Browsing Category
Top Stories
ପିଆଜ @ ୧୨୦
କଟକ, ୪ା୧୨(ଓଡ଼ିଶା ଭାସ୍କର): ପିଆଜ ଦର ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ରୋଷେଇ ଘରେ ଅତି ଆବଶ୍ୟକୀୟ ଜିନିଷ ମଧ୍ୟରେ ପିଆଜ ରହିଛି । ବର୍ତ୍ତମାନ ପିଆଜ କାଟିଲେ ନୁହେଁ କିଣିଲା ବେଳେ ଆଖିରୁ ଲୁହ ବୋହୁଛି ।…
ପି.ଚିଦାମ୍ବରମଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ,୪ା୧୨: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ଆଜି ଜାମିନ ମିଳିଥିବା ସୂଚନା ମିଳିଛି । ସୁପ୍ରିମକୋର୍ଟରୁ ଆଇଏନଏକ୍ସ ମିଡ଼ିଆ ସମ୍ପର୍କିତ ଇଡ଼ି ମାମଲାରେ ତାଙ୍କୁ ଜାମିନ…
ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ,୪ା୧୨: କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପ ପୁଣି ଥରେ ଚାଲୁ କରିବା ଲାଗି ସେ ଚିଠି ଲେଖିଥିବା ଜଣାପଡ଼ିଛି । ସେ ଏଥିରେ…
ରାଜ୍ୟପାଳଙ୍କୁ ଭେଟିଲେ ସାମ୍ୱାଦିକ
ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ରାଜ୍ୟପାଳଙ୍କୁ ଭେଟିଛନ୍ତି OUJ ସଭାପତି ପ୍ରସନ୍ନ ମହାନ୍ତି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନେଇ ସେ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି । ପ୍ରତିନିଧି ଦଳ ସହ…
୮ ଦିବ୍ୟାଙ୍ଗଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ଆଜିର ଭିନ୍ନକ୍ଷମ ଦିବସରେ ୮ ଦିବ୍ୟାଙ୍ଗଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିନ୍ନକ୍ଷମ ଥଇଥାନରେ ଅବଦାନ ପାଇଁ ସମ୍ବଲପୁର ଜିଲ୍ଲାର ପୁରସ୍କୃତ ହୋଇଛି ।…
ହାଜତ ମୃତ୍ୟୁ ଘଟଣାରେ ଜେଲ ଗଲେ ପୋଲିସ ବାବୁ
କେନ୍ଦ୍ରପଡା,୩ ।୧୨(ଓଡିଶା ଭାସ୍କର): କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ଥାନାରେ ହାଜତ ମୃତ୍ୟୁ ଘଟଣା ଘନେଇବାରେ ଲାଗିଛି । ଏହି ଘଟଣାରେ ଆତ୍ମସମର୍ପଣ କରି ଜେଲ ଗଲେ ତତ୍କାଳୀନ ଆଇଆଇସି ଶ୍ୟାମଘନ ବେହେରା । ଜିଲ୍ଲା…
ରାଜ୍ୟସଭାରେ ଏସପିଜି ସଂଶୋଧନ ବିଲ୍ ପାସ୍
ନୂଆଦିଲ୍ଲୀ,୩ ।୧୨: ଆଜି ରାଜ୍ୟସଭାରେ ସ୍ପେଶାଲ ପ୍ରୋଟେକସନ୍ ଗ୍ରୁପ୍ ବା ଏସପିଜି ସଂଶୋଧନ ବିଲ୍-୨୦୧୯ ପାସ୍ ହୋଇଛି । ଏହି ବିଲ୍ ପୂର୍ବରୁ ଲୋକସଭାରେ ପାସ୍ ହୋଇସାରିଛି । ରାଜ୍ୟସଭାରେ ଏହି ବିଲ ଉପରେ ଚର୍ଚ୍ଚା ହେଉଥିବା…
କ୍ରିକେଟର ମିତାଲିଙ୍କ ବାୟୋପିକ୍ରେ ନଜର ଆସିବେ ତାପସୀ
ମୁମ୍ବାଇ,୩ ।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଚର୍ଚ୍ଚିତ ଖେଳାଳି ତଥା ଓ୍ୱିକେଟ୍ କିପର ମିତାଲି ରାଜଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ମିତାଲିଙ୍କ ୩୭ ତମ ଜନ୍ମଦିନ ଅବସରରେ ତାଙ୍କ ବାୟୋପିକ୍ର…
ଅଶ୍ଳୀଳ ଫଟୋ ଭାଇରାଲ, ଯୁବକ ଗିରଫ
ନିଆଳି, ୩ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ନାରୀ ଦୁଷ୍କର୍ମ ହେଉ କିମ୍ବା ଅଶ୍ଳିଳ ଭିଡ଼ିଓ, ଫଟୋ ଭାଇରାଲ ଘଟଣା, ଏହା ବଢ଼ିବାରେ ଲାଗିଛି । ଆମ ରାଜ୍ୟ ନୁହେଁ ବରଂ ସାରା ଦେଶ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି । ଦୈନଦିନ…
ବୁଲବୁଲ ପାଇଁ କେନ୍ଦ୍ରର ୫୫୨ କୋଟି ସହାୟତା
ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ବାତ୍ୟା ବୁଲବୁଲ ପାଇଁ କେନ୍ଦ୍ର ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ଉଭୟ ଓଡିଶା ଓ ପଶ୍ଚିମବଙ୍ଗ ପାଇଁ କେନ୍ଦ୍ରୀୟ ସହାୟତା ରାଶି ଘୋଷଣା ହୋଇଛି । ଓଡିଶାକୁ ୫୫୨ କୋଟି ଟଙ୍କା…