଥ୍ୟକର BEER’

ନୂଆଦିଲ୍ଲୀ: କ୍ଷୀରକୁ ଅତ୍ୟନ୍ତ ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଉଥିବା ବେଳେ ବିୟର ଏହାଠାରୁ ଅଧିକ ସ୍ୱାସ୍ଥ୍ୟକର ବୋଲି ପ୍ରକାଶ କରିଛି ପେଟା । ଏହା ସହିତ ବିୟର ଓ କ୍ଷୀର ପିଇବା ଦ୍ୱାରା କଣ କଣ ଫାଇଦା ମିଳୁଛି ଏବଂ…