Browsing Category
Top Stories
ଆସନ୍ତାକାଲିଠାରୁ ରାଜ୍ୟର ଏହି ୩ଟି ହସ୍ପିଟାଲରେ ଆରମ୍ଭ ହେବ ପ୍ଲାଜମା ଥେରାପି
ଭୁବନେଶ୍ୱର, ୧୪ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆସନ୍ତାକାଲିଠାରୁ ରାଜ୍ୟର ୩ଟି ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ । ୩ଟି ହସ୍ପିଟାଲ ହେଉଛି…
ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୬୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୧୪ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୬୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୯୮୬୪କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ…
କେନ୍ଦ୍ରର ଅନଲାଇନ ପାଠପଢ଼ା କଟକଣା
ନୂଆଦିଲ୍ଲୀ, ୧୪ା୭: ଦେଶ ଓ ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ତେଣୁ ଛାତ୍ରଛାତ୍ରୀଙ୍କର ପାଠ ପଢ଼ାରେ କିପରି ବାଧା ସୃଷ୍ଠି ନହେବ…
ଏହି ରାଜ୍ୟରେ ଜୁଲାଇ ୩୧ ଯାଏଁ ବଢିଲା ଲକ୍-ଡାଉନ୍
ସାରା ଦେଶରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ବିହାର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ନୀତିଶ ସରକାର ବିହାରରେ ପୁଣି ଥରେ ଲକଡାଉନ୍ ଘୋଷଣା କରିବାକୁ…
ସମ୍ବଲପୁର ଆଇଆଇଏମ ସଟଡ଼ାଉନ
ସମ୍ବଲପୁର, ୧୪ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସମ୍ବଲପୁର ଆଇଆଇଏମ ସଟଡ଼ାଉନ ରଖିବାକୁ ଘୋଷଣା ହୋଇଛି । ଆଗାମୀ ୧୯ ତାରିଖ ଯାଏଁ ସଟଡ଼ାଉନ ଘୋଷଣା କରିଛନ୍ତି…
କରୋନା କବଜାରେ ରାଜ୍ୟର ଆଉ ଜଣେ ବିଧାୟକ
ବାଲେଶ୍ୱର,୧୪ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ଅସମ୍ଭାଳ ପରିସ୍ଥିତି ଆଡକୁ ଗତି କଲାଣି । ଏହାରି ମଧ୍ୟରେ ବାଲେଶ୍ୱର ଜିଲ୍ଲାର ଆଉ ଜଣେ ବିଧାୟକଙ୍କୁ କରୋନା ହୋଇଛି । ରେମୁଣା ବିଧାୟକ ସୁଧାଂଶୁ ଶେଖର…
ଭୁବନେଶ୍ୱରରେ ଆଜି ଆଉ ୫୧ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଭୁବନେଶ୍ୱର, ୧୪ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ରାଜ୍ୟର ରାଜଧାନୀ ଭୁବନେଶ୍ୱର ମଧ୍ୟ ଦିନକୁ ଦିନ ସଂକ୍ରମିତ ହେବାରେ ଲାଗିଛି । ଆଜି ଭୁବନେଶ୍ୱରରୁ ୫୧ଜଣ…
ଦେଶରେ କେତେ ରହିଛି ସୁସ୍ଥ ହାର? ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୪ ।୭: ଦେଶରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଦେଶରେ କୋଭିଡ ପରିସ୍ଥିତିକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି କେନ୍ଦ୍ର ସରକାର । ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର…
ଭବାନୀପାଟଣାରେ ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟର ଉଦଘାଟନ କଲେ ପ୍ରଣବ ପ୍ରକାଶ
କଳାହାଣ୍ଡି, ୧୪ା୭(ଓଡ଼ିଶା ଭାସ୍କର): କଳାହାଣ୍ଡି ସ୍ଥିତ ଭବାନୀପାଟଣା ସହରରେ ବିଜେଡ଼ି ପାର୍ଟି ଜିଲ୍ଲା କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ବିଜେଡ଼ି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେଠାରେ ମନ୍ତ୍ରୀ…
ଲୁଚିଛପି ପୁଣି ମୋବାଇଲରେ ଚାଲିଛି ଟିକ୍ ଟକ୍ ଡାଉନଲୋଡ୍
୩୦ ଜୁନରେ ଯେଉଁ ଚାଇନିଜ ଆପ୍ ଟିକ୍ ଟକକୁ ଭାରତ ସରକାର ବ୍ୟାନ କରିଥିଲେ, ତାହା ପୁଣି ଥରେ ଲୁଚିଛପି ମୋବାଇଲକୁ ଆସିବାରେ ଲାଗିଛି । ଏଥର ଆପ୍ ଷ୍ଟୋର ବା ଗୁଗୁଲ ପ୍ଲେ ଷ୍ଟୋର ବଦଳରେ ଏକ ସ୍ୱତନ୍ତ୍ର ଲିଙ୍କ ମାଧ୍ୟମରେ…