ବନ୍ୟା ପ୍ରଭାବିତ ଅଞ୍ଚଳରେ ନିୟୋଜିତ ହେବେ ପିଜି ଡାକ୍ତରୀ ଛାତ୍ରଛାତ୍ରୀ, ଜାରି ହେଲା ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ: ବନ୍ୟା ପ୍ରଭାବିତ ଅଞ୍ଚଳରେ ପିଜି ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ନିୟୋଜିତ କରିବାକୁ ଜାତୀୟ ଚିକିତ୍ସା କମିଶନ (NMC) ନିର୍ଦ୍ଦେଶ ଦେଇଛନ୍ତି। ନିରନ୍ତର ବର୍ଷା ପରେ ଉତ୍ତର ଭାରତର ଅନେକ ରାଜ୍ୟ ପ୍ରାକୃତିକ…

ଓଃ କି ଦାରୁଣ ଦୃଶ୍ୟ! ବନ୍ୟା ଜଳରେ ଭାସୁଛି ମା’ର ଶବ, ଟାଣି ଟାଣି ଆଣୁଛି କୁନି ପୁଅ, କରୁଣ ଭିଡିଓ ଦେଖି ଆଖିରେ ରହୁନିି ଲୁହ

ଓଡିଶା ଭାସ୍କର: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଯେକୌଣସି ଲୋକର ଆଖିରୁ ଲୁହ ଖସାଇଦେଇପାରେ । ଏହି ଭିଡିଓଟି ପଞ୍ଜାବର। ବନ୍ୟାବେଳେ କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟ ଲକ୍ଷ ଲକ୍ଷ ହୃଦୟକୁ ଥରାଇ…

୧୫ ଦିନର ଛୁଆକୁ ଫ୍ରିଜରେ ରଖି ବେଡରୁମରେ ତକିଆ କୁଣ୍ଢେଇ ଶୋଇଲା ମା’, ଜାଣନ୍ତୁ ମହିଳା ଏମିତି କ’ଣ ପାଇଁ କଲେ

ପ୍ରୟାଜରଜ: ଉତ୍ତର ପ୍ରଦେଶର ମୋରାଦାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ୧୫ ଦିନର ନବଜାତ ଶିଶୁକୁ ଫ୍ରିଜରରେ ରଖିଥିଲେ। ଯେତେବେଳେ ପିଲାଟି ଫ୍ରିଜରରେ କାନ୍ଦିବାକୁ ଲାଗିଲା, ପରିବାର…

୫ବର୍ଷରେ ବମ୍ପର ରୋଜଗାର କଲା ବିସିସିଆଇ, ଗତବର୍ଷ ୪,୧୯୩ କୋଟି ଇନକମ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)କୁ ବର୍ତ୍ତମାନ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ କୁହାଯାଏ। ବିଶ୍ୱର କୌଣସି କ୍ରିକେଟ୍ ବୋର୍ଡ BCCI ଠାରୁ ଅଧିକ ଟଙ୍କା ରୋଜଗାର କରେ ନାହିଁ। ଏହି…

କରନ୍ତୁ ଏହି ୭ କାମ, ଗ୍ରହମାନଙ୍କ ଅଶୁଭ ଦୃଶ୍ୟ ହେବ ଶୁଭ, ହଟିଯିବ ସବୁ ଗ୍ରହଣ ବିପଦ

ନୂଆଦିଲ୍ଲୀ: ଆଜି ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ । ଜ୍ୟୋତିର୍ବିଦମାନେ ଏହାକୁ ବର୍ଷର ସବୁଠାରୁ ଦୀର୍ଘତମ ଗ୍ରହଣ ବୋଲି ମଧ୍ୟ କହୁଛନ୍ତି। ଚନ୍ଦ୍ରଗ୍ରହଣ ରାତି ୦୯:୫୮ ରୁ ଆରମ୍ଭ ହେବ। ସେହି ସମୟରେ, ଗ୍ରହଣର ସୂତକ ସମୟ…

୮ ଜିଲ୍ଲା ରୁହନ୍ତୁ ସାବଧାନ! ଆସନ୍ତା ୧୩ ତାରିଖ ଯାଏଁ ପ୍ରବଳ ବର୍ଷା, ୨୪ ଘଣ୍ଟା କରିବ କଲବଲ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୧୩ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତା’ ସହ ୨୪ ଘଣ୍ଟା ମଧ୍ୟରେ ଅସ୍ତବ୍ୟସ୍ତ କରିବା ବର୍ଷା । ଫଳରେ ଆସନ୍ତାକାଲି ପାଇଁ…

୨୦ରୁ ଆରମ୍ଭ ହେବ SBI କ୍ଲର୍କ ପ୍ରିଲିମ୍ ପରୀକ୍ଷା: ୬୫୮୯ ପଦରେ ମିଳିବ ନିଯୁକ୍ତି, ଜାଣନ୍ତୁ ପରୀକ୍ଷା ସମ୍ବନ୍ଧୀୟ ଅଧିକ ତଥ୍ୟ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଜୁନିଅର ଆସୋସିଏଟ୍ କମ୍ କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ପ୍ରାରମ୍ଭିକ ପରୀକ୍ଷାର ସୂଚୀ ପ୍ରକାଶ କରିଛି। SBI ଦ୍ୱାରା ପ୍ରକାଶିତ ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ,…

ଟେନିସ ରାଣୀ ହାତେଇଲେ କିଙ୍ଗ କୋହଲିଙ୍କଠୁ ଅଧିକ ଟଙ୍କା, ଗୋଟିଏ ଗ୍ରାଣ୍ଡସ୍ଲାମ ଜିତି କାହିଁକି ପାଇଲେ 44 କୋଟି….

ଓଡ଼ିଶା ଭାସ୍କର: ଟେନିସର ସେ ରାଣୀ । ସୁନ୍ଦରୀ ଲଳନାଙ୍କୁ ଏବେ ଚାରିଆଡ଼ୁ ପ୍ରଶଂସା । କାରଣ ସେ ଏବେ ୟୁଏସ ଓପନ ଗ୍ରାଣ୍ଡସ୍ଲାମର ଚାମ୍ପିୟନ । ଟେନିସର ଏ କୁଇନ ହେଉଛନ୍ତି ଆରିନା ସାବାଲେଙ୍କା। ବେଲାରୁସର ଆରିନା…

କାର୍‌ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ! ଗଣେଶ ଭସାଣି ଦେଖିବାକୁ ଯାଇଥିଲେ ନାବାଳିକା

ବାଲିଗୁଡ଼ା: କାର୍‌ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ୫…

SIIMA 2025: ‘ପୁଷ୍ପା-୨’ ପୋଛିନେଲା ସବୁ ଆୱାର୍ଡ, ଷ୍ଟାଇଲିଷ୍ଟ ଷ୍ଟାର ଅଲ୍ଲୁ ଅର୍ଜୁନ ହେଲେ Best Actor

ହାଇଦ୍ରାବାଦ: ଶନିବାର ଦିନ ଦୁବାଇରେ ଦକ୍ଷିଣ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର 2025 (SIIMA) ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ତାମିଲ ଏବଂ ମାଲାୟଲମ ଚଳଚ୍ଚିତ୍ର ଶିଳ୍ପର ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ…