Browsing Category

ଖବର

ସାବାଡ୍ ହେବେ ଟ୍ରମ୍ପ: ଆଜିଠୁ ୪ଦିନିଆ ଜାପାନ ଓ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଦୀର୍ଘ 7 ବର୍ଷ ପରେ ଚୀନ ଯିବେ ମୋଦୀ

ନୂଆଦିଲ୍ଲୀ: 4 ଦିନିଆ ଚୀନ ଓ ଜାପାନ ଗସ୍ତରେ ଯିବେ ନରେନ୍ଦ୍ର ମୋଦୀ । ଆଜି ରାତି 8ଟାରେ ବିଦେଶ ଗସ୍ତରେ ଯିବେ । ଦୀର୍ଘ 7 ବର୍ଷ ପରେ ଚୀନ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଜାପାନ ପରେ ଚୀନ ଗସ୍ତରେ ଯିବେ…

ଜୁହାର୍, ଆଜି ନୂଆଁଖାଇ ତିହାର: ଇଷ୍ଟଦେବୀଙ୍କୁ ପୂଜା କରି ନବାନ୍ନ ଖାଇବେ ପଶ୍ଚିମ ଓଡିଶାବାସୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆଜି ହେଉଛି ପବିତ୍ର ନୂଆଁଖାଇ ପର୍ବ । ଏହି ପର୍ବକୁ ପଶ୍ଚିମ ଓଡ଼ିଶାର ଲୋକେ ବହୁତ ଧୁମ ଧାମର ସହ ପାଳନ କରନ୍ତି । ଘରେ ଘରେ ଚାଲିଛି ପିଠାପଣା । ଇଷ୍ଟଦେବୀଙ୍କ ନିକଟରେ ନୂଆଧାନ ଲାଗି ହେବା ପରେ ପରିବାର ଖାଇବେ…

ଅଗଷ୍ଟ ୨୮, ଗୁରୁବାର ଦିନ କରନ୍ତୁ ଏହି ଚମତ୍କାର ଉପାୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ଓଡିଶାଭାସ୍କର: ଅଗଷ୍ଟ ୨୮ ତାରିଖ ଗୁରୁବାର ଦିନ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଋଷି ପଞ୍ଚମୀ ପାଳିତ ହୁଏ। ଏହା ସହିତ ଶୁକ୍ଳ ଯୋଗ ଗୁରୁବାର ଦିନ ସକାଳ ୧:୧୮ ପର୍ଯ୍ୟନ୍ତ ରହିବ। ଚିତ୍ରା ନକ୍ଷତ୍ର ସକାଳ ୮:୪୪…

ଏହି ବିଦେଶୀ ଲିଗରେ ଖେଳିବେ ରବିଚନ୍ଦ୍ରନ ଅଶ୍ୱିନ, IPLରୁ ଅବସର ନେଉ ନେଉ ସାମ୍ନାକୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଦଳର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସୁଛନ୍ତି। ଯେତେବେଳେ କି ସେ ପରବର୍ତ୍ତୀ ଆଇପିଏଲ ସିଜିନରେ ଅନ୍ୟ କୌଣସି ଦଳ ପାଇଁ ଖେଳିବେ ବୋଲି ଆଶା କରାଯାଉଥିଲା।…

କିଏ ଏହି ଅଟଳ ବିହାରୀ, ଯାହାଙ୍କ ବୋଲିଂ ଆଗରେ ବେହୋସ୍ ହେଉଛନ୍ତି ସବୁ ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: କାଶୀ ରୁଦ୍ରସ ଦଳ UP T20 ଲିଗ୍ ୨୦୨୫ ରେ ଚମତ୍କାର ପ୍ରଦର୍ଶନ କରୁଛି ଏବଂ ବର୍ତ୍ତମାନ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। କାଶୀ ରୁଦ୍ରସ ଏପର୍ଯ୍ୟନ୍ତ ୭ ଟି ମ୍ୟାଚ୍ ରୁ ୬ ଟି ଜିତିଛି। ଦଳର ଦ୍ରୁତ ବୋଲର ଅଟଳ…

ବୃଦ୍ଧ ଦମ୍ପତିଙ୍କୁ ନିସ୍ତୁକ ମାଡ଼, ଲଣ୍ଡା କଲେ, ଜୋତାମାଳ ପିନ୍ଧାଇଲେ, ପରିସ୍ରା ପିଆଇଲେ, ମାରିଦେଲେ…

ବିହାର: ଅଞ୍ଚଳରେ ଚାଞ୍ଚଲ୍ୟ। ସ୍ଥାନୀୟ ଲୋକଙ୍କ କ୍ରୋଧର ଶିକାର ହେଲେ ବୃଦ୍ଧ ଦମ୍ପତି। ଡାହାଣୀ କହି ଦମ୍ପତ୍ତିଙ୍କୁ ନିର୍ଧୁମ ପିଟିଥିଲେ ସ୍ଥାନୀୟ ଲୋକେ। ଫଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ, ବୃଦ୍ଧା ଜଣକ ଗୁରୁତର…

ରୋହିତ-କୋହଲିଙ୍କ ମଧ୍ୟରୁ କିଏ ଭୟଙ୍କର ବ୍ୟାଟ୍ସମ୍ୟାନ୍, ଖୁଲାସା କଲେ ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରୁ କିଏ ଭଲ ବ୍ୟାଟ୍ସମ୍ୟାନ, ଏହି ଚର୍ଚ୍ଚା ଭିତରେ ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ୍ ସ୍ୱୀକାର କରିଛନ୍ତି ଯେ ରୋହିତ ଶର୍ମା ହେଉଛନ୍ତି ତାଙ୍କ ବୋଲିଂ କ୍ୟାରିୟରରେ…

କୋଚ୍ ଙ୍କ ବଡ଼ ବୟାନ, ବାବର-ରିଜୱାନ ଏବେକାର T20 କ୍ରିକେଟ୍ ଖେଳିବା ପାଇଁ ଫିଟ୍ ନୁହଁନ୍ତି

ନୂଆଦିଲ୍ଲୀ: ୨୦୨୫ ଅସିଆ କପ୍ ପାଇଁ ଦଳରୁ ବାଦ୍ ପଡ଼ିବା ପରେ ପାକିସ୍ତାନର ସବୁଠାରୁ ଭରସାଯୋଗ୍ୟ ବ୍ୟାଟିଂ ଯୋଡ଼ି ବାବର ଆଜମ ଏବଂ ମହମ୍ମଦ ରିଜଓ୍ୱାନଙ୍କ ଭବିଷ୍ୟତ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ସମୟ…

(video)ଗୋବିନ୍ଦା-ସୁନୀତାଙ୍କର ହେବନି ଡିଭୋର୍ସ, ଗଣେଶ ଚତୁର୍ଥୀରେ ସେମ୍ ଆଉଟଫିଟ୍ ରେ କଲେ ଗଣପତିଙ୍କ ପୂଜା

ମୁମ୍ୱାଇ: ଲୋକପ୍ରିୟ ବଲିଉଡ୍ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜା କିଛି ଦିନ ଧରି ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ଅଛନ୍ତି। ୨୦୨୫ ମସିହା ଫେବୃଆରୀ ମାସରୁ ଉଭୟଙ୍କ ସମ୍ପର୍କରେ ଫାଟ…

AIIMS ଡାକ୍ତରଙ୍କ ବଡ ଆବିଷ୍କାର; ମାତ୍ର 2 ଘଣ୍ଟାରେ ହେବ କ୍ୟାନ୍ସର ଟେଷ୍ଟ, 100 ଟଙ୍କାରୁ କମ୍ ଖର୍ଚ୍ଚ

ନୂଆଦିଲ୍ଲୀ: କର୍କଟ ଭଳି ମାରାତ୍ମକ ରୋଗ ଚିହ୍ନଟ କରିବାକୁ ସାଧାରଣତଃ ଲକ୍ଷ ଲକ୍ଷ ଟଙ୍କାର ମେସିନ୍ ଲାଗେ । ଏପରିକି ରିପୋର୍ଟ ଆସିବାକୁ ଅନେକ ଦିନ ବି ଲାଗିଥାଏ। କିନ୍ତୁ AIIMS ଦିଲ୍ଲୀର ଡାକ୍ତରମାନେ ଏକ ଟେଷ୍ଟ କିଟ୍…