Browsing Category

Top Stories

‘ରାଜ୍ୟକୁ ଦିଅ ସଠିକ ପରିମାଣର ସାର’: କୃଷିମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ସଠିକ୍ ପରିମାଣର ଖରିଫ ସାର ଯୋଗାଇଦେବାକୁ କୃଷିମନ୍ତ୍ରୀଙ୍କ ଦାବି । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କୁ ଦାବି ଜଣାଇଲେ କୃଷିମନ୍ତ୍ରୀ ଅରୁଣ ସାହୁ । ‘ଚଳିତ ବର୍ଷ ଓଡ଼ିଶାକୁ…

ଖୁସି ଖବର: ଓଡ଼ିଶାରୁ ଆଜି ୪ ହଜାର ୫୮୭ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪ ହଜାର ୫୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

ଓଡ଼ିଆ ଝିଅ-ହକିତାରକା ହେଲେ ଉପ-ଅଧିନାୟିକା, ଟୋକିଓ ଅଲିମ୍ପିକ୍ ପାଇଁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହକି ଇଣ୍ଡିଆ ପକ୍ଷରୁ ଓଡ଼ିଆ ଝିଅ ତଥା ହକି ତାରକା ଦୀପ୍ ଗ୍ରେସ୍ ଏକ୍କାଙ୍କୁ ମିଳିଛି ଗୁରୁଦାୟିତ୍ୱ । ସେ ଟୋକିଓ ଅଲିମ୍ପିକି ପାଇଁ ଦଳର ଉପ- ଅଧିନାୟିକା ଭାବେ ଦାୟିତ୍ୱ ତୁଲାଇବେ । ଫଳରେ…

ସମୟ ପୂର୍ବରୁ ୧୬ ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଦଣ୍ଡ ସମୀକ୍ଷା କମିଟିର ସୁପାରିଶ ଆଧାରରେ ସମୟ ପୂର୍ବରୁ ୧୬ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କୁ ଜେଲରୁ ଛାଡିବା ପାଇଁ ଜେଲଗୁଡିକୁ ଆଦେଶ…

ଯୋଗର ଉତ୍ପତ୍ତି ନେପାଳରୁ ହୋଇଛି, ଭାରତରୁ ନୂହେଁ: କେପି ଓଲୀ

ନୂଆଦିଲ୍ଲୀ: ଗୋଟେ ପଟେ ଦୁନିଆ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି କିନ୍ତୁ ଅନ୍ୟପଟେ ନେପାଳର ପ୍ରଧାନମନ୍ତ୍ରୀ କେପି ଓଲୀ ଶର୍ମା ଦାବି କରିଛନ୍ତି ଯେ, ଯୋଗର ଉତ୍ପତ୍ତି ନେପାଳରୁ ହୋଇଛି ଭାରତରୁ ନୁହେଁ । ଯୋଗର…

କରୋନା ପାଇଁ ପୁଣି ବାତିଲ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ: ଅମରାନାଥ ଯାତ୍ରା ପାଇଁ ଅପେକ୍ଷା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଦୁଃଖଖବର । କରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରା ବାତିଲ ହୋଇଛି…

୧୨୩ ଦିନ ପରସ୍ପରକୁ ଶିକୁଳିରେ ବାନ୍ଧି ରଖିଲେ କପଲ୍, କିନ୍ତୁ ହୋଇଗଲା ବ୍ରେକଅପ୍

ଓଡ଼ିଶା ଭାସ୍କର ବ୍ୟୁରୋ: ମଣିଷର ଦୈନାନ୍ଦିନ ଜୀବନରେ ଅନେକ ସମୟରେ ସୁବିଧା ଅସୁବିଧା ଆସେ । ଯାହାକୁ କେହି ରୋକିପାରିନଥାନ୍ତି । ସମ୍ପର୍କ କେତେ ମଜବୁତ୍ ହେଉ ନା କାହିଁକି ସେଥିରେ କେବେ ନା କେବେ ରାଗରୁଷା, ଅଭିମାନ…

ଟ୍ରେନ୍ ଦୁର୍ଘଟଣାରେ ମରିଥିବା ବ୍ୟକ୍ତି ହେଲେ ଜୀବିତ ! ୧୧ ବର୍ଷ ହେଲା ମୃତ କହି ରେଲୱେରେ ଚାକିରି କରୁଥିଲେ ଭଉଣୀ, ଖୋଲିଲା ଗୁମର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ୨୦୧୦ରେ ହୋଇଥିବା ଜନେଶ୍ୱରୀ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରରଣ କରିଥିବା ଜଣେ ବ୍ୟକ୍ତି ଜୀବିତ ମିଳିଛନ୍ତି । ସେ ମରିଯାଇଥିବା ତାଙ୍କ ପରିବାର ଲୋକେ ଦାବି କରିଥିଲେ । ଏହା ପ୍ରତିବଦଳରେ…

ଟାଇଗର ତା’ କାମରେ ଖୁବ୍ ସିରିଅସ୍ ; ଦିଶାଙ୍କୁ ନେଇ ଏମିତି କହିଲେ ଜ୍ୟାକି..

ମୁମ୍ବାଇ: ବଲିଉଡ୍ର ଡ୍ୟାନ୍ସି ଷ୍ଟାର ତଥା ଷ୍ଟଣ୍ଟ ବୟ୍ ଟାଇଗର ଶ୍ରଫ୍ । ସେ ବଲିଉଡ୍ରେ ଖୁବ୍ କମ୍ ଦିନରେ ତାଙ୍କ ବାପା ଜ୍ୟାକି ଶ୍ରଫ୍ ଭଳି ନିଜର ପରିଚୟ ସୃଷ୍ଟି କରି ସାରିଛନ୍ତି । ନିଜର ଅଭିନୟ ସହ ଦମଦାର ଆକ୍ସନ,…

‘ବନ୍ଦ’ ସୁଯୋଗରେ ଖୋଲାଖୋଲି ଚାଲିଛି ଦେହ ବ୍ୟବସାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀରେ ଲୋକେ ଡହଳ ବିକଳ ହେଉଛନ୍ତି । ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । କିନ୍ତୁ ଏଭଳି ସଂକଟକାଳରେ ମଧ୍ୟ ଅପରାଧିକ କାର୍ଯ୍ୟକଳାପ କମୁନି ।…