ରାଜ୍ୟରେ ଭୟଙ୍କର ହେଉଛି ବନ୍ୟା ବିପତ୍ତି: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ
ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବନ୍ୟା ବିପତ୍ତି ସୃଷ୍ଟି ହୋଇଛି । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସାଙ୍ଗକୁ ରାଜ୍ୟର ବହୁ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ଏବେ ରାଜ୍ୟର ଅନେକ…