Browsing Category
Top Stories
DCGI approves anti-COVID drug developed by DRDO for emergency use
New Delhi, May 8: An anti-COVID-19 therapeutic application of the drug 2-deoxy-D-glucose (2-DG) has been developed by Institute of Nuclear Medicine and Allied Sciences (INMAS), a…
ଭାରତରେ କରୋନାର ତୃତୀୟ ଲହରକୁ ଭାଙ୍ଗିବ ସମ୍ପୂର୍ଣ୍ଣ ସଟଡାଉନ୍: ଆମେରିକାର ମୁଖ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା
ନୂଆଦିଲ୍ଲୀ,୮।୫: ଭାରତରେ କରୋନାର ଦ୍ୱିତୀୟ ଲହର ଏତେ ସଂଖ୍ୟା ବଢିଚାଲିଛି, ଯାହାକି ଆଉ କିଛି ଦିନ ଗଲେ ଆମେରିକା ସଂକ୍ରମଣକୁ ବି ପଛରେ ପକାଇଦେବ । ବର୍ତ୍ତମାନ ସଂକ୍ରମଣ ହାରରେ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି…
ହସ୍ପିଟାଲରୁ ୨୩ ଜଣ କରୋନା ରୋଗୀ ଫେରାର
ନୂଆଦିଲ୍ଲୀ ୦୮ । ୦୫ (ଓଡ଼ିଶା ଭାସ୍କର) : ହସ୍ପିଟାଲରୁ ୨୩ ଜଣ କରୋନା ରୋଗୀ ଫେରାର । ଏଭଳି ଘଟଣା ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ଘଟିଛି । ମିଳିଥିବା ସୂଚନା ଅନୁସାରେ , ଏପ୍ରିଲ ମାସ ୧୯ ତାରିଖରୁ ମେ’ ମାସ ୬ ତାରିଖ…
ପରଲୋକରେ ଦିବଂଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
ବାଲେଶ୍ୱର,୮ା୫(ଓଡିଶା ଭାସ୍କର): ଓଲିଉଡ ଜଗତର ଦିବଂଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ ଶାନ୍ତିଲତା ମହାନ୍ତିଙ୍କର ଆଜି ପରଲୋକ ହୋଇଛି । ଅନକେ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶାନ୍ତଲତା ମେଡିକାଲରେ…
ଦେଶରେ ୬୮.୭ ପ୍ରତିଶତ ମହିଳା କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନର ସାମନା କରନ୍ତି: ସର୍ଭେ
ନୂଆଦିଲ୍ଲୀ,୦୮ । ୦୫ (ଓଡ଼ିଶା ଭାସ୍କର) : ପ୍ରତିଦିନ ଅନେକ ମହିଳା କର୍ମକ୍ଷେତ୍ରରେ ଯୌନ ଶୋଷଣର ସମ୍ମୁଖୀନ ହେଉଛନ୍ତି । ହେଲେ ସବୁଠାରୁ ଦୁଃଖର ବିଷୟ ଯେ ସେମାନେ ଏହି ଘଟଣାକୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ ।…
ଅନଲାଇନ ସପିଂ କରୁଥିବା ଲୋକଙ୍କ ପାଇଁ ବଡ ଖବର: ସ୍ଥଗିତ ହେଲା ଆମାଜନର ପ୍ରାଇମ୍ ଡେ ସେଲ୍
ନୂଆଦିଲ୍ଲୀ,୮ ।୪: କରୋନା ମହାମାରୀ ଯୋଗୁଁ ସବୁଆଡେ ହାହାକାର ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଅନଲେଇନ୍ ସପିଂ କରୁଥିବା ଗ୍ରାହକମାନଙ୍କୁ ଝଟକା ଲାଗିଛି । କାରଣ ସବୁଠାରୁ ବଡ ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ୍ ନିଜର…
ଦେଶବ୍ୟାପୀ ଅକ୍ସିଜେନ୍ ଆବଣ୍ଟନ ନେଇ ତିଆରି ହେଲା ୧୨ ସଦସ୍ୟ ବିଶିଷ୍ଟ ଟାସ୍କ ଫୋର୍ସ
ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : କରୋନା ଭାଇରସର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ବିଭିନ୍ନ ହସ୍ପିଟାଲରେ ହେଉଥିବା ଅକ୍ସିଜେନର ଅଭାବକୁ ନେଇ ସୁପ୍ରିମକୋର୍ଟ ଶନିବାର ୧୨ ସଦସ୍ୟ ବିଶିଷ୍ଟ ଏକ ଟାସ୍କ…
ଅକ୍ସିଜେନ ସମସ୍ୟା ଦୂର ପାଇଁ ୧୨ ଜଣିଆ ଜାତୀୟ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ ୦୮ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟଙ୍କର ରୂପରେ ମାଡିଚାଲିଛି । ରୋଗୀଙ୍କ ଲାଗି ଅକ୍ସିଜେନ ସମସ୍ୟା ଦେଖା ଯାଉଥିବାରୁ ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି।…
ଦୈନିକ ହଜାରେ ଟପୁଛି ଭୁବନେଶ୍ୱରର ସଂକ୍ରମଣ: ଆଜି ୧୦୩୪ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୦୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
‘ଗୋ ମୂତ୍ର’ ପିଇବା ଦ୍ୱାରା ଦୂର ହେବ କରୋନା:ବିଜେପି ବିଧାୟକଙ୍କ ମନ୍ତବ୍ୟ
ଉତ୍ତରପ୍ରଦେଶ ୦୮ । ୦୫ (ଓଡ଼ିଶା ଭାସ୍କର) : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କଡ଼ା କଟକଣା ଲାଗୁ କରିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର କରୋନା…