Browsing Category

Top Stories

ଝାରସୁଗୁଡା ସବଜେଲରେ ୬୮ କଏଦୀ କରୋନା ପଜିଟିଭ୍

ଝାରସୁଗୁଡା, ୧୫/୦୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ବିଭିନ୍ନ ଜେଲ୍ ର କଏଦୀ ମାନେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳୁଛି । ଏହି ମାରାତ୍ମକ ମହାମାରୀ ଗତ ବର୍ଷ ଭଳି…

ଆଉ ଦୁଇଦିନ ପରେ ଏହି ରାଜ୍ୟମାନଙ୍କରେ ତାଣ୍ଡବ ରଚିବ ‘ତଉକ୍ତେ’: ଘଣ୍ଟା ପ୍ରତି ୧୭୫ କିମି ବେଗରେ ବହିବ ପବନ

ନୂଆଦିଲ୍ଲୀ, ୧୫ା୫ (ଓଡିଶା ଭାସ୍କର): ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’କୁ ନେଇ ଦେଶରେ ମାହୋଲ ଜାରି ରହିଛି । ବର୍ତ୍ତମାନ କେରଳରେ ଭୀଷଣ ବର୍ଷା ଜାରି ରହିଥିବା ବେଳେ ମହାରାଷ୍ଟ୍ର, ଗୋଆ ଓ ଗୁଜୁରାଟକୁ ସତର୍କ କରାଯାଇଛି…

ଦେଶରେ କରୋନାରେ ୩୮୯୦ ମୃତ, ୩.୨୬ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୫ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୮୯୦ ଜଣଙ୍କ…

କରୋନା ରୋଗୀଙ୍କ ଅକ୍ସିଜେନ ସମସ୍ୟା ଦୂର ହେବ: ଆସନ୍ତାକାଲି ମିଳିବ ଡିଆରଡିଓ ଭ୍ୟାକ୍ସିନ୍ ‘୨-ଡିଜି’

ନୂଆଦିଲ୍ଲୀ, ୧୫ା୫: କରୋନା ଲଢ଼େଇ ପାଇଁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ୍ ‘୨-ଡିଜି’ର ପ୍ରସ୍ତୁତି ସରିଛି । ଆଜି କିମ୍ବା ଆସନ୍ତାକାଲି ଏହାର ୧୦ ହଜାର ଡୋଜ୍ ମିଳିବ । ଏହି ଭ୍ୟାକ୍ସିନ ରୋଗୀଙ୍କର ଅକ୍ସିଜେନ…

ଓଡିଶାରେ ୬ ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା: ଆଜି ୧୧,୮୦୫ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୫ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୮୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୪୯୨ ଜଣ…

ପୁଣି ବଢ଼ିଲା କରୋନା ମୃତ୍ୟୁ ସଂଖ୍ୟା: ଆଜି ରାଜ୍ୟର ୨୧ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୫ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…

କରୋନାରୁ ରକ୍ଷା ପାଇବା ପାଇଁ କରାଯାଉଛି ତାନ୍ତ୍ରିକ ପୂଜା, ଦିଆଯାଉଛି ବଳି

ପାଟନା, ୧୫ା୫: କରୋନା ବର୍ତ୍ତମାନ ସମୟରେ ଆମ ସମାଜ ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ କୋଭିଡ କଟକଣା ମାନିବା ସହ ଭ୍ୟାକ୍ସିନ ଉପରେ ଗୁରୁତ୍ୱ ଦେଉଛନ୍ତି । ଅନେକ ସ୍ଥାନରେ…

୨୦୨୧ ହେବ ମୃତ୍ୟୁର ବର୍ଷ, ଭାରତରେ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା ଚେତାବନୀ

ନୂଆଦିଲ୍ଲୀ, ୧୫ା୫: ବର୍ତ୍ତମାନ ଭାରତର କରୋନା ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ପ୍ରତ୍ୟେକ ରାଜ୍ୟରେ ମୃତ୍ୟୁ ଓ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଦୈନିକ ତିନି ଲକ୍ଷରୁ ଅଧିକ ପଜିଟିଭ୍ ଲଗାତାର ଭାବେ ଚିହ୍ନଟ ହେଉଛନ୍ତି ।…

ବଜାର ମଧ୍ୟରେ ଗ୍ରେନେଡ୍ ବିସ୍ଫୋରଣ: ୨ ମୃତ

ଦିସପୁର, ୧୫ା୫: ଆସାମର ତିନସୁକିଆ ଜିଲ୍ଲାର ଡିଗବୋଇ ଅଞ୍ଚଳରେ ଏକ ଗ୍ରେନେଡ୍ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଏହାଛଡ଼ା ଅନ୍ୟ ଜଣେ ଆହତ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି…