Browsing Category
Top Stories
ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରୁଛନ୍ତି ଆଇଏଏସ ଓ ଆଇପିଏସ ଅଫିସର
ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ରାଜ୍ୟ ରେ ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ ଓ ଆଇପିଏସ ଅଫିସର ।ଏପର୍ଯ୍ୟନ୍ତ ୩୬ ଜଣ ଆଇଏଏସ ଓ ଆଇପିଏସ ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ…
ବଦଳିଲେ ୩ ଥାନାବାବୁ
ପୁରୀ, ୨୪ା୧ (ଓଡିଶା ଭାସ୍କର): ପୁରୀ ଜିଲ୍ଲାରେ ୩ ଜଣ ଥାନାବାବୁଙ୍କୁ ବଦଳି କରାଯାଇଛି । ଜିଲ୍ଲାର ୩ ଜଣ ଆଇଆଇସିଙ୍କୁ ଏସପି କନୱର ବିଶାଲ ସିଂ ପରିବର୍ତ୍ତନ ନିର୍ଦ୍ଦେଶ ଦେଇଛନ୍ତି ।
ପୁରୀ ଟାଉନ ଥାନା ଆଇଆଇସି…
ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ ସରକାରଙ୍କ ପକ୍ଷରୁ ଆସିଲା ନୂଆ ଘୋଷଣା, ମିଳିବ ମାଗଣାରେ ସ୍ମାର୍ଟ ଫୋନ୍
ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ମିଳିବ ସ୍ମାର୍ଟ ଫୋନ । ସରକାରଙ୍କ ତରଫରୁ ମୋବାଇଲ ଫୋନ୍ ବଣ୍ଟନ ପାଇଁ ଘୋଷଣା କରାଯାଇଛି । ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ…
ଆସନ୍ତା ଦୁଇଦିନ ଘନ କୁହୁଡ଼ି
ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ଦୁଇଦିନ ଘନ କୁହୁଡ଼ି ପରିଲକ୍ଷିତ ହେବ । ତେଣୁ ସତର୍କତା ଅବଲମ୍ବନ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ସୂଚନା…
ଭୁଲ୍ ଇଞ୍ଜେକସନ୍ ନେଲା ଜୀବନ: ମା ଓ ଶିଶୁ ମୃତ
କରୌଲି, ୨୪ା୧: ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ୍ ଫଳରେ ଜଣେ ମା ଓ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ଉକ୍ତ ହସ୍ପିଟାଲରେ ମହିଳାଙ୍କ ସମ୍ପର୍କୀୟମାନେ ଶବ ବ୍ୟବଚ୍ଛେଦ କରିବାକୁ ଦାବି କରିବା ସହ ସମ୍ପୃକ୍ତ…
ପୁଣି ନବୀନ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ପୁଣି ନବୀନ ନମ୍ବରୱାନ୍ । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଛନ୍ତି । ନିକଟରେ ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେସନ୍ ପକ୍ଷରୁ…
ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା: ନିଜ ଆଡ଼ୁ ତଦନ୍ତ କରିବ ଭିନ୍ନକ୍ଷମ କମିଶନ
ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ଭିନ୍ନକ୍ଷମ କମିଶନ । ତେବେ ଏହି ମାମଲା ପଦାକୁ ଆସିବା ପରେ ଏ ମାମଲା ରୁଜୁ କରି…
ଗୁରୁପ୍ରିୟା ସେତୁରେ ଅଚଳ ଲାଇଟ ଓ ସିସି କ୍ୟାମେରାର ମରାମତି ଆଜି କରାଗଲ।
ମାଲକାନଗିରି , ୨୪ା୧ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଲାଇଫ ଲାଇନ କୁହାଯାଉଥିବା ଗୁରୁପ୍ରିୟା ସେତୁରେ ସୁରକ୍ଷା ଦୃଷ୍ଟିରୁ ଲାଗିଥିବା ସିସି କ୍ୟାମେରା, ଏଲିଡି ଲାଇଟ, ସୌର ଶକ୍ତି ଦ୍ଵାରା…
ଦିଲ୍ଲୀରେ ଚାଷୀଙ୍କୁ ଟ୍ରାକ୍ଟର ରାଲି ପାଇଁ ମିଳିଲା ଅନୁମତି
ନୂଆଦିଲ୍ଲୀ, ୨୪ା୧: କୃଷି ଆଇନ ବିରୋଧରେ ଚାଷୀମାନେ ଆସନ୍ତା ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ରାଲି ଦ୍ୱାରା ସାଧାରଣତନ୍ତ୍ର ଦିବସ ସମାରୋହରେ ବାଧା…
ସରକାରୀ ଅଫିସରଙ୍କୁ ଧମକ: ୧୦ କୋଟି ନଦେଲେ ଭାଇରାଲ୍ ହେବ ଫଟୋ
ଗାଜିଆବାଦ, ୨୪ା୧: ଜଣେ ସରକାରୀ ଅଫିସରଙ୍କୁ ୧୦ କୋଟି ଟଙ୍କା ଦେବା ପାଇଁ ଧମକ ଦେଇଛନ୍ତି ଜଣେ ଠକ । ଏନେଇ ଅଫିସର ଜଣଙ୍କୁ ପୋଲିସରେ ଏକ ମାମଲା ଦାୟର କରିଛନ୍ତି । ତେବେ ହ୍ୟାକର ଜଣକ ଅଫିସରଙ୍କର ବ୍ୟକ୍ତିଗତ ଫଟୋ ସହ…