(Video) ଆରବ ସାଗରରେ ଓଲଟିଲା ଭାରତୀୟ ଜାହାଜ: ୯ ଚାଳକଙ୍କ ଜୀବନ ବଞ୍ଚାଇଲା ପାକିସ୍ତାନୀ ନୌସେନା
ନୂଆଦିଲ୍ଲୀ: ଆରବ ସାଗରରେ ଜାହାଜ ଓଲଟି ପଡିବା ପରେ ସେଥିରେ ଥିବା ନଅ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ବୁଡ଼ିଯିବାରୁ ରକ୍ଷା କରିଛି ପାକିସ୍ତାନୀ ନୌସେନା। ଗୁରୁବାର ଆରବ ସାଗରରେ ବୁଡିଯାଉଥିବା ଏକ ଡଙ୍ଗାରୁ ଏହାର ଚାଳକ…