ଛାଡପତ୍ରର ୨୪ ଘଣ୍ଟା ନପୁରୁଣୁ ବାହାହେଲେ ୪୯ ବର୍ଷୀୟ ସାଂସଦ: ନିଜଠାରୁ ୩୧ ବର୍ଷ ସାନ ଝିଅକୁ କଲେ ବିବାହ

ନୂଆଦିଲ୍ଳୀ: ପାକିସ୍ତାନର ଲୋକପ୍ରିୟ ଟେଲିଭିଜନ ଉପସ୍ଥାପକ ତଥା ସାଂସଦ ଆମିର୍ ଲିୟାକତ ତୃତୀୟ ବିବାହ କରିଛନ୍ତି । ସେ ନିଜ ବୟସରୁ ୩୧ବର୍ଷ ସାନ ଜଣେ ଛାତ୍ରୀଙ୍କୁ ଗୁରୁବାର ରାତିରେ ବିବାହ କରିଥିବା ଜଣାପଡ଼ିଛି  । ସେ…

୨୦ ମିନିଟରେ ସାଇକେଲ ହେବ ମୋଟର ସାଇକେଲ: ଦେଶୀ ଉଦଭାବନକୁ ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା

ଆପଣ ପ୍ୟାଡେଲ ମାରି ସାଇକେଲ ତ’ ନିଶ୍ଚୟ ଚଲାଇଥିବେ । ଆପଣଙ୍କୁ ମଧ୍ୟ ଅନେକ ସମୟରେ ଏହା ଅନୁଭବ ହୋଇଥିବ ଯଦି ଏଥିରେ କିଛି ଏଭଳି ବ୍ୟବସ୍ଥା ହୋଇପାରିବ ଯାହାଦ୍ୱାରା ଏହା ନିଜେ ନିଜେ ଚାଲିପାରିବ । ତେବେ ଏହି ଆଶା ପୂରଣ…

ଉଦ୍ୟୋଗପତି ରାହୁଲ ବଜାଜଙ୍କ ପରଲୋକ

ନୂଆଦିଲ୍ଲୀ: ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ବା ଉଦ୍ୟୋଗପତି ରାହୁଲ ବଜାଜଙ୍କ ପରଲୋକ । ୮୩ ବର୍ଷ ବୟସରେ ରାହୁଲ ବଜାଜଙ୍କ ଦେହାନ୍ତ ପୁଣେଠାରେ ହୋଇଛି । ବଜାଜ ଗ୍ରୁପର ଅଂଶୀଦାର ଥିଲେ ରାହୁଲ । ରାହୁଲ ବଜାଜଙ୍କୁ…

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର: ୧୪ ଫେବ୍ରୁଆରୀରୁ ପୁଣି ଆରମ୍ଭ ହେବାକୁ ଯାଉଛି ଏହି ସର୍ଭିସ୍

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । କରୋନା ଯୋଗୁଁ ଟ୍ରେନରେ ରନ୍ଧା ଖାଦ୍ୟ ଉପରେ ଲାଗିଥିବା କଟକଣାକୁ ପୁଣି କୋହଳ କରାଯାଇଛି । ଆଗାମୀ ୧୪ ଫେବ୍ରୁଆରୀରୁ ଆଇଆରସିଟିସି…

ସେହ୍ୱାଗଙ୍କ ଭବିଷ୍ୟବାଣୀ ସତହେଲା : IPLରୁ ଟଙ୍କା ଛାଣିଲେ ଏହି ସବୁ ଖେଳାଳି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପ୍ନର ବୀରେନ୍ଦ୍ର ସେହ୍ୱାଗଙ୍କ ଭବିଷ୍ୟବାଣୀ ସତ ହୋଇଛି । ୫ ଭାରତୀୟ ଖେଳାଳିଙ୍କ ଉପରେ ଧନବୃଷ୍ଟି ହେବ ବୋଲି ସେହ୍ୱାଗ ଭବିଷ୍ୟବାଣୀ କରିଥିଲେ । ସେହ୍ୱାଗ ନିଜ ତାଲିକାରେ ଶ୍ରେୟସ ଆୟର,…

ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ନଷ୍ଟ କଲା ୫୦୦ କୋଟିର ଗଞ୍ଜେଇ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ପୋଲିସ ଦ୍ୱାରା ନଷ୍ଟ କରାଯାଇଛି ୫୦୦ କୋଟିର ଗଞ୍ଜେଇ । ଏହି ଗଞ୍ଜେଇ ନଷ୍ଟ ଅପରେସନକୁ ସବୁଠୁ ବଡ଼ ଅପରେସନ ବୋଲି କୁହାଯାଉଛି ଏବଂ ଏହାକୁ ସବୁଠୁ ବଡ଼ ଗଞ୍ଜେଇ ନଷ୍ଟ ବୋଲି ମଧ୍ୟ କୁହାଯାଉଛି ।…

ଶ୍ରେୟସଙ୍କୁ ଟପିଲେ ଇଶାନ: ଏପର୍ଯ୍ୟନ୍ତ ସବୁଠୁ ଦାମୀ ଖେଳାଳି ଭାବେ ଏହି ଦଳରେ ସାମିଲ ହେଲେ ଇଶାନ କିଶାନ

ବେଙ୍ଗଲୁରୁ: ଭାରତୀୟ ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କୁ ନେଇ ମେଗା ଅକ୍ସନରେ ଦେଖିବାକୁ ମିଳିଛି ଜୋରଦାର ଟକ୍କର । ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କୁ ଦାମରେ ଅତିକ୍ରମ କରି ଖୁବ ଆଗରେ ରହିଛନ୍ତି…

IPL ୨୦୨୨ରେ ସ୍ପିନରଙ୍କ ପାଇଁ ବଢୁଛି ଯୁଦ୍ଧ: ବେସ ପ୍ରାଇସଠୁ ଖୁବ ଉପରେ ବିକ୍ରି ହେଲେ ୩ ସ୍ପିନର

ବେଙ୍ଗଲୁରୁ: IPL ୨୦୨୨ ମେଗା ଅକ୍ସନରେ ବଢିଛି ସ୍ପିନର ମାନଙ୍କର ଚାହିଦା । ସ୍ପିନରମାନଙ୍କ ପାଇଁ ପ୍ରତ୍ୟେକ ଦଳ ମଧ୍ୟରେ ଲାଗିଛି ଟଣା ଓଟରା । ଏତି ମଧ୍ୟରେ ଭାରତର ଦୁଇ ସ୍ପିନର ଏବଂ ଶ୍ରୀଲଙ୍କାର ଜଣେ ଖେଳାଳିଙ୍କୁ ଖୁବ…

କୋଭିଡରେ ଘାଇଲା ପର୍ଯ୍ୟଟନ ଶିଳ୍ପ: କିଲୋ ପ୍ରତି ୪୫ ଟଙ୍କାରେ ବିକ୍ରି ହେଉଛି ବସ୍

ନୂଆଦିଲ୍ଳୀ: କରୋନା ସମୟରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ । ଏଭଳି ପରସ୍ଥିତିରେ ଜଣେ ବସ ମାଲିକ ନିଜର ବସ ଗୁଡିକୁ କିଲୋ ଦରରେ ବିକିଛନ୍ତି । ବସ ଗୁଡିକ…

୨୦ ଖେଳାଳି ବିକ୍ରି ପରେ ବି ମୁମ୍ବାଇ ହାଇଦ୍ରାବାଦ ବ୍ୟାଗ ଖାଲି: ଖର୍ଚ୍ଚ ହୋଇନି ଗୋଟିଏ ଟଙ୍କା

ବେଙ୍ଗଲୁରୁ: ୨୦୨୨ IPL ପାଇଁ ଚାଲିଛି ମେଗା ଅକ୍ସନର ପ୍ରଥମ ଦିନ । ଶିଖର ଧୱନ, ଶ୍ରେୟସ ଅୟରଙ୍କ ଭଳି ବଡ ଖେଳାଳି ବିଭିନ୍ନ ଦଳ ସହ ଯୋଡି ହୋଇସାରିଛନ୍ତି । ପ୍ରଥମ ସେସନରେ ୨୦ ଜଣ ଖେଳାଳି ବିକ୍ରି ହୋଇ ସାରିଥିବା ବେଳେ…