ଗୁରୁବାର ଟାଟାକୁ ହସ୍ତାନ୍ତର ହୋଇପାରେ ଏୟାର୍ ଇଣ୍ଡିଆ: ୧୮,୦୦୦ କୋଟିରେ ବିକ୍ରି କରିଥିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍ ): ସାଧାରଣତନ୍ତ୍ର ଦିବସ ପରେ ଟାଟା ଗ୍ରୁପକୁ ହସ୍ତାନ୍ତର କରାଯିବ ଏୟାର ଇଣ୍ଡିଆ । ସୋମବାର କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ, ଏହି ସପ୍ତାହ ଶେଷ ସୁଦ୍ଧା ଏୟାର…