ନଡ଼ିଆ ତୋଳାକୁ ବିରୋଧ କରିବାରୁ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଥାନାରେ ଅଭିଯୋଗ କଲେ ପୀଡ଼ିତା

ଡେଲାଙ୍ଗ,(ଭାସ୍କର ନ୍ୟୁଜ): ବିବାଦୀୟ ଜାଗାରୁ ବଳପୂର୍ବକ ନଡ଼ିଆ ତୋଳିବାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଜନୈକା ମହିଳାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଏବଂ ଦୁଷ୍କର୍ମ…

ମାଗଣା ଯୋଜନା ଅର୍ଥନୀତିରେ ବିପୁଳ କ୍ଷତି କରୁଛି, ସମସ୍ୟାର ସମାଧାନ ପାଇଁ କେନ୍ଦ୍ରକୁ ୭ଦିନର ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ମୁକ୍ତ ଯୋଜନାର ପ୍ରତିଶ୍ରୁତି ସମ୍ପର୍କରେ ବୁଧବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନ ପ୍ରଚାର ସମୟରେ ‘ମାଗଣା' ବଣ୍ଟନ…

ଆଜି ପାଇଁ ୧୨ ଘଣ୍ଟା ବନ୍ଦ ରହିବ ଓଡ଼ିଶାର ଏହି ସହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ ରେଢ଼ାଖୋଲ । ଏନଏଚ ୫୫ ମରାମତି ଦାବିରେ ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ ଡାକରା ଦିଆଯାଇଛି । ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।…

ନାନ୍ସିଙ୍କ ଗସ୍ତ ପରେ ଚୀନ୍ ଟାର୍ଗେଟ୍‌ରେ ତାଇୱାନ, ସୀମାରେ ସମରାଭ୍ୟାସ ଜୋରଦାର

ନୂଆଦିଲ୍ଲୀ: ଚୀନର ଚେତାବନୀ ସତ୍ତେ୍ୱ ଆମେରିକା ସିନେଟ୍ ର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଚୀନ ପ୍ରଚଣ୍ଡ କ୍ଷୁବ୍ଧ ହୋଇଛି । ମଙ୍ଗଳବାର ନାନ୍ସି ତାଇୱାନରେ ପହଁଚିଥିବା ବେଳେ ବୁଧବାର ତାଇୱାନ…

ପୁଣି ଏକାଠି ହେବେ କଙ୍ଗନା ଓ ମଧୁର ଭଣ୍ଡାରକର, ଖୁବ୍‌ଶୀଘ୍ର ଆଗାମୀ ଫିଲ୍ମରେ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତଙ୍କ ନିକଟରେ ଗୋଟିଏ ପରେ ଗୋଟିଏ ସିନେମା ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନରୁ ବାଦ୍‌ ପଡିଥିଲା । କିନ୍ତୁ ନିଜ ପ୍ରଚେଷ୍ଟାରେ ସିନେମାର ଆଗଧାଡ଼ିର ନାୟିକା ଭାବେ ଗଢ଼ି ତୋଳିଛନ୍ତି ।…

ପାରାଦୀପରୁ ଅଢେଇ କିଲୋର ମାରିଜୁଆନା ଜବତ, ଜଣେ ଗିରଫ

ପାରାଦୀପ, (ଭାସ୍କର ନ୍ୟୁଜ୍‌): ପାରାଦୀପ ବେଲ୍ଟଲାଇନ ଛକରୁ କେବିନ ମାର୍କେଟ ପର୍ଯ୍ୟନ୍ତ ଯାଇଥିବା ନୂଆ ରାସ୍ତାର କଲଭର୍ଟ ନିକଟରୁ ପାରାଦୀପ ଆଦର୍ଶ ଥାନା ପୁଲିସ ଜଣେ ମାରିଜୁଆନା ଚୋରା ବେପାରୀକୁ ଗିରଫ କରିବା ସହ ତା…

ରାଶିଫଳ(ଗୁରୁବାର,୦୪ ଅଗଷ୍ଟ,୨୦୨୨)

ମେଷ: ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିବ । ନୂଆ ଭୂମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…

ଆଜି ଖୋଲିବ ମାର୍କେଟ ବିଲ୍ଡିଂ, ଜଗିବେ ଗାେଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌):  ଆଜି ଖୋଲିବ ମାର୍କେଟ ବିଲ୍ଡିଂ । ବିଏମ୍‌ସି ସହିତ ବ୍ୟବସାୟିକ ସଂଘର ଆଲୋଚନା ପରେ ଏହି ନିଷ୍ପତି ହୋଇଛି । ମାର୍କେଟ ବିଲ୍ଡିଂ ପରିସରରେ ଉଠା ଦୋକାନୀ ବସିବା ପ୍ରସଙ୍ଗ ନେଇ ବିବାଦ…

CWG ମହିଳା ହକି ଇଭେଣ୍ଟ: କାନାଡାକୁ ୩-୨ ଗୋଲରେ ପରାସ୍ତ କଲା ଭାରତ, ପ୍ରଥମ ଦଳ ଭାବେ ସେମି ଫାଇନାଲରେ ମାରିଲା ଏଣ୍ଟ୍ରି

ବର୍ମିଂହାମ: ଭାରତୀୟ ମହିଳା ଦଳ ବୁଧବାର ଅନୁଷ୍ଠିତ ଗ୍ରୁପ ଏ’ର କର ବା ମର ମ୍ୟାଚରେ କାନାଡାକୁ ୩-୨ ଗୋଲରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ହକି ଇଭେଣ୍ଟ ସେମି ଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛି ।…

ବଦଳିବ ପାଗ, ପୁଣି ସକ୍ରିୟ ହେବ ଦୁର୍ବଳ ମୌସୁମୀ : ୫ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ସମ୍ପ୍ରତି ଶ୍ରାବଣ ମାସରେ ବର୍ଷାର ଦେଖାନାହିଁ । ପ୍ରଚଣ୍ଡ ଗରମରେ ସାରା ରାଜ୍ୟ ସିଝୁଛି । ତେବେ ଏସବୁ ଭିତରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏକ ଆଶ୍ୱସ୍ତିକର ଖବର…