Browsing Category
Top Stories
ଶ୍ରୀମନ୍ଦିରରେ ମାରପିଟ୍: ଲାଗିଲା ରକ୍ତର ଛିଟା, ସୁଆର ସେବାୟତ ଅଟକ
ପୁରୀ, ୧୫ା୨ (ଓଡିଶା ଭାସ୍କର): ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଶ୍ରୀମନ୍ଦିରରେ ଲାଗିଛି ରକ୍ତର ଛିଟା । ଜଣେ ଯାତ୍ରୀ ସହାୟକ ଓ ସେବାୟତଙ୍କ ମଧ୍ୟରେ ହୋଇଛି ମାରପିଟ୍ । ଫଳରେ ପୁରୀ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ…
ଦେଶରେ ୨୪ ଘଣ୍ଟାରେ ୯୦ ମୃତ, ୧୧ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୧୫ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୭୩୨କୁ ବୃଦ୍ଧି…
ଫାସଟ୍ୟାଗ୍ ନଥିଲେ ଡବଲ୍ ଫି: ଆଜି ମଧ୍ୟରାତ୍ରରୁ ହେବ ଲାଗୁ
ନୂଆଦିଲ୍ଲୀ, ୧୫ା୨: ଏଣିକି ଗାଡ଼ିରେ ଫାସଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ । ଗାଡ଼ିରେ ଫାସଟ୍ୟାଗ୍ ନଥିଲେ ଗଣିବାକୁ ହେବ ଡବଲ ଫାଇନ୍ । ଏହି ନିୟମ ଆଜି ମଧ୍ୟରାତ୍ରିରୁ ଲାଗୁ କରାଯିବ । ଫାସଟ୍ୟାଗ୍ ନଥିଲେ ଜାତୀୟ ରାଜପଥରେ…
ବଢ଼ିଲା ପ୍ରଥମ ଡୋଜର ଅବଧି: ଆଜିଠାରୁ କୋଭିଡ୍ ଟିକାର ଡୋଜ୍-୨
ଭୁବନେଶ୍ୱର, ୧୫ା୨ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟରେ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯିବ । ରାଜ୍ୟରେ ପୁଣି କୋଭିଡ ଟିକାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଅବଧି ବୃଦ୍ଧି କରାଯାଇଛି । ପ୍ରଥମ ଡୋଜ୍ ଟିକା…
ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ, ୧୫ା୨ (ଓଡିଶା ଭାସ୍କର): ଆଜି ଅପରାହ୍ଣ ୫ଟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ନିଳାଦ୍ରି ଭକ୍ତ ନିବାସରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ତେବେ ଜାତୀୟ…
ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା: ଗାଡ଼ି ଓଲଟି ଚାଲିଗଲା ୧୫ ଜଣଙ୍କ ଜୀବନ
ନୂଆଦିଲ୍ଲୀ, ୧୫ା୨: ମହାରାଷ୍ଟ୍ରରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଓଲଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଜଳଗାଓଁ ଜିଲ୍ଲାର କିଗାଓଁଠାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ…
ତୈଳ ପରେ ଗ୍ୟାସ୍ ମହଙ୍ଗା: ୫୦ ଟଙ୍କା ବଢ଼ିଲା ଗ୍ୟାସ୍ ସିଲିଣ୍ଡର
ନୂଆଦିଲ୍ଲୀ, ୧୫ା୨: ଲଗାତର ତୈଳ ଦର ବୃଦ୍ଧି ହୋଇ ଚାଲିଥିବା ବେଳେ ପୁଣି ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପାଇଛି । ଆସନ୍ତାକାଲିଠାରୁ ଗ୍ୟାସ୍ ସିଲିଣ୍ଡର ଦର ମହଙ୍ଗା ହେବ । ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଗ୍ୟାସ…
ଓଡ଼ିଶା ବନ୍ଦ: କଣ ରହିଛି ବନ୍ଦର ପ୍ରଭାବ
ଭୁବନେଶ୍ୱର, ୧୫ା୨ (ଓଡିଶା ଭାସ୍କର): ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ତୈଳ ଦର ବୃଦ୍ଧି, ବେକାରୀ, ଚାଷୀ ସମସ୍ୟା ଆଦି…
ଆଜି ଓଡ଼ିଶା ବନ୍ଦ
ଭୁବନେଶ୍ୱର, ୧୫ା୨ (ଓଡିଶା ଭାସ୍କର): ତୈଳ ଦର ବୃଦ୍ଧି ସହ ବିଭିନ୍ନ ପ୍ରସଙ୍ଗରେ ଆଜି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । କଂଗ୍ରେସ ପକ୍ଷରୁ…
FIR registered against Yuvraj Singh in Haryana over ‘casteist remark’
Hisar,15/2: In a shocking development, a FIR registered against former Indian cricketer Yuvraj Singh for allegedly using casteist remark during his Instagram live in 2020.
The…