fbpx
Browsing Category

Top Stories

ନିୟମ ନମାନି ନିର୍ବାହୀ ଅଧିକାରୀ ନିଲମ୍ବିତ

ଗଞ୍ଜାମ,୧ ।୪(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲା ଅଙ୍କୁଶପୁର ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ ପଟ୍ଟନାୟକଙ୍କୁ ନିଲମ୍ବିତ କରାଯାଇଛି । ଲକ୍-ଡାଉନ୍ ବେଳେ ସାମାଜିକ ଦୂରତା ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗ…

କାଲିଠାରୁ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ନୂଆଦିଲ୍ଲୀ,୧ ।୪: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମହିଳାଙ୍କୁ ମିଳିବ ଟଙ୍କା । ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ପଠାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ମହିଳା ଉଦ୍ୟୋଗୀମାନଙ୍କୁ ଟଙ୍କା…

କରୋନା ବିରୋଧରେ ଗୁଜବ ପ୍ରଚାର କଲେ ୧ ବର୍ଷ ଜେଲ୍

କରୋନା ଭାଇରସର ସଂକ୍ରମଣ ଫଳରେ ଦେଶରେ ହାହାକାର ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧାରେ ଦେଶରେ ୫୪ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ରୋକିବା ପାଇଁ ସରକାର…

ଚତୁର୍ଥ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ୭ଜଣ: ସୁବ୍ରତ ବାଗଚୀ

ଭୁବନେଶ୍ୱର , ୧ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନାକୁ ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧୦ଟି ନମୁନା ପରୀକ୍ଷା ହୋଇଛି । ସେମାନଙ୍କ…

୪ର୍ଥ କରୋନା ରୋଗୀଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ୧ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ୪ର୍ଥ କରୋନା ଆକ୍ରାନ୍ତଙ୍କ ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ଆଜି ଜଣାପଡ଼ିଛି । ୧୮ମାର୍ଚ୍ଚ ରେ ସେ ବିମାନରେ ଦୁବାଇରୁ କୋଲକତା ଆସିଥିଲେ । ସେହିଦିନ କୋଲକାତା ବିମାନବନ୍ଦରରୁ…

କରୋନାରେ ଆଉ ଏକ ହଲିଉଡ୍ ଷ୍ଟାରଙ୍କ ମୃତ୍ୟୁ

କରୋନା ଭାଇରସ୍ ଯୋଗୁଁ ବିଶ୍ୱରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି । ଏହି ଭାଇରସର ମୁକାବିଲା ପାଇଁ ସମଗ୍ର ବିଶ୍ୱ ଚେଷ୍ଟା କରୁଛି, କିନ୍ତୁ ଏପର୍ଯ୍ୟନ୍ତ ଏହି ରୋଗର କୌଣସି ଉପାୟ ମିଳିପାରିନାହିଁ । ହଲିଉଡର ବହୁ ଅନେକ…

କେଜ୍ରିୱାଲଙ୍କ ଘୋଷଣା- କରୋନାର ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହେଲେ ମିଳିବ ୧ କୋଟି

ନୂଆଦିଲ୍ଲୀ,୧ ।୪: କରୋନାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛଇ । ଏହାରି ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କହିଛନ୍ତି ଯେ, ଦିଲ୍ଲୀର ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି । ଏଠାରେ ମୃତ୍ୟୁ…

କରୋନା ମୁକାବିଲାରେ ଅସହଯୋଗ, ସିଡ଼ିଏମଓଙ୍କ ବଦଳି

ଯାଜପୁର, ୧ା୪(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ବହୁ ପଦକ୍ଷେପ ନେଇଛନ୍ତି । ଏହାସହ କରୋନା ମୁକାବିଲା ପାଇଁ ସମସ୍ତଙ୍କୁ ସହଯୋଗ କରିବା…

କରୋନା ପାଇଁ ୫୧୫ କୋଟି ଟଙ୍କାର ସହାୟତା

ନୂଆଦିଲ୍ଲୀ,୧ ।୪: ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୫୧୫ କୋଟି ଟଙ୍କାର ସହାୟତା ମିଳିଛି । ଦେଶରେ କରୋନା ମୁକାବିଲା ପାଇଁ ଇସ୍ପାତ କ୍ଷେତ୍ର ଓ କର୍ମଚାରୀଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ରାଷ୍ଟ୍ରାୟତ…

ଖୁସି ଖବର: କରୋନାର ପୁରୁଣା ରୋଗୀଙ୍କ ରକ୍ତରେ ନୂଆ ରୋଗୀଙ୍କ ସଫଳ ଚିକିତ୍ସା

କରୋନା ଭାଇରସର ଭୟଙ୍କର ସମୟରେ ଏକ ଆରାମଦାୟକ ଖବର ଆସିଛି । କରୋନାର ପୁରୁଣା ରୋଗୀଙ୍କ ରକ୍ତରେ ନୂଆ ୫ ରୋଗୀଙ୍କ ସଫଳ ଚିକିତ୍ସା କରାଯାଇଛି । ଏହି ଚିକିତ୍ସା ପଦ୍ଧତି ଚୀନର ଏକ ଡାକ୍ତରଖାନାରେ କରାଯାଇଛି । ୩ ଜଣ…