Browsing Category
Top Stories
ସୁନାରେ ବିନିଯୋଗ କରିବାର ସୁବର୍ଣ୍ଣ ସୁଯୋଗ! ସୋମବାରଠାରୁ ମିଳିବ ଏତେ ଶସ୍ତା ସୁନା, ସରକାର ଆରମ୍ଭ କରୁଛନ୍ତି ଏହି ଯୋଜନା
ନୂଆଦିଲ୍ଲୀ: ଯଦି ଆପଣ ସୁନାରେ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଆସନ୍ତା ସପ୍ତାହରେ ଆପଣଙ୍କ ପାଇଁ ଆସିବାକୁ ଯାଉଛି ଏକ ସୁବର୍ଣ୍ଣ ସୁଯୋଗ । ଯେଉଁଠାରେ ଆପଣ ଶସ୍ତା ସୁନା କିଣିପାରିବେ । ତେବେ ଶସ୍ତା ଦରରେ…
କରୋନା ମୃତ୍ୟୁସଂଖ୍ୟା ୩୪ ଲକ୍ଷ ୬୮ ହଜାର ଟପିଲା
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୬୮ ହଜାର ୪୧ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୭୦ ଲକ୍ଷ ୨୯…
ରାଶିଫଳ (ରବିବାର ,୨୩ ମଇ ,୨୦୨୧)
ମେଷ - ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ ।…
ଆଜି ଲଘୁଚାପରୁ ଭୀଷଣ ଅବପାତରେ ପରିଣତ ହେବ, ୨୪ରେ ବାତ୍ୟାର ରୂପ ନେବ ‘ୟାସ’:୨୫ରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା , ଉତ୍ତର…
ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବ କେନ୍ଦ୍ରୀୟବଙ୍ଗୋପସାଗରରେ ସୃଷ୍ଟି ହୋଇସାରିଛି ଲଘୁଚାପ କ୍ଷେତ୍ର । ଭାରତୀୟ ପାଣିପାଗ ବିଭାଗ ଏନେଇ ଟ୍ୱିଟ କରି ସୂଚନାଦେଇଛି । ଶନିବାର ସକାଳେ ଏହା ଲଘୁଚାପର ରୂପ ନେଇ…
କୋଭିଡରୁ ଶିଶୁ ସୁରକ୍ଷା ପାଇଁ ACSଙ୍କ ମାର୍ଗଦର୍ଶିକା
ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା କାଳରେ ଶିଶୁଙ୍କ ସୁରକ୍ଷା ନେଇ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଛୋଟ ପିଲାଙ୍କ କ୍ଷେତ୍ରରେ କରୋନା ମୁକାବିଲା ନେଇ ମାର୍ଗଦର୍ଶିକା ଜାରି କରିଛନ୍ତି ଏସିଏସ । ସବୁ ଜିଲ୍ଲାପାଳ,…
ସାବଧାନ୍! ଗୋଟିଏ ମାସ୍କକୁ ୨ର ୩ ସପ୍ତାହ ବ୍ୟବହାର କଲେ ବଢିପାରେ ବ୍ଲାକ୍ ଫଙ୍ଗସ୍
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ଏବେ ମୁଣ୍ଡବିନ୍ଧାର କାରଣ ସାଜିଛି ବ୍ଲାକ ଫଙ୍ଗସ୍ । ବିନା ଲକ୍ଷଣରେ ଲୋକମାନେ ଏହାର ଶିକାର ହୋଇ ଜୀବନ ହାରୁଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ…
ବ୍ଲାକ ଫଙ୍ଗସର ଭୟଙ୍କର ରୂପ! ଯୁବକଠାରେ ନଥିଲା ଲକ୍ଷଣ, କିନ୍ତୁ ମସ୍ତିଷ୍କକୁ ଆଟାକ୍ କରି ନେଇଗଲା ଜୀବନ
ସୁରଟ:କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ଏବେ ବ୍ଲାକ ଫଙ୍ଗସ୍ ଚିନ୍ତା ବଢାଇବାରେ ଲାଗିଛି । ଏହାରି ମଧ୍ୟରେ ଗୁଜରାଟର ସୁରଟରୁ ଏକ ମାମଲା ଆସିଛି, ଯାହାକୁ ଦେଖି ଡାକ୍ତରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ।…
IAS ଭି.କେ. ପାଣ୍ଡିଆନଙ୍କୁ ମିଳିଲା FIH ପ୍ରେସିଡେଣ୍ଟସ ଆୱାର୍ଡ
ଭୁବନେଶ୍ୱର(ଓଡିଶା ଭାସ୍କର): ଓଡ଼ିଶାରେ ହକି ପାଇଁ ଉଲ୍ଲେଖନୀୟ ଅବଦାନ ଯୋଗୁଁ IAS ଭି.କେ. ପାଣ୍ଡିଆନଙ୍କୁ ମିଳିଛି FIH ପ୍ରେସିଡେଣ୍ଟସ ଆୱାର୍ଡ । ୪୭ ତମ FIH କଂଗ୍ରେସ ପକ୍ଷରୁ ପାଣ୍ଡିଆନଙ୍କୁ ମିଳିଛି ଏହି ପୁରସ୍କାର…
ସମ୍ଭାବ୍ୟ ବାତ୍ୟାର ସମୀକ୍ଷା ପରେ କ’ଣ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ?
ଭୁବନେଶ୍ୱର(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ବେଳକୁ ଅଧିକ ଘନୀଭୂତ ହୋଇବାତ୍ୟାର ରୂପ ନେବାକୁ ଯାଉଛି । ଅତିପ୍ରବଳ ବାତ୍ୟା ଆକାରରେ ଉପକୂଳ ମୁହାଁଇବ ବାତ୍ୟା ‘ୟଶ’ । ଅତିପ୍ରବଳ…
୨୯ ମିଲିୟନ୍ ଫଲୋର୍ସ ହେବା ପରେ ଝୁମି ଉଠିଲେ ଜନ୍ନତ, ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ: ଟେଲିଭିଜନ୍ ଦୁନିଆର ଅନ୍ୟତମ ଚର୍ଚ୍ଚିତ ଅଭିନେତ୍ରୀ ଜନ୍ନତ ଜୁବୈରଙ୍କୁ ଅନୁସରଣ କରୁଛନ୍ତି ୨୯ ମିଲିୟନ୍ ଲୋକ । ଏହା କଣ ଛୋଟିଆ କଥା! ଏତିକି ଜାଣିବା ପରେ ଜନ୍ନତଙ୍କୁ ଆଉ କିଏ ସମ୍ଭାଳେ! ସେ ଖାଲି ଖୁସିରେ…