Browsing Category
Top Stories
ଦିଲ୍ଲୀ ଅଗ୍ନିକାଣ୍ଡ, ୨ଅଭିଯୁକ୍ତଙ୍କୁ ରିମାଣ୍ଡରରେ ନେବାକୁ ମିଳିଲା ଅନୁମତି
ନୂଆଦିଲ୍ଲୀ, ୯ା୧୨: ଗତକାଲି ଦିଲ୍ଲୀ ସ୍ଥିତ ଝାନସୀ ରୋଡ଼ ଅନାଜ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ କୋଠାର ମାଲିକ ମହମ୍ମଦ ରେହାନ ଓ ତାଙ୍କ ମ୍ୟାନେଜର ଫୁରକାନ ଦୁଇ ଅଭିଯୁକ୍ତଙ୍କ ଗିରଫ କରିବା ସହ ଆଇପିସି…
ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ
ବରଗଡ଼, ୯ା୧୨(ଓଡ଼ିଶା ଭାସ୍କର): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । କଦମ୍ବବନ ପଡ଼ିଆରେ ଶୁଭସ୍ତମ୍ଭ ସ୍ଥାପନ କରିଛନ୍ତି ଉପଜିଲ୍ଲାପାଳ । ଡିସେମ୍ବର ୩୧ରୁ ଜାନୁଆରି ୧୦ଯାଏଁ…
ଶୁଖିବାରେ ଲାଗିଛି ଦୁନିଆର ସବୁଠାରୁ ଚଉଡା ୱାଟରଫଲ୍ ଭିକ୍ଟୋରିଆ
ସମଗ୍ର ଦୁନିଆରେ ଜଳବାୟୁ ସର୍ବଦା ପରିବର୍ତ୍ତନ ହେବା ସହ ପକୃତି ସହ ଜଡିତ କିଛି ଘଟଣା ମଧ୍ୟ ସାମନାକୁ ଆସିଥାଏ । ଏହାରି ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି । ଦୁନିଆର ସବୁଠାରୁ ଚଉଡା ଭିକ୍ଟୋରିଆ…
ଦାୟିତ୍ୱ ଗ୍ରହଣ କଲେ ନୂଆ ଡିଜିପି
କଟକ, ୯ା୧୨(ଓଡ଼ିଶା ଭାସ୍କର): ଆଜି ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଭୟ । କଟକ ପୋଲିସ ମୁଖ୍ୟାଳୟରେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଇଛି । ୧୯୮୬ ବ୍ୟାଚ ଆଇପିଏସ ଅଭୟ ଜାତୀୟ ପୋଲିସ ଏକାଡ଼େମୀର…
କର୍ଣ୍ଣାଟକ ଉପନିର୍ବାଚନରେ କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ସିଦ୍ଧରମୈୟା
କର୍ଣ୍ଣାଟକ,୯ ।୧୨: କର୍ଣ୍ଣାଟକର ୧୫ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଆଜି ଫଳାଫଳ ଆସିଛି । ଏଥିରେ ବିଜେପି ୧୨ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ୨ଟି ଆସନରେ ବିଜୟ ଲାଭ କରିଛି । ଦଳର…
ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ, ଟିକେଟ ପାଇଁ ୧୨ଟି କାଉଣ୍ଟର ବ୍ୟବସ୍ଥା
କଟକ,୯ା୧୨(ଓଡ଼ିଶା ଭାସ୍କର): ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ନେଇ ଓସିଏ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଆଗାମୀ ୨୨ରେ ବାରବାଟୀରେ ମୁହାଁମୁହିଁ ହେବେ ଏହି ଦୁଇ ଦଳ । ଏନେଇ ସମସ୍ତ ପ୍ରସ୍ତୁତି ହୋଇସାରିଛି ।…
କୁଖ୍ୟାତ ମାଓନେତା ରାମନ୍ନାଙ୍କ ମୃତ୍ୟୁ
ମାଲକାନଗିରି, ୯ା୧୨(ଓଡିଶା ଭାସ୍କର): ଆଜି କୁଖ୍ୟାତ ମାଓନେତା ରାମନ୍ନାଙ୍କ ମୃତ୍ୟୁ ଘଟିଛି । ରାମନ୍ନା ଓରଫ କେ.ଶ୍ରୀନିବାସଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବସ୍ତର ଜଙ୍ଗଲରେ ରାମନା୍ନ ପ୍ରାଣହରାଇଥିବା…
ସନ୍ଧ୍ୟା ସୁଦ୍ଧା କମିବ ପିଆଜ ଟେନସନ୍, ଜାଣନ୍ତୁ କେଉଁ ତାରିଖ ସୁଦ୍ଧା କେତେ ହ୍ରାସ ହେବ ଦର
ଭୁବନେଶ୍ୱର,୯ ।୧୨(ଓଡିଶା ଭାସ୍କର): ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତିତ ଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୧୫ ଟଙ୍କା କମିବ ପିଆଜ ଦର । ଡିସେମ୍ବର ୧୫ ସୁଦ୍ଧା ୪୦ରୁ ୫୦ ଟଙ୍କା ଦରରେ…
ନାଗରିକତା ସଂଶୋଧନ ବିଲ୍ ସପକ୍ଷରେ ପଡ଼ିଲା ୨୯୩ ଭୋଟ୍
ନୂଆଦିଲ୍ଲୀ, ୯ା୧୨: ଆଜି ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲକୁ ଆଗତ କରିଥିଲେ । ନାଗରିକତା ସଂଶୋଧନ ବିଲ ଉପସ୍ଥାପନ ହେବା ନେଇ ସଂସଦରେ ଭୋଟିଂ ହୋଇଥିଲା । …
୨୦ ସୁଦ୍ଧା ରାଜ୍ୟ ବିଜେପି ରାଜ୍ୟ ସଭାପତି ନିର୍ବାଚନ
ଭୁବନେଶ୍ୱ,୯ ।୧୨(ଓଡିଶା ଭାସ୍କର): ଡିସେମ୍ବର ୨୦ ସୁଦ୍ଧା ସରିବ ବିଜେପି ରାଜ୍ୟ ସଭାପତି ନିର୍ବାଚନ । ଏହାର ପରିଚାଳନା କରିବେ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରତାପ ରୁଷ୍ଠି ।
ତେବେ ୧୪ରୁ ୧୬ ଯାଏ ୩୬ଟି…