ଭାରତକୁ ସହଜ ବିଜୟ: ରାହୁଲ-ସୂର୍ଯ୍ୟଙ୍କ ଅର୍ଦ୍ଧଶତକରେ ମ୍ୟାଚ ଜିତିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ଅତି ସହଜରେ ଜିତି ନେଇଛି ଟିମ ଇଣ୍ଡିଆ । ଓପନର କେ.ଏଲ ରାହୁଲ ଏବଂ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଏହି…

AIIMS ଭୁବନେଶ୍ୱରକୁ ଆଉ ଏକ ସଫଳତା: ଜାତୀୟ ସ୍ତରରେ ଆବାସିକ ଡାକ୍ତରୀ ଛାତ୍ରଙ୍କ କୃତିତ୍ବ

ଭୁବନେଶ୍ୱର: ପ୍ରଥମ ଦଶନ୍ଧିରେ ଚମତ୍କାର ଯାତ୍ରାରେ ଏମ୍ସ ଭୁବନେଶ୍ବର ପାଇଁ ଜାତୀୟ ସ୍ତରରେ ଆଣିଛି କୃତିତ୍ବ। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ୬ଜଣ ଆବାସିକ ଡାକ୍ତରୀ ଛାତ୍ର ତିନି ଭିନ୍ନ ଭିନ୍ନ ଜାତୀୟ ଶୈକ୍ଷିକ…

BigBoss-16 ରୁ ମିଳିବ ଏକ ହଜାର କୋଟି! ଶୋ’କୁ ନେଇ ଭାଇଜାନ କଲେ ଖୁଲାସା

ମୁମ୍ବାଇ: ସିଲଭର ସ୍କ୍ରିନ ଛାଡି ଛୋଟ ପରଦାରେ ଏବେ ଧମାକା କରୁଛନ୍ତି ବଲିଉଡର ଭାଇଜାନ । ବିଗବସ ଶୋ’ର ନୂଆ ସିଜନରେ ପୁଣି ଫେରୁଛନ୍ତି ସାଲମାନ ଖାନ । ତେବେ ଶୋ’ ଆରମ୍ଭ ହେବା ପୂର୍ବରୁ ହିଁ ଏହାକୁ ନେଇ ଆରମ୍ଭ ହୋଇଯାଇଛି…

ଆର ଭେଙ୍କଟରମଣି ଦେଶର ନୂତନ ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ: ବରିଷ୍ଠ ଆଡଭୋକେଟ୍ ଆର ଭେଙ୍କଟରମଣିଙ୍କୁ ଭାରତର ନୂତନ ଆଟର୍ଣ୍ଣି ଜେନେରାଲ୍ ଭାବରେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ତାଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ସମ୍ପ୍ରତି ଭାରତର ଆଟର୍ଣ୍ଣି…

High Security Number Plate ସମସ୍ୟାରେ ଲାଗୁନି ବ୍ରେକ: ଡେଡଲାଇନ ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ଅସନ୍ତୋଷ ଜାହିର କରିଛନ୍ତି ମାନ୍ୟବର ହାଇକୋର୍ଟ । ଭିତ୍ତିଭୂମି ନଥାଇ ଡେଡଲାଇନ ଦେବା ଉପରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ତେବେ ଆଗକୁ ଏହାର…

କୋଭିଡ ବୁଷ୍ଟର ଡୋଜ ନେଲେ ହେଉଛି କି ହାର୍ଟ-ଆଟାକ୍ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ମହାମାରୀ ଏବଂ ହୃଦରୋଗର ବୁଷ୍ଟର ଡୋଜ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ବୁଷ୍ଟର ଡୋଜ ବିଷୟରେ କଳ୍ପନାଜଳ୍ପନାର ଅନ୍ତ ଘଟାଇବାବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି କଥା କହିଛନ୍ତି। ଅମୃତା ହସପିଟାଲ…

କ’ଣ ରହିଛି ପାତାଳ ଭୁବନେଶ୍ୱର ଗୁମ୍ପାର ରହସ୍ୟ: ଯେଉଁଠାରେ ଖସିଥିଲା ଗଣେଶଙ୍କ ଅସଲି କଟାମୁଣ୍ଡ, ଆଜି ବି ସେଠାରେ ସୁରକ୍ଷିତ ରହିଛି…

ନୂଆଦିଲ୍ଲୀ: ପୁରାଣ ଅନୁସାରେ ଆମେ ସମସ୍ତେ ଜାଣୁ କି, ଭଗବାନ ଶିବ ରାଗରେ ଆସି ଭଗବାନ ଗଣେଷଙ୍କର ମୁଣ୍ଡ କାଟି ଦେଇଥିଲେ ଓ ମା’ ପାର୍ବତୀଙ୍କ ଅନୁରୋଧ କ୍ରମେ ଭଗବାନ ଶିବ ଗଣେଶଙ୍କ ମୁହଁ ସ୍ଥାନରେ ଛୁଆ ହାତୀର ମୁଣ୍ଡ…

Girls’ Hostel ପରିସରରୁ ଉଦ୍ଧାର ହେଲା ମୁହଁ: ତା’ ସହ ମିଳିଲା ଗୋଡ଼ ବନ୍ଧା ବୁଲା କୁକୁର

ବ୍ରହ୍ମପୁର: ୧୨ କୁକୁରଙ୍କ ମୁହଁ ଏବଂ ଗୋଡ଼ ବାନ୍ଧି ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରୁ ଉଦ୍ଧାର ହୋଇଛି ମୁହଁ, ଗୋଡ଼ ବନ୍ଧା ବୁଲା କୁକୁର । ଯାହା ପରେ ଏହି ଘଟଣାକୁ ନେଇ ଏବେ…

ହ୍ୟାକରଙ୍କ ଟାର୍ଗେଟରେ SBI, PNB ଗ୍ରାହକ: ଆପଣଙ୍କ ଫୋନରେ ଏଣ୍ଟ୍ରି କରୁଛି SOVA ଭାଇରସ୍

ନୂଆଦିଲ୍ଲୀ: ଲୋକଙ୍କୁ ଠକିବା ପାଇଁ ହ୍ୟାକରମାନେ ଅନେକ ପ୍ରକାରର ଭାଇରସ ବ୍ୟବହାର କରନ୍ତି। ଏହି ଭାଇରସ୍ ମେସେଜ ମାଧ୍ୟମରେ ଆପଣଙ୍କ ଫୋନରେ ଇନଷ୍ଟଲ୍ କରାଯାଏ। ବର୍ତ୍ତମାନ ବ୍ୟାଙ୍କଗୁଡିକ ସେମାନଙ୍କ ଗ୍ରାହକଙ୍କୁ ଏପରି…

ପୁରୁଷଙ୍କୁ ଶକ୍ତିଶାଳୀ କରିଥାଏ ଏହି ଜିନିଷ: ବୈବାହିକ ଜୀବନରେ ଭରିଦିଅ ଖୁସି

ଆଜିକାଲି ଖରାପ ଖାଦ୍ୟପେୟର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବାର ଦେଖାଯାଉଛି । ଟଙ୍କା ଖର୍ଚ୍ଚ କଲା ପରେ ମଧ୍ୟ ଲୋକମାନେ ସେମାନଙ୍କର ଇଚ୍ଛା ଅନୁଯାୟୀ ଫଳ ପାଉନାହାନ୍ତି । ଫଳରେ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ…