Browsing Category
Top Stories
ଇତିହାସର ଏପରି ଏକ ରାଣୀ, ଯେ ପ୍ରତିନୂଆ ପୁରୁଷଙ୍କ ସହ ରାତି ବିତାଇବା ପରେ ତାର ହତ୍ୟା କରୁଥିଲେ
ଇତିହାସ ଜଗତରେ ଅନେକ ରାଣୀ ନିଜର ସୌନ୍ଦର୍ଯ୍ୟ ଓ ଶକ୍ତି ବଳରେ ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ଇତିହାସ ପୃଷ୍ଠାରେ କିଛି ଭିନ୍ନ ଧରଣର କାମ କରି ଚର୍ଚ୍ଚିତ ହୋଇଥିବା ଜଣେ ରାଣୀଙ୍କ ବିଷୟରେ ଆସନ୍ତୁ ଜାଣିବା । ଏପରି…
ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ ବର୍ଷ ଉପଲବ୍ଧି ବଖାଣିଲେ ଜେ.ପି.ନଡ୍ଡା
ନୂଆଦିଲ୍ଲୀ, ୩୦ା୫: ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତ ଅବସରରେ ବିଜେପି ରଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ…
କ୍ୱାରେଣ୍ଟିନ ପାଇଁ ୬୨କୋଟି ଟଙ୍କା ପ୍ରଦାନ ନେଇ ଏସଆରସିଙ୍କ ଚିଠି
ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): କ୍ୱାରେଣ୍ଟିନ ସରିଥିବା ଲୋକଙ୍କ ପାଇଁ ୬୨କୋଟି ଟଙ୍କା ପ୍ରଦାନ ପାଇଁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ସିଏମ ରିଲିଫ ପାଣ୍ଠିରୁ ୬୨କୋଟି ଟଙ୍କା ଦେବାକୁ ଏସଆରସି ଚିଠି…
ଅଡ଼-ଇଭିନ ଫର୍ମୁଲାରେ ରାଜ୍ୟରେ ଚାଲିବ ବସ୍
ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ଗତ ଦୁଇ ଦିନ ହେବ ରାଜ୍ୟରେ ବସ୍ ଚଳାଚଳ ହୋଇଛି । କିନ୍ତୁ ସୋମବାରଠାରୁ ଅଡ଼-ଇଭିନ ନମ୍ବରରେ ରାଜ୍ୟରେ ବସ୍ ଚଳାଚଳ ହେବ ବୋଲି ସୂଚନା ମିଳିଛି । ଅଧିକାଂଶ ସହରରୁ ଦୈନିକ ୫ରୁ ୧୦ଟି ବସ୍…
କରୋନା ଭାଇରସ୍:୨୪ଘଣ୍ଟାରେ ଦେଶରେ ୨୬୫ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୩୦ା୫: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୯୭୧କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୩ହଜାର ୭୬୩ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୨୬୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ହଜାର ୯୬୪ଜଣ…
ରାଜ୍ୟରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ଆଉ ୯୬ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି ।…
ସରକାର ବର୍ଷ ପୂର୍ତ୍ତିରେ ମୋଦିଙ୍କ ଅଡ଼ିଓ ବାର୍ତ୍ତା
ନୂଆଦିଲ୍ଲୀ, ୩୦ା୫: ସରକାର ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଡ଼ିଓ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ ଘଡ଼ିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି ସମଗ୍ର ବିଶ୍ୱ । ଭାରତ…
ଘରୁ ବାହାରିବା ପୂର୍ବରୁ କାହିଁକି ଖାଇବା ଦହି- ଚିନି ? ଜାଣନ୍ତୁ
ଘରୁ ବାହାରୁଥିବା ବେଳେ ବା କୌଣସି ଶୁଭ କାମରେ ଯିବା ପୂର୍ବରୁ ଆମେ ମିଠା ଦହି ଖାଇଥାଉ । ବହୁ ପୁରାତନ କାଳରରୁ ଏହି ପରମ୍ପରା ଚାଲି ଆସୁଛି । କିନ୍ତୁ ମିଠା ଦହି ଖାଇ ଘରୁ ବାହାରିଲେ କଣ ସୁଫଳ ମିଳେ ବୋଲି ଆପଣ…
ଓଲଟିଲା ବସ୍, ୩୦ ଆହତ
ବାଲେଶ୍ବର, ୩୦/୫(ଓଡ଼ିଶା ଭାସ୍କର): ବାଲେଶ୍ୱର ସ୍ଥିତ ୧୬ ନଂ ଏନଏଚ୍ ମଙ୍ଗଳପୁର ନିକଟରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ସେଠାରେ ଏକ ବସ୍ ଓଲଟି ପଡିଥିବା ନେଇ ସୂଚନା ମିଳିଛି।ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବସ୍…
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କଲା ଆମେରିକା
ନୂଆଦିଲ୍ଲୀ,୩୦/୫: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି ଆମେରିକା। WHO ସହ ସମ୍ପର୍କ ଛିନ୍ନ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଘୋଷଣା କରିଛନ୍ତି।
ବର୍ଷକୁ ଆମେରିକା…