Browsing Category

Top Stories

ଓଡ଼ିଆ ପୁଅ ଅନ୍ୱେଷ ପାଇବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

ଭୁବନେଶ୍ୱର, ୨୫ା୧ (ଓଡିଶା ଭାସ୍କର): ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ୨୦୨୧ ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଆ ପୁଅ ଅନ୍ୱେଷ ଶୁଭମ ପ୍ରଧାନ । ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୩୨ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ…

ପୁଣି କୁହୁଡ଼ି ସାଜିଲା କାଳ: ଦୁର୍ଘଟଣାରେ ଜଣେ ମୃତ, ୮ ଆହତ

ଗଞ୍ଜାମ, ୨୫ା୧ (ଓଡିଶା ଭାସ୍କର): ପୁଣି କୁହୁଡ଼ି କାଳ ସାଜିଛି । କୁହୁଡ଼ିରେ ରାସ୍ତା ଦେଖା ନଯିବା ଫଳରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହେବା ସହ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା…

ଭିଜିଲାନ୍ସ ଜାଲରେ ପିଇଓ

ବରଗଡ଼, ୨୫ା୧ (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲାର ଭଟଲି  ବ୍ଲକର ପିଇଓ ଉମେଶ ସେଠ ପଡ଼ିଛନ୍ତି । ତେବେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।…

ଦେଶରେ ଦିନକରେ ୧୩୧ ମୃତ, ୧୩ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୫ା୧: ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୪୭୦କୁ ବୃଦ୍ଧି…

ବିଜୁ ଯୁବ ଜନତା ଦଳ ଓ ବିଜୁ ଯୁବ ଛାତ୍ର ଦଳ ତରଫରୁ ବି.ଜେ.ପି ଦୁଷ୍କର୍ମ କାରୀଙ୍କ ଦଣ୍ଡ ପାଇଁ କାଲିମେଳା ଥାନାରେ ଦାବିପତ୍ର ।

ପଡିଆ/କାଲିମେଳା,୨୪/୦୧:- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବି.ଜେ.ପି ମଣ୍ଡଳ ସଭାପତି ଅବଧୂତ ପ୍ରସାଦ ଦୂର୍ଗା ଗତ ଶୁକ୍ରବାରରେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ କୋଟ ଚାଲାଣ ହୋଇଥିଲେ । ପରେ ବି.ଜେ.ପି…

ରାଜ୍ୟରେ ଦିଆଗଲାଣି ଦେଢ ଲକ୍ଷ ଲୋକଙ୍କୁ କରୋନା ଟିକା

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର) :ରାଜ୍ୟରେ ଦିଆଗଲାଣି ଦେଢ ଲକ୍ଷ ଲୋକଙ୍କୁ କରୋନା ଟିକା ।ଦେଶରେ ଟିକାକରଣରେ ଓଡିଶା ସବୁଠାରେ ଆଗରେ ରହିଛି ।ଟିକାକରଣ ପ୍ରକ୍ରିୟାକୁ ସରକାର ଜୋରଦାର କରୁଛନ୍ତି। ସଠିକ ସମୟରେ ସମସ୍ତ…

ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରୁଛନ୍ତି ଆଇଏଏସ ଓ ଆଇପିଏସ ଅଫିସର

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ରାଜ୍ୟ ରେ ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କରୁଛନ୍ତି ବହୁ ସଂଖ୍ୟାରେ ଆଇଏଏସ ଓ ଆଇପିଏସ ଅଫିସର ।ଏପର୍ଯ୍ୟନ୍ତ ୩୬ ଜଣ ଆଇଏଏସ ଓ ଆଇପିଏସ ସରକାରୀ ସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ…

ବଦଳିଲେ ୩ ଥାନାବାବୁ

ପୁରୀ, ୨୪ା୧ (ଓଡିଶା ଭାସ୍କର): ପୁରୀ ଜିଲ୍ଲାରେ ୩ ଜଣ ଥାନାବାବୁଙ୍କୁ ବଦଳି କରାଯାଇଛି । ଜିଲ୍ଲାର ୩ ଜଣ ଆଇଆଇସିଙ୍କୁ ଏସପି କନୱର ବିଶାଲ ସିଂ ପରିବର୍ତ୍ତନ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ଟାଉନ ଥାନା ଆଇଆଇସି…

ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ ସରକାରଙ୍କ ପକ୍ଷରୁ ଆସିଲା ନୂଆ ଘୋଷଣା, ମିଳିବ ମାଗଣାରେ ସ୍ମାର୍ଟ ଫୋନ୍

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ମିଳିବ ସ୍ମାର୍ଟ ଫୋନ । ସରକାରଙ୍କ ତରଫରୁ ମୋବାଇଲ ଫୋନ୍ ବଣ୍ଟନ ପାଇଁ ଘୋଷଣା କରାଯାଇଛି । ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ…

ଆସନ୍ତା ଦୁଇଦିନ ଘନ କୁହୁଡ଼ି

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ଦୁଇଦିନ ଘନ କୁହୁଡ଼ି ପରିଲକ୍ଷିତ ହେବ । ତେଣୁ ସତର୍କତା ଅବଲମ୍ବନ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ସୂଚନା…