କେମିତି ରହିଛି ସୁନା ରୂପା ଦର? ଆଜି ସୁନା କିଣିଲେ ଲାଭରେ ରହିବେ ନା କ୍ଷତି ସହିବେ…
ଓଡ଼ିଶା ଭାସ୍କର: ସ୍ଥିର ରହିଛି ସୁନା-ରୂପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ…