Browsing Category

Top Stories

ଦେଶରେ ୬୨ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୪ା୪: ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଭାରତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସରକାରୀ ଅନୁସାରେ ବର୍ତ୍ତମାନ ଦେଶରେ ୬୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ…

ଡରନ୍ତୁ ନାହିଁ, ସାବଧାନ ରୁହନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୪(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି କେବଳ ଲୋକ ସଚେତନତା ଦ୍ୱାରା ହିଁ କରୋନାକୁ ମୁକାବିଲା କରିହେବ । ଏହାସହ ଡ଼ରିବାର କିଛି…

କେଉଁ ଥାନା ଅଧୀନରେ କେଉଁ ମେଡ଼ିସିନ୍ ଷ୍ଟୋର ଖୋଲା? ଜାଣନ୍ତୁ

ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ବନ୍ଦ ରହିବ ଭୁବନେଶ୍ୱର, କଟକ ଓ ଭଦ୍ରକ । ଏହି ସ୍ୱତନ୍ତ୍ର ସଟଡାଉନ ବେଳେ ସମସ୍ତ ଜରୁରୀ ଦୋକାନ ବଜାର ବନ୍ଦ ରହିବ । ଏହାସହ ଏହି ସମୟରେ କେଉଁ କେଉଁ ମେଡ଼ିସିନ ଷ୍ଟୋର ଓ କେଉଁ…

ଚିହ୍ନଟ ହେଲେ ଆଉ ୧୧କରୋନା ରୋଗୀ , ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୦କୁ ବୃଦ୍ଧି

ଭୁବନେଶ୍ୱର, ୩ା୪(ଓଡ଼ିଶା ଭାସ୍କର): ବର୍ତ୍ତମାନ କରୋନାରେ ଆଉ ୧୧ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଆଜି ଗୋଟିଏ ଦିନରେ ୧୫ଜଣ କରୋନା ଆକ୍ରାନ୍ତ…

ଭୁବନେଶ୍ୱରରେ ଆଉ ୩ କରୋନା ରୋଗୀ, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୯କୁ ବୃଦ୍ଧି

ଭୁବନେଶ୍ୱର, ୩ା୪(ଓଡ଼ିଶା ଭାସ୍କର): ବର୍ତ୍ତମାନ କରୋନାରେ ଆଉ ୩ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ରୋଗୀ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ସମସ୍ତ ୩ଜଣ କରୋନା ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱର ସ୍ଥିତ…

ଚିହ୍ନଟ ହୋଇଥିବା ଷଷ୍ଠ କରୋନା ରୋଗୀ ନିଜାମୁଦ୍ଦିନରେ ସମାବେଶରେ ଯୋଗ ଦେଇଥିଲେ: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୩ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସମସ୍ତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତିି ଆଜି ଚିହ୍ନଟ ହୋଇଥିବା ଷଷ୍ଠ କରୋନା ରୋଗୀ ନିଜାମୁଦ୍ଦିନରେ…

ବିରାଟଙ୍କ ଖୁଲାସା: କହିଲେ- ଏହି ଦିନ କ୍ରିକେଟରୁ ନେବି ସନ୍ନ୍ୟାସ’

ନୂଆଦିଲ୍ଲୀ,୩ ।୪: କିମ୍ବଦନ୍ତୀ ୱକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନୀ ତାଙ୍କ ଭବିଷ୍ୟତ ବିଷୟରେ କଣ ନିଷ୍ପତ୍ତି ନେବେ, ତାହା ଉପରେ ସମଗ୍ର କ୍ରିକେଟ ଜଗତର ନଜର ରହିଛି । ଧୋନୀ ପ୍ରାୟ ୯ ମାସ ହେବ…

କରୋନା ସନ୍ଦିଗ୍ଧଙ୍କୁ ଠାବ କରିବାକୁ ଆରୋଗ୍ୟ ସେତୁ ଆପ୍, ଡାଉନ କରିଲେଣି ୩୦ଲକ୍ଷ ଲୋକ

ନୂଆଦିଲ୍ଲୀ, ୩।୪: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଖବର ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ତବଲିଗି ଜମାତର ୬୪୭ କେସ୍ ସାମ୍ନାକୁ ଆସିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ…